District

କ।ମ କରି ଟଙ୍କା ପ।ଇଲେନି ଠିକାଦାର

କାମ କରି ଟଙ୍କା ପାଇଲେନି ଠିକାଦାର

ସ୍ଥାୟୀ ଲୋକ ଅଦାଲତର ଦ୍ଵାରସ୍ଥ

ଅଦାଲତରେ ବୋରିଗୁମ୍ମା, ବୋରିଗୁମ୍ମା ସହର ନିକଟରେ ଜୁରାସିକ ପାର୍କରେ ବୋରିଗୁମ୍ମା ସହରର ମାନସ ରଥ ନାମକ ଜଣେ ଯୁବ ଠିକାଦାର କାମ କରି ଟଙ୍କା ପାଇ ନଥୁବା ନେଇ ଜୟପୁର ସ୍ଥିତ ସ୍ଥାୟୀ ଲୋକ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଯୁବ ଠିକାଦାର ମାନସ ରଥ ବରିଷ୍ଠ ଆଇନଜୀବୀ ଲାଲୁ ଷଡଙ୍ଗୀଙ୍କ ଜରିଆରେ ଜୟପୁର ସ୍ଥିତ ସ୍ଥାୟୀ ଲୋକ ଲିଖିତ ଭାବେ ବେ ଆବେଦନ କରିଛନ୍ତି । ଯୁବ ଠିକାଦାର ତାଙ୍କ ଆବେଦନ ରେ ଦର୍ଶାଇଛନ୍ତି ଯେ ବୋରିଗୁମ୍ମା ଭୈରବ ଡିଗ୍ରୀ ମହାବିଦ୍ୟାଳୟ ସାମ୍ନାରେ ବ୍ଳକ ପ୍ରଶାସନ ପକ୍ଷରୁ ଜୁରାସିକ ପାର୍କ ନିର୍ମାଣ କରାଯାଇଛି କରା ସେହି ଜୁରାସିକ ପାର୍କ ରେ ଗତ ୨୦୨୨ ମସିହା ଡିସେମ୍ବର ମାସରେ ସେ ଏକ ଗୃହ ଗୃହ ନିର୍ମାଣ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ବ୍ଳକ ପ୍ରଶାସନ ପକ୍ଷରୁ ଘର ନିର୍ମାଣ ବିଲ ବାବଦକୁ ଟଙ୍କା ଟିଏ ପାଇଲେ ନାହିଁ । ସମୁଦ୍ର ପତନ ଠାରୁ ଉଚ୍ଚରେ ରେ ଥିବା ଉକ୍ତ ପ୍ରକଳ୍ପରେ ବହୁ କଷ୍ଟରେ ଘର ଟିଏ ନିର୍ମାଣ କଲେ । ସେହି ସମୟରେ ରେ ବ୍ଲକ ପ୍ରଶାସନ ପକ୍ଷରୁ କନିଷ୍ଠ ଯନ୍ତ୍ରୀ ପ୍ରୀତିମୟୀ ପାଣିଗ୍ରାହୀ ଜୁରାସିକ ପାର୍କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ପ୍ରୀତିମୟୀ ପାଣିଗ୍ରାହୀ ଯୁବ ଠିକାଦାରଙ୍କୁ ଜୁରାସିକ ପାର୍କର ସୌନ୍ଦର୍ଯ୍ୟ କରଣ, ପାଇଖାନା ନିର୍ମାଣ ଓ ସ୍ଵଚ୍ଛତା କାମ କରିବା ପାଇଁ କହିଥିଲେ I ତେବେ ବ୍ଲକ ପ୍ରଶାସନ ର ମନୋମୁଖୀ ଯୋଗୁଁ ଠିକାଦାର ଟଙ୍କା ପାଇଁ ନ ଥୁବା ଅଭିଯୋଗ କରିଛନ୍ତି। ଜାଣିଶୁଣି କନିଷ୍ଠ ଯନ୍ତ୍ରୀ ପ୍ରୀତିମୟୀ ପାଣିଗ୍ରାହୀ ଅନ୍ୟ ତିନି ଜଣ ସେମାନେ ହେଲେ ତତ୍କାଳୀନ ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା, ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ଓ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ବଡ଼ ଠିକାଦାର ଶଙ୍କର ମହାନ୍ତି ମୋର ବିଲ କରାଇଦେଇ ନାହାନ୍ତି। ପରେ ମାନସ ରଥ ବାରମ୍ବାର ବ୍ଳକ ପ୍ରଶାସନକୁ ଗୁହାରୀ କଲେ, କିନ୍ତୁ ଫଳ ଶୁନା ପରେ ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଜନଶୁଣାଣୀରେ ଅଭିଯୋଗ କଲେ। ତଥାପି କୌଣସି ଫଳ ମିଳିଲା ନାହିଁଛଜୁରାସିକ ପାର୍କ ରେ ଗୃହ ନିର୍ମାଣ ସାଙ୍ଗ କୁ ଅନ୍ୟାନ୍ୟ କାମ ସାରିବାର ଦୀର୍ଘ ତିନି ବର୍ଷ ବିତିଲାଣି। କିନ୍ତୁ ଏହି ଚାରି ଜଣଙ୍କ ଯୋଗୁଁ ଠିକାଦାର ମାନସ ରଥ ଟଙ୍କା ଟିଏ ପାଇଲେ ନାହିଁ ଶେଷରେ ଯୁବ ଠିକାଦାର ଆଇନର ଦ୍ୱାରସ୍ଥ ହୋଇଛନ୍ତି ବରିଷ୍ଠ ଆଇନଜୀବୀ ଲାଲୁ ଷଡ଼ଙ୍ଗୀଙ୍କ ଜରିଆରେ ଏହି ନାଲି ଜଣଙ୍କ ବିରୋଧରେ ଜୟପୁର ସ୍ଥାୟୀ ଲୋକ ଅଦାଲତରେ ଆ ଆବେଦନ ଗ୍ରହଣ କରି କେସ ନମ୍ବର –୫୫ / ୨୦୨୫ ରୁଜୁ କରାଯାଇ ଉକ୍ତ ଚାରି ଜଣଙ୍କୁ ନଭେମ୍ବର ୨୮ ତାରିଖ ପୂର୍ବାର‌ ୧୧ ଟାରେରେ ଡକ୍ୟୁମେଣ୍ଟ ସହ ନିଜ ନିଜ

ପତ୍ର ପ୍ରଦାନ କରିଛନ୍ତି । ଲୋକ ଅଦାଲତ ମାନସ ରଥଙ୍କ ଆବେଦନ ପତ୍ରକୁ

ପକ୍ଷ ରଖିବା ପାଇଁ ନୋଟିସ ଜାରୀ କରିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button