DistrictEntertainmentOdisha

ଲମତାପୁଟ ବ୍ଲକ ସ୍ତରୀୟ ପରବ 2025 ଉଦଘାଟନ ଉତ୍ସବ ପାଳିତ

ଲମତାପୁଟ ୦୨/୧୨: ଲମତାପୁଟ ବ୍ଲକ ସ୍ତରୀୟ ପରବ ମହା ସମାରୋହ ରେ ପାଳିତ ହୋଇଯାଇଛି ଏହି କାର୍ଯ୍ୟ କ୍ରମ ରେ ଗୋଷ୍ଟୀ ଉନୟନ ଅଧିକାରୀ ଶ୍ରୀ ଜୟନ୍ତ ମେହେର କୋରାପୁଟ ବିଧାୟକ ପ୍ରତିନିଧି ଶ୍ରୀ ସୁମନ୍ତ କୁମାର ପ୍ରଧାନ ବିଜେଡି ସଭାପତି ସୁନାଧାର ଆଦାରୀ ଜ଼ିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ପାଙ୍ଗି ପୂର୍ବତନ ବ୍ଲକ ଅଧକ୍ଷ ସୋମନାଥ ମୁଦୁଲି ସାଂସଦ ପ୍ରତିନିଧି ରାମ ପାଙ୍ଗି ବ୍ଲକ ଅଧକ୍ଷ ଶ୍ରୀ ତାପସ କୁମାର ଚାଲ୍ଲାନ କେସିସି ସଭାପତି ଶ୍ରୀ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଓ ଲମତାପୁଟ ବ୍ଲକ ର ପନ୍ଦର ଗୋଟି ଗ୍ରାମ ପଂଚାୟତସରପଞ୍ଚ ସମିତି ସଭ୍ୟ ଯୋଗ ଦାନ ଦେଇ ଏକ ପାରମ୍ପରିକ ଶୈଳୀ ରେ ଆଦିବାସୀ ନୃତ୍ୟ ସଂଗୀତ ପରିବେଷଣ କାରି ବ୍ଲକ ଅଫିସ କାଯ୍ୟଳୟ ଠାରୁ ପି ଏଚଡ଼ି ପଡିଆ ଠାରେ ପହଂଚି ଥିଲା!

ଏହା ବ୍ୟତୀତ ଲମତାପୁଟ ବିଭିନ୍ନ ଅନୁଷ୍ଠାନ ତରଫରୁ ଷ୍ଟାଲ ଗୁଡିକ ଖୋଲା ଯାଇଥିଲା ଉପସ୍ଥିତ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଷ୍ଟାଲ ଗୁଡିକ ବୁlଲି ଦେଖିଥିଲେ ଓi ଉଚ ପ୍ରଶଂସା କରିଥିଲେ!ପରବ ମାଧ୍ୟ୍ୟମରେ ଲୁକାୟିତ ପ୍ରତିଭା ଗୁଡିକୁ ଲୋକଲୋଚନ କୁ ଆଣିବା ପରବ ମୂଳ ଲକ୍ଷ୍ୟ ବୋଲି କୁହାଯାଏ ଏହି ପରବ ମଞ୍ଚ କୁ ସମିତି ସଭ୍ୟ ଶ୍ରୀ ଜଗନ୍ନାଥ ହ୍ୱନ୍ତାଳ ପରିଚାଳନା କରିଥିଲେ ଏହା ବ୍ୟତୀତ ବ୍ଲକ କର୍ମଚାରୀ ଆଶା ଅଙ୍ଗନାୱାଡି କର୍ମି ଓ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତା ମାନେ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button