District

ଆଜିଠୁ ଜିଲ୍ଲା ସ୍ତରୀୟ “ମଣ୍ଡେ ଇ” ମହୋତ୍ସବ

ଆଜିଠୁ ଜିଲ୍ଲାସ୍ତରୀୟ ‘ମଣ୍ଡେଇ’ ମହୋତ୍ସବ

ମୁଖ୍ୟ ଆକର୍ଷଣ ନିଷ୍ଠା ଶର୍ମା ଓ ନାଭ୍ୟା

ନବରରଙ୍ଗପୁର, ୧୨/୧୨

ଆସନ୍ତାକାଲି ଶୁକ୍ରବାର ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେର ଓ ପଲ୍ଲୀଶ୍ରୀ ମେଳା ଉଦ୍‌ଘାଟନା ଦେବ । ଏହା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାରିବା ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ସଂସ୍କୃତି ପରିଷଦର ସଭାପତି ତଥା ଜିଲ୍ଲାପାଳ ଡି.ମହେଶ୍ଵର ସ୍ବାଇଁ ଉଦଘାଟନ ଉତ୍ସବର ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ହେବେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଗାୟିକା ଜାଲ୍ୟା ଜୟତି ଓ ଦଳା ସେହିପରି ୧୩ ତାରିଖରେ ସଙ୍ଗର ସାରେଗାମା ପା-୨୦୨୩ର ନିନେତା ନିଷ୍ଠା ଶର୍ମା ଓ ୧୪ ତାରିଖରେ ବିଶିଷ୍ଟ ଓଡ଼ିଆ ଗାୟକ ଶଶାଙ୍କ ଶେଖର ଓ ହାସ୍ୟକାର ପ୍ରଜ୍ଞାରଞ୍ଜନ ଖଟୁଆ ଯୋଗଦେବେ ବୋଲି

ସୂଚନା ମିଳିଛି ଶୁକ୍ରବାର ମଧ୍ୟାହ୍ନ ମାଡ଼େ ୨ଟାରେ ମାଁ ଭଣ୍ଡାରଘରଣାଙ୍କ ପୀଠରେ ପୂଜାର୍ଚ୍ଚନା ନରାଯାଇ ଆଜ୍ଞାମାନ, ମଶାଲ ଧରି ଶୋଭାଯାତ୍ରା ବାହାରିବା ଏଥିରେ ମହାରାଷ୍ଟ୍ରର

ଭାବଣି, ଝାଡ଼ଖଣ୍ଡର ସାହାଳି, ଆସାମର ବିନ୍ଦୁ ସମେତ ନବରଙ୍ଗପୁର ଓ ପଡୋଶୀ ନିଲ୍ଲାର ଲୋକନୃତ୍ୟ ଏଇକି ୨୪ଟି ଦଳ ଭାଗ ନେବେ ପଲ୍ଲୀଶ୍ରୀ ମେଳାରେ ଓରମାସର ୧୫୦ଟି

ଷ୍ଟନ୍, ବିଭିନ୍ନ ବିଭାଗର ୯୦ଟି ପ୍ରଦର୍ଶନା ଷ୍ଟଲ୍, ୧୧୦ଟି ବାଣିଜ୍ୟିକ ଷ୍ଟନ୍ ସହ ୫୦ଟି ଖାଦ୍ୟ ଷ୍ଟଲ୍ ଏଭଳି ୪୦୦ ଷ୍ଟଲ୍ ଖୋଲିନ ବୋଲି ଓରମାସ ସିଇଓ ରୋଶନ ବାର୍ଷିକ ସୂଚନା ଦେଇଛĒ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୁଷଣ ନେନା, ବରେଣ୍ୟ ଅତିଥି

ଭାବେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନିତ ଅତିଥି ଭାବେ ସାଂସଦ ସଂ ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ମୁଦ୍ରା ଖାନ, ଡାବୁଗାଁ ନିଆସଳ ମନୋହର ରନ୍ଧାରୀ, ନବରଙ୍ଗପୁର

ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂ ଭତରା, ନିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପ୍ରମୁଖ ଯୋଗଦେବେ। ଦ୍ବିତୀୟ ଦିନ ମହୋସବରେ ମୁଖ୍ୟଅତିଥି ଭାବେ ଦକ୍ଷିଣଞ୍ଚନ ରାଜମ୍ଭକମିଶନର ସଂଗ୍ରାମ କେଶରୀ ମହାପାତ୍ର, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଡଃ ଜମଳ ଲୋଚନ ମିଶ୍ର, ଜିଲ୍ଲା ଦୌରାଜଜ୍ ସୁବ୍ରତ ମହାଭି, ଏସପି ମଡକର ସନ୍ଦୀପ ସମ୍ପଡ଼, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାନ ବିଶ୍ଵଜିତ ବର୍ମନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ୍, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖୀ ଯୋଗଦେବେ। ଉଦ‌ଯାପନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେବେ ବୋଲି ଜିଲ୍ଲାପାଳ ସୂଚନା ଦେଉଛନ୍ତି ଏହି କାର୍ଯ୍ୟକ୍ରମକୁ ଶାରିଶୃଙ୍ଖଳାର ସହ ଆଯୋଜନ କରିବା ପାଇଁ ନିଜେ ଏସପି ନେତୃତ୍ବ ନେଇଥିବା ବେଳେ ଏଏସପି ଆଦିତ୍ୟ ମେଳ, ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଲତରା, ଥାନା ଅଧିକାରୀ ସମ୍ବିତ ବେହେରାଙ୍କ ତତ୍ତ୍ଵାବଧାନରେ ୩ଜଣ ଡିଏମପି, ୧୦ଜଣ ଇନ୍ଧଫେକ୍ଟର, ୩୦ଜଣ ଏମଆର ଓ ଏଏସଆଇ ଉପସ୍ଥିତ ରହିବେ। ଏଥିମହ ୮ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇ ଟ୍ରାଫିକ

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button