୩୮ ହଜ।ର ନକଲି ପ୍ଲଟ ଠ।ବ
୩୮ହଜାର ନକଲି ପ୍ଲଟ୍ ଠାବ
ଧରାଇଦେଲା ସାଟେଲାଇଟ୍ ସର୍ଭେ, ବାଦ୍ ପଡ଼ିଲେ ୭ ଏସ୍ଏଚ୍ଜି
ନବରଙ୍ଗପୁର,୬/୧୨: ଚାଷ ନ କରି ଧାନ ବିକ୍ରି ପାଇଁ କରିଥିଲେ ପଞ୍ଜିକରଣ ଯାହାକୁ ଧରିଛି ସାଟେଲାଇଟ ସର୍ଭେ ସର୍ଭେରେ ୩୮ ହନାର ପ୍ଲଟ ସନ୍ଦେହଘେରକୁ ଆସିବା ପରେ ଖୋଳତାଡ଼ ଆରମ୍ଭ କରିଛି ସମବାୟ ବିଭାଗ ଏଥି ସହିତ ଧାନ ଜଣାରେ ଅନିୟମିତତା ପାଇଁ ଯାଞ୍ଚ ପରେ ଖରିପ ମଣ୍ଡି ଧାନ କିଣା ପ୍ରକ୍ରିୟାରୁ ୭ ସଂୟ ସହାୟକ ଗୋଷ୍ଠୀକୁ ବାଦ ଦେଉଛି ଜିଲ୍ଲା ଯୋଗାଣ ବିଭାଗ

ଡିସେମ୍ବର ୧୭ରୁ ଆରମ୍ଭ ହେଉଛି ଖରିପ ମଞ୍ଜି ଜିଲ୍ଲାର ୯୫ ହଜାର ହେକ୍ଟର ନମିରେ ଧାନ ଚାଷ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୪ଲକ୍ଷ ଦ୍ବିଷ୍କାର ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ୨୦୨୪ରେ ଖରିଫ ମଣିରେ ୪୨୮୧୦ ଚାଷୀ ପଞ୍ଜୀକରଣ କରିଥିଲେ ଚଳିତ ବର୍ଷ ଚାଷୀଙ୍କ ସଂଖ୍ୟ ୫୦୯୧୯କୁ ବୃଦ୍ଧି ପାଇଛି। ୧୩ଟି ଲ୍ୟାମ୍ପସରେ ୨୨୨୨୧, ୪୪ଟି ଏସଏଚଜିରେ ୨୬୫୧୬ ଓ ଭଳି ପାଣି ପଞ୍ଚାୟତରେ ୨୧୮୨ ଚାଷୀ ପଞ୍ଜୀକରଣ କରିଛନ୍ତି ଲ୍ୟାମ୍ପସ ଅପେକ୍ଷା ଏସଏଚଜିରେ ଅଧିକ ଚାଷୀ ଧାନ ବିକ୍ରି
କରିବାକୁ ପଞ୍ଜୀକରଣ କରିଥିବାରୁ ଏ ନେଇ ଧାନ କିଣା ପ୍ରସ୍ତୁତି ବୈଠକରେ ପ୍ରଶ୍ନ ଉଠାଇଥିଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏସ୍ଏଚଜି ମାଧ୍ୟମରେ ମଣ୍ଡିରେ ଦଳ
ଓ ବେପାରୀ ଧାନ ବିକ୍ରି କରୁଥିବାରୁ ଯାଞ୍ଚ ଦାବି କରିଥିଲେ। ସାଂସଦଙ୍କ ସମେତ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ମନ୍ତ୍ରୀ ପ୍ରତିନିଧି ବାହୁ ଦାସଙ୍କ ଅଭିଯୋଗ ପରେ ସନ୍ଦେହ ଘେରରେ ଥିବା ଏସଏଚଜି ର ଯାଞ୍ଚ ସମ୍ପୃକ୍ତ
ଅଞ୍ଚଳର ବିଡିଓ ଓ ତହସିଲଦାରଙ୍କୁ କରିବାକୁ ଜିଲ୍ଲାପାଳ ଡ. ମହେଶ୍ଵର ସ୍ମାଇଁ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ପରେ ପାପାଚାହାଣ୍ଡି ବ୍ଲକର ୩ଟି, କୋଆଗୁମୁଡ଼ା, ନବରଙ୍ଗପୁର ଓ ଝରିଗାଁ
ବ୍ଲକର ଗୋଟିଏ ଲେଖାଁଏ ଏପରି ଭାବେ ୩ଟି ଏସଏଚଡି ଚିହ୍ନଟ ହୋଇଥିବା କହିଛଟି ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାଢି ବାଦ ପଡ଼ିଥିବା ଏସଏଚଜି ପାଳରେ କ୍ୟାମ୍ପସ୍ ଜରିଆରେ ଧାନ କିଣାଯିବ
ଏହା ପୂର୍ବରୁ ସାଟେଲାଇଟ ସର୍ଭେରେ ୩୭୯୯୮ ପ୍ଲଟ ସନ୍ଦେହ ଘେରକୁ ଆସିଛି! ସେଥି ମଧ୍ୟରୁ ୧୩ଟି ଲ୍ୟାମ୍ପସରେ ୧୫୧୩୬, ୪୪ଟି ଏସିଏଚନରେ ୨୧୨୧ ଓ ୨ଟି ପାଣି ପଞ୍ଚାଯତରେ ୧୬୪୬ ପୁଟ ରହିଛି। ଚନ୍ଦାହାଣ୍ଡି ବୁଢ଼ରେ ସର୍ବାଧିକ ୩୬୮ ମଦେହଜନକ ପୁଟ ରହିଛି। ନବରଙ୍ଗପୁର ଲ୍ୟାଣ୍ଟସରେ ୧୫୯୨, ନନ୍ଦାହାଣ୍ଡିରେ ୮୨୬, ତେତୁଳିଖୁଣ୍ଟିରେ ୫୫୪, ଅଞ୍ଚଳଗୁଜାରେ 199 ପାପଡ଼ାହାଣ୍ଡିରେ ९४०, ମୈଦଳପୁରରେ ୭୩୬, କୋଡିଙ୍ଗାରେ ୧୦୩୭, କୋଷାଗୁମତାରେ 969, ଡାବୁଗାଁରେ ୪୬୬, ଉମରକୋଟରେ ୧୫୬୭, ଝରିଗାଁରେ ୮୮୩ ଓ ରାଇଘର କ୍ୟାମ୍ପସରେ ୧୧୬୦ ଫୁଟର ସାଟେଲାଇଟ ସର୍ଭେ ହେବ ୨୦୨୪ରେ ୧୩୩୧୦ ପୁଟ ସନ୍ଦେହଜନକ ଥିବା ବେଳେ ୨୦୨୫ରେ ୩୭୯୯୮ ଏଭଳି ପ୍ଲଟ ରହିଛି ଏଯାଏଁ ୪ହଜାର ପ୍ଲଟର ସର୍ଭେ କଲେଣି। ମଣ୍ଡି ଆରମ୍ଭ ପୂର୍ବରୁ ପ୍ରକ୍ରିୟା ଶେଷ ହେବ ବୋଲି ଏଆରିସିଏମ ଶିବଶଙ୍କର କହିଲେ।