District

ମଝିଆ ଗ୍ରାମରେ ବୋଲ। ନି ଯାତ୍ରା ଅନୁଷ୍ଠିତ

ମାଝିଆ ଗ୍ରାମରେ ବୋଲାନି ଯାତ୍ରା ଅନୁଷ୍ଠିତ

ଝରିଗାଁ,ତା ୧୭/୧୨–ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବକଡାବେଡା ପଞ୍ଚାୟତ ଅନ୍ତର୍ଗତ ମାଝିଆ ଗ୍ରାମ ଠାରେ ପ୍ରତି ତିନି ବର୍ଷରେ ଥରେ ବୋଲାନି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଗ୍ରାମବାସୀ ମାନେ ଯାହା ସବୁ ମାନସିକ କରିଥାନ୍ତି, ତାହା ଏହି ଯାତ୍ରାରେ ଦେଇଥାନ୍ତି। ଗାଁର ଗାଈ ଗୋରୁ, ଚାଷବାସ, ପିଲାଛୁଆ ଆଦିଙ୍କ ଶାରୀରିକ, ମାନସିକ ସ୍ତରରେ ସମସ୍ତେ ସୁସ୍ଥ ରଖିବା ପାଇଁ ଏହି ପୂଜା ହୁଏ । ଏହି ପୂଜା ତିନି ଦିନ ଧରି ମଝିଆ ଠାରେ ଗୋଟିଏ ସ୍ଥାନରେ ସମସ୍ତ ଦେବଦେବୀଙ୍କୁ ରଖ୍ ପୂଜା କରାଯାଏ ।

ଶେଷ ଦିନରେ ନିକଟ ଗ୍ରାମ କମାବନ୍ଧ ଓ ମାଝିଗୁଡ଼ା ବୁଳି ବୁଲି ଏହି ପୂଜା କରାଯାଏ। ଏହାକୁ ସ୍ଥାନୀ ସ୍ଥାନୀୟ ଲୋକେ ବୋଲାନୀ ଯାତ୍ରା ଯାତ୍ରା କହିଥାନ୍ତି। ଏହି ଯାତ୍ରାର ମୂଖ୍ୟ ପୂଜକ ଦୋଇନୁ ପୂଜାରୀ, ରାମେ 1 ପୂଜାରୀ, ମିଟୁ ମିଟୁ ପୂଜାରୀ ଦେବାଦେବୀଙ୍କ ରୀତିନୀତି ମୁତାବକ ପୂଜା କାର୍ଯ୍ୟ ର୍ଯ୍ୟ ତୁଲେଇଥିଲେ। ଗ୍ରାମର ମୂଖ୍ୟ ମୂଖ୍ୟ ବ୍ୟକ୍ତି ବ୍ୟ ବିଶେଷଙ୍କ ମଧ୍ୟରେ ଫୁଲସିଂ ମାଝୀ, ସନ୍ତୋଷ ବିଶୋଇ, ବୈଦୁ ଭତ୍ରା, ସରପଞ୍ଚ ସରପଞ୍ଚ ଚଇତୁ ତୁ ଭତ୍ରା, ଗୋବିନ୍ଦ ମାଝୀ, ମାନସିଂ ଭତ୍ରା, ମୁନି ଭତ୍ରା, ନାରାୟଣ ଦାସ୍, ରୋଇନୁ କଲାର, ମାନସାଏ କଲାର ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିଲେ।ପ୍ରାୟ ୨୦୦୦ ରୁ ଅଧୂକ ଗ୍ରାମବାସୀଙ୍କ ଉପସ୍ଥିତିରେ ଆଜି ମାଝୀଆ ଗ୍ରାମର ବୋଲାନି ଯାତ୍ରା ଶେଷ ହୋଇଥିଲା।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button