ଟ୍ରାକ୍ଟର ରେ ନି ଆଁ ଲ।ଗି ଜଳିଗଲ। ଧ।ନ ଗଦ।
ଟ୍ରାକ୍ଟରରେ ନିଆଁ ଲାଗି ଜଳି ଗଲା ଧାନ ଗଦା
ନବରଙ୍ଗପୁର, ୮/୧୨: ରାଇଘର ବ୍ଲକ ଅନ୍ତର୍ଗତ ଧୂଙ୍ଗିୟାଡିହି ଗ୍ରାମ ତିନି ଚ।ଷୀ ଙ୍କ ଧାନ ଗଦା ସହ ଟ୍ରାକ୍ଟର ନିଅ ଲାଗି ଜଳି ଯାଇଛି ଟ୍ରାକ୍ଟର ଟି ଧାନ ଥ୍ରୋସର ଲଗେଇ ଧାନ ମିଣ୍ଡେଉଥିବା ସମୟରେ ଏହିଭଳି ଅଘଟଣ ଘଟିଛି ଅନୁମାନ କରାଯାଉଛି ସର୍ଟ ସର୍କିଟ ଯୋଗୁଁ ଏହି ଭଳି ଅଗ୍ନିକାଣ୍ଡ ଘଟିଛି ଏହି ଦୁର୍ଘଟଣା ଯୋଗୁଁ ଗ୍ରକ୍ଟର ଟି ସମ୍ପୂର୍ଣ ଜଳି ଯାଇଥିବା ବେଳେ ଚ।ଷୀ ଧାନ ଗାନ୍ଧି ରାମ ଗୋଣ୍ଡ, ବାବୁ ଦାସ ଗୋଣ୍ଡ, ରୋହିଦାଶ ଗୋଣ୍ଡ ତିନି ଭାଇ ଙ୍କ ପ୍ରାୟ

ନଅ ଏକର ର ଧାନ ଜଳି ପାଉଁଶ ହୋଇଯାଇଛି । ତିନି ଜଣ ଯାକ ଜଣେ ଜଣେ ଛୋଟ ଚ।ଷୀ ହୋଇଥିବା ଯୋଗୁଁ ଧାର କରଜ କରି ଚଷ କରିଥିଲେ। ଏହି ଘଟଣା ଯୋଗୁଁ ସର୍ବସ୍ବ ହରାଇଛନ୍ତି ପୋଡ଼ଶୀ ଛତିଶଗଡ ରାଜ୍ୟ ଫୁପୁଗାଁ ର ଇନ୍ଦ୍ରମଲ ବାଘେଲ ଙ୍କ ଟ୍ରାକ୍ଟର ଭଡା ରେ ଆଣି ଧାନ ମିଣ୍ଡାଉଥିଲେ। ତିନି ଋଷୀ ଖବର ପାଇ ରାଇଘର ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଏକ ଟିମ ଯାଇ ନିଅ କୁ ଆୟତ କରିଛନ୍ତି ବର୍ତମାନ ମଣ୍ଡି ସମୟ ଆସୁଛି
ହେଲେ ସେମାନଙ୍କ ପାଖରେ ଧାନ ନାହିଁ ସବୁ ନିଆଁ ରେ ଜଳିଗଲା, ମନରେ ଦୁଃଖ ରେ ରହିଛି ଯଦି ମଣ୍ଡିରେ ଧାନ ଦେଇ ଥାନ୍ତେ ତାହାହେଲେ ଟଙ୍କା ପାଇ ଘର ଚଳିଥାନ୍ତା ଲୋକଙ୍କ ଠାରୁ ଧାର ଅଆଣି ଚ।ଷ କରିଥିଲେ ତାହା ପରିଷଦ କରି ପରିଥାନ୍ତେ । ତିନି ଭାଇ ଗରିବ ଶ୍ରେଣୀ ର ଲୋକ ସରକାର ତାଙ୍କୁ କୌଣସି ପ୍ରକାର ସାହାଯ୍ୟ କରିଥିଲେ ତିନି ଭାଇ ଉପକୃତ ହୋଇ ପରି ଥାନ୍ତେ ବୋଲି ପ୍ରକାଶ କରିଛନ୍ତି ।