District

ଚୋରି ଟ୍ରାକ୍ଟର ଜଙ୍ଗଲ ରୁ ଉଧ।ର

ଚୋରି ଟ୍ରାକ୍ଟର ଜଙ୍ଗଲରୁ ଉଦ୍ଧାର

ପାପଡାହାଣ୍ଡି, ୯/୧୨

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ପଂଚାୟତ ସଦର ମହାକୁମାରେ ଗତ ଏକ ତା ତାରିଖ ଦିନ ଚୋରି ହୋଇଥିବା ଟ୍ରାକ୍ଟରକୁ ରବିବାର ହାତୀକାନ ।ନ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଚୋରି ହୋଇଥୂ ବା ଟ୍ରାକ୍ଟରଟି ଗ୍ରାମର ଖେମରାଜ ହରି ଜନଙ୍କର। ରାତିରେ ଘର ନିକଟରେ ଟ୍ରାକ୍ଟର ରଖ୍ ଥିଲେ କେହି ଦୁବୃତ୍ତ ଚୋରି କରି ନେଇ ଯାଇଥିଲେ। ସକାଳୁ ଏହା ଜାଣିବା ପରେ ପାପଡାହାଣ୍ଡି ପୋଲିସକୁ ଖବର ଦେଇଥିଲେ। ଚାରିଆଡେ ଖୋଜା ଖୋଜି ମଧ୍ଯ ଚଳାଇଥିଲେ। କେଉଁଆଡେ ସନ୍ଧାନ ନପାଇବାରୁ ପାଞ୍ଚ ତାରିଖ ଦିନ ପାପଡାହାଣ୍ଡି ଥାନାରେ ଏତଲା ଦେଇଥିଲେ। ଏ ନେଇ ପୋଲିସ କେସ ନମ୍ବର १४४/१४८ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ରବିବାର ବାର ହାତୀ କାନ ଜଙ୍ଗଲ ନିକଟ ନିକଟରେ ଗ୍ରକ୍ଟରଟି ରହିଥ‌ିବା ଲୋକେ ଦେଖୂ ପୋଲିସକୁ ଖବର ଦେଇଥିଲେ। ଲେ। ପୋଲିସକୁ ଖବର ଦେବା ପରେ ପୋଲିସ ପହଂଚି ଉଦ୍ଧାର ଦ୍ଧାର କରି ଖେମରାଜଙ୍କୁ ହସ୍ତାନ୍ତର କରିଥିଲେ। ତେବେ ଏପର୍ଯ୍ୟନ୍ତ ଦୁବୃତ୍ତଙ୍କ ସନ୍ଧାନ ମିଳି ନଥୁବାରୁ ଭୟ ଦେଖାଦେଇଛି। ଶୀଘ୍ର Tahaya Jenama ସେମାନଙ୍କୁ ଧରିବାକୁ ଦାବି ହୋଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button