District

ଭିଜିଲାନ୍ସ ଜ।ଲରେ କୋରାପୁଟ ଏଡିଓ

ଭିଜିଲାନ୍ସ ଜାଲରେ ବୋଦାପୁଟ ଏଡିଓ

କୋରାପୁଟ,୧୧/ ୧୨ : ଭିଜିଲାନ୍ସ

ଜାଲରେ ଏଡିଓ ଲାଞ୍ଚ ନେବାବେଳେ ଳେ ଧରା ପଡିଲେ ଅମର ବର ମଲ୍ଲିକ । ଠିକାଦାରଙ୍କ ଠାରୁ ୨୦ ହଜାର ଲାଞ୍ଚ ନେବାବେଳେ ମାର୍ଚ୍ଚ ବସି ଲା ଜୟପୁର ଭିଜିଲାନ୍ସ ବିଭାଗ ଯାହା ପାଇଁ ଫସିଗଲେ ଅମର ବର ମଲ୍ଲିକ । ଫଳରେ ଗିରଫ ହେଲେ ବୋଦାପୁଟ ଏଡିଓ। ଏପରି ଦୃଶ୍ୟ ଦେଖୁବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀ ଗୁଡ଼ା ବ୍ଲକ୍ ବୋଦାପୁଟ ଗ୍ରାମରେ । ମରିଚ ମାଲ ଝୁଲା ଠାରୁ ଗୋୟଲ ଖାରି ପର୍ଯ୍ୟନ୍ତ ମନରେଗା ଯୋଜନାରେ ଘାଟ କଟିଙ୍ଗ କାର୍ଯ୍ୟ ରହିଥିଲା । ତେବେ ସେହି କାର୍ଯ୍ୟ କରିବା ପାଇଁ ସେଅଞ୍ଚଳର ଜଣେ ଠିକାଦାର କାର୍ଯ୍ୟାଦେଶ ମାଗିଛନ୍ତି । ଏହା ପାଇଁ କାର୍ଯ୍ୟାଦେଶ ଦେବାକୁ ଏଡିଓ ଲାଞ୍ଚ ମାଗିଛନ୍ତି । ପରେ ଠିକାଦାର ଜଣଙ୍କ ଜୟପୁର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ସେହି କାର୍ଯ୍ୟର କାର୍ଯ୍ୟଦେଶ ଦେବାପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୋଦାପୁଟ ଏଡିଓ ଅମର ବର ମଲ୍ଲିକଙ୍କ ଉପରେ ମାଡ଼ି ବସିଛି ଭିଜିଲାନ୍ସ ବିଭାଗ । ଏହାସହ ଏଡିଓଙ୍କୁ ଗିରଫ କରି ଅଧୂକ ପଚରା ଉଚରା କରିବା ସହ ଆୟ ବହିର୍ଭୁତ – ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ୨ଟି ଠିକଣାରେ ଚଢ଼ାଉ କରୁଥିବା ନେକ ବହିଷ୍କାର ହେବ।ର ପକ୍ଷରୁ ସୂଚନା ମିଳିଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button