District

ଆନ୍ଧ୍ର ଯ।ଉଛି ଶି ଆ।ଳି ପତ୍ର

ଆନ୍ଧ୍ର ଯାଉଛି ଶିଆଳି ପତ୍ର

କଳାଣସିଂପୁର,୧୩/୧୨: ସ୍ଥାନୀୟ ଅଞ୍ଚଳରେ ଶିଆଳି ପତ୍ରର ଚାହିଁବା ଧୀରେ ଧାରେ କମିବାରେ ଲାଗିଛି । ବଜାରରେ ମିଳୁଥିବା ପେପର ଓ ପ୍ଲାଷ୍ଟିକ ପ୍ରେତ୍ରକୁ ଲୋହେ ଅପଣାଇବାକୁ ଲାଗିଲେଣି । ଝିଆଳି ପତ୍ର ତୋଳାଳିଙ୍କୁ ଗଚିତ୍ ମୂଲ୍ୟ ମିଳୁନି । ଏହାର ଫାଇବା ନେଉଛତି ସ୍ଥାନୀୟ ବ୍ୟବସାୟୀ ଓ ବଢାଇ କମ୍ ମୂଲ୍ୟରେ କିଛି ଆନ୍ଧ୍ରକୁ ଚାଲାଣ କରୁଛନ୍ତି।

ଚାଲାଣ କରି ଦଲାଲ ମାଲାମାଲ ତୋଳାଳିଙ୍କୁ ମିଳୁନି ଉଚିତ ପ୍ରାପ୍ୟ

ସେଠାରେ ଚଢ଼ା ଦରରେ ନିଜ ମୁନାଫା କମାଇଛନ୍ତି । ଫଳରେ ତୋଳାନିମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ପ୍ରଶାସନ ପାଖରେ ଖବର ଥିଲେ ବି ପବେଷପ ନିଆଯାଉନି । ଏହାକୁ ନେଇ ଆଦିବାସୀଙ୍କ
ପତ୍ର ତେଳାଳିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ବଜାରରେ ଯେପର ଓ ପ୍ଲାଷ୍ଟିକ୍ ପ୍ଲେଟ୍ ବ୍ୟବହାର ବହୁଳ ମାତ୍ରାରେ ବହିଛି । ଏହା ଆଦିବାସୀ ଗରିବ ଲୋକଙ୍କ ଜୀବନ ଜୀବିକାକୁ ପ୍ରଚେକ୍ଷ ଓ ପରୋକ୍ଷ ଭାବେ ପ୍ରଭବିତ କରୁଛି । ଝିଆଳି ପତ୍ରର ଚାହିଁବା ଧୀରେ

ଧିରେ କମିଗରେ ଲାଗିଛି । ବଜାରରେ ସେମାନଙ୍କୁ ଉଚିତ ମୂଲ୍ୟ ମିଳୁନି। ଖଲି ସିଲା କାରିଗରଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି।

ଜଲ୍ୟାଣସିଂହପୁର ବୁନ୍‌ତ୍ର ଗୁ, ରାଜପଦର, ବଟ୍ଟାମଟି ଆଦି ପାହାଡ଼ିଆ ଅଞ୍ଚଳର ମହିଳାମାନେ ଜଙ୍ଗଲରୁ ସଂଗ୍ରହ କରୁଛନ୍ତି । ଘରେ ବସ ଖଲିପତ୍ର

ପ୍ରସ୍ତୁତ କରୁଛନ୍ତି । ତାଜୁ ସ୍ଥାନୀୟ ବଜାରରେ ବିକ୍ରି କରି ପୂର୍ବରୁ ଭଳି ଦୁଇପଇସା ରୋଜଗାର କରୁଥିଲେ । ବର୍ତ୍ତମାନ ସ୍ଥାନୀୟ ବଜାରରେ ତାହାର ବାହିଦା ନାହିଁ । ପୂର୍ବରୁ ଏହି କାମରେ ପରିବାର ଚଳୁଥୁଲା । ଏବେ

ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ପତ୍ର ତୋଇଛି। ସ୍ଥାନୀୟ ବଲାଇ ଓ ବ୍ୟବସାୟୀମାନେ ଗାଁ ଗାଁ ବୁଲି କମ୍ ମୂଲ୍ୟରେ ଖଲିପତ୍ର ସଂଗ୍ରହ କରୁଛନ୍ତି । ଆଜ୍‌ରେ ଏହାର ଚାହିଁବା ଥିବାରୁ ସେଠାକୁ ନେଇ ଚିକ୍ରି କରୁଛନ୍ତି। ସୁଖର ଜଣେ ଖଲି ବାରିଗର କହିଛନ୍ତି, ୮ଟି ଶିଆଳି ପତ୍ରର ଜେରା (ବିଡ଼ା)ର ମୂଲ୍ୟ ୧୦ ଟଙ୍କା ଓ ଶିଆଳି ଖଇଁ ୪ଟିର ମୂଲ୍ୟ ୧୦ ଟଙ୍କା ହିସାବରେ ନେଉଛନ୍ତି ବ୍ୟବସାୟୀ । ଯାହାକି ଆଡୁରେ ୧୦ଟି ଓଳିକୁ to ନଙ୍କରେ କିଛି କରୁଛନ୍ତି। ପରିବେଶବିତ ଦୁଗ୍ଧତ କୁମାର ମହାଞ୍ଜି କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ଶିଆଳି ପତ୍ରର ଚରିବା ନାହିଁ । ଠିକ୍ ପୂଜା ବି ମିଳୁଳି । ଗେଣୁ ତୋଳାଳୀମାନେ ବାଧହୋଇ ବ୍ୟବସାୟୀକ ହାତକୁ ଟେକି ଦେଇଛନ୍ତି । କେନ୍ଦୁପତ୍ର ଭଳି ଏହାର ବଚାରୀକରଣ ବ୍ୟବସ୍ଥା କରାଗଲେ ଜିଲ୍ଲାରେ ବସବାସ କରୁଥିବା ଶିଆଳିପତ୍ର ତୋଳାଳିମାନେ ଉପକୃତ ହେବେ ।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button