District

କୋରାପୁଟ ରେ ୧.୮୯ ଲକ୍ଷ ବାସହୀନ

କୋରାପୁଟରେ ୧.୮୯ ଲକ୍ଷ ବାସହୀନ

୧୪୩୮୧ ଆବାସ ଅସମ୍ପୂର୍ଣ, ଝାଟିମାଟି ଘରେ ବିତୁଛି ଜୀବନ

ନୋରାପୁଟ,୧୩/୧୨: ଆଦିବାସୀ ଅଧ୍ୟଷ୍ଠିତ କୋରାପୁଟ ଜିଲ୍ଲାର ୧ ଲକ୍ଷ ୮୯ ଜନାର ପରିକାର ନିକଟରେ ନାହିଁ ନିଜ ‌ ଗୃହ । ଚାଳ ଛପର ଘରେ ବିତୁଛି ଏମାନଙ୍କ ଦିନ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ନଥିବାରୁ ବର୍ଷା, ବାତ୍ୟା ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ପରିବାର । ବାସନାନ ପରିବାର ପିଏମ୍ ଆବାସ ଯୋଜନାରେ ଘର ପାଇଁ ଆବେଦନ କରିଛନ୍ତି ହେଲେ ନୂତନ ଆବେଦନକୁ ଅନୁମୋଦନ ମିଳୁନଥିବାରୁ ଅପେକ୍ଷାରେ ରହି ହିତାଧିକାରୀଙ୍କୁ ଆଖିରୁ ପାଣି ମରିଗଲାଣି

୨୦୧୬-୧୭ରୁ ୨୦୨୪-98 ଆର୍ଥିକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯୯୨୯୮ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ସେଥି ମଧ୍ୟରୁ ୧୪୩୮୧ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ ରହିଛି ଘର ନିର୍ମାଣ ପାଇଁ ହିତାଧିକାରୀଙ୍କ ଠିକାଦାରଙ୍କ ଉପରେ ନିର୍ଭର କରୁଥିବାରୁ କିଛି ଟଙ୍କା ପାଇବା ପରେ ବିଭିନ୍ନ ବାହ।ନ। ଦେଖାଇ ଘର ନିର୍ମାଣ କାର୍ଯ୍ୟ ଅଧାରେ

ଛ।ଡ଼ି ଦେଉଛନ୍ତି ୨୦୨୧-୨୨ ଓ ୨୦୨୪. ୨୫ ଅର୍ଥିକ ବର୍ଷରେ କାର୍ଯ୍ୟାଦେଶ ପାଇଥିବା ଅଧିକ ସଂଖ୍ୟାନ ହିତାଧିକାରୀଙ୍କ ଘର ଅସମ୍ପୂର୍ଣ୍ଣ

ନୂଆ ଆବେଦନକୁ ମିଳୁଳି ଅନୁମୋଦନ

ଅନ୍ତୋଦୟରେ ସରିଛି ମାତ୍ର ୨୫୦ଟି ଘର

ରହିଛି ଏହା ମଧ୍ୟରେ ଲକ୍ଷ୍ମୀପୁର, ନୟପୁର, ବନ୍ଧୁଗାଁ, ନାରାୟଣପାଟଣା, ମନ୍ଦପୁର, ଇମତାପୁଟ ବୁକର ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ବାସ କରୁଥିବା ହିତାଧିକାରୀଙ୍କ

ସଂଖ୍ୟା ଅଧ‌ିକ ରହିଛି ଫଳରେ କୋରାପୁଟ ନିଲ୍ଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣରେ ପଛରେ ପଡ଼ିଛି

୨୦୨୪-୨୫ ଅର୍ଥିକ ବର୍ଷରେ ହୋଇଥିବା ସର୍ଭେ ଅନୁଯାୟୀ ୧.୮୯ ଲକ୍ଷ ହିତାଧିକାରୀ ପିଏମ୍ ଆବାସ ପାଇଁ ଆବେଦନ କରିଛନ୍ତି କାର୍ଯ୍ୟାଦେଶ ମିଳୁନଥିବାରୁ ରାଜ୍ୟ

ସରକାରଙ୍କ ଚଳିତ ବର୍ଷ ଅନ୍ତୋଦୟ ଗୃହ ଯୋଜନରେ ୭୧୧୬ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେଉଛନ୍ତି ହେଲେ ସେଥିରୁ ସରିଥି ମାତ୍ର ୨୫୦ ଘଉ କାମ ଆବାସ ଯୋଜନରେ ହିତାଧିକାରୀଙ୍କୁ ଗୃହ ନିର୍ମାଣ ଲାଗି ୧.୩୦ ଲକ୍ଷ ଏବଂ ଅକ୍ରୋଦୟ ଯୋଜନରେ ୧.୨୦ ଲକ୍ଷ ଟଙ୍କା ମିଳୁଛି। ଏଥି ସହିତ ମନରେଗାରେ ୯୫ ଦିନର ଶ୍ରମ ଦିବସ ବାବଦରେ ପ୍ରାୟ ୨୨ ହଜାଇ, ୪ ମାସରେ ଘର କାମ ସାରିଲେ ୨୦ ହଜାର ଓ ୬ ମାସରେ କାମ ସାରିବେ ୧୦ ହଜାର ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ବ୍ୟବସ୍ଥା ରହିଛି। ୨୦୨୫ ଜୁଲାଇରେ ପଞ୍ଚାୟତରାଜ ମନ୍ତ୍ରୀ ଓ ସେପ୍ଟେମ୍ବରରେ ରାଜ୍ୟପାଳ କୋରାପୁଟ ଗସ୍ତରେ ଆସି ସିଏମ ଆବାସରେ ସ୍ଥିତି ସମୀକ୍ଷା କରି ଅଗ୍ରଗଡିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର କହିଛନ୍ତି, ବାରମ୍ବାର ସମୀକ୍ଷା କରାଯାଇ ଗ୍ରହ ସମ୍ପୂର୍ଣ୍ଣ ଉପରେ ଗୁଗୁତ୍ବ ଦିଆଯାଉଛି

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button