District

ଆମ୍ବୁଲାନ୍ସ ସୁରକ୍ଷିତ ନୁହେ

Ambulance ମଧ୍ୟ ସୁରକ୍ଷିତ ନୁହେଁ ଆଜି ମଧ୍ୟାହ୍ନ ରେ କୋରାପୁଟ ରୋଡ଼ କୋଟଲାଗୁଡା ନିକଟରେ ଏକଦମ୍ ରାସ୍ତା କଡ଼ରେ ଠିଆ ହୋଇଥିବା କାରକୂ ambulence ଧକ୍କା ଦେଇ କ୍ଷତିଗ୍ରସ୍ତ ହୋଇଛି ଏଥୂରେ ଗର୍ଭବତୀ ମହିଳା ଓ ଅନ୍ୟ ସଦସ୍ୟ ସୁରକ୍ଷିତ ଆଶ୍ଚର୍ଯ୍ୟ ର କଥା ଡ୍ରାଇଭର କହୁଛି ବିଶ୍ରାମ ନ ଥିବା ହେତୁ ତାର ଆଖ୍ ଲାଗିଯାଇଥିଲା ଅନ୍ୟ ପଟେ ଆଗ ଚକା ବାହାରି ଅନେକ ଦୂର କୁ ଛିଟିକି ପଡ଼ିଥ୍‌ଲା ତଥାପି ଡ୍ରାଇଭର 50ମିଟର ପର୍ଯ୍ୟନ୍ତ ଘୋଷାଡି ନେଈଥୁଲା ନିଆଁ ଲାଗି ଯିବା ର ସମ୍ଭାବନା ଥୁଲା ଏଥୁପ୍ରତି ପ୍ରସାଶନ ଦୃଷ୍ଟି ଦେବା ଉଚିତ୍ Rayagada,

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button