District

ଗଞ୍ଜେଇ ଗଛ ପେ।ଡି ନଷ୍ଟ କର।ଯ।ଇଛି

୪୪ ଏକର ଜମିରୁ ୫୨୮୦୦ ଗଞ୍ଜେଇ ଗଛ ନଷ୍ଟ

ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରାଯାଉଛି।

ନନ୍ଦପୁର /ପାଡ଼ୁଆ, ୧୨/୧୧

କୁ ଅବକାରୀ, ପୋଲିସ, ରାଜସ୍ୱ ଓ ଜଙ୍ଗଲ ସ୍ତ ବିଭାଗର ମିଳିତ ଟିମ୍ କୋରାପୁଟ ଜିଲ୍ଲାର ଓ ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ ଲାମ୍ପି ୬ ଓ ଗନ୍ଦୀଶିକାରୀପୁଟ ଜଙ୍ଗଲରୁ ଅପରେଶନ -1 ଗ୍ରୀନ୍ କ୍ଲିନ୍ ମଙ୍ଗଳବାର ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ୨ ଗ୍ରାମ ପାର୍ଶ୍ଵ ୪୪ ଏକର ସ୍ତ ଜଙ୍ଗଲ ଓ ରାଜସ୍ବ ଜମିରେ ବେଆଇନ କ ଭାବେ କରାଯାଇଥିବା ୫୨୮୦୦ 2 ଗଞ୍ଜେଇ ଗଛକୁ କାଟିବା ସହ ପୋଡ଼ି ନଷ୍ଟ କରାଯାଇଥିବା ଅବକାରୀ ନିରୀକ୍ଷକ 2 ଅନ୍ନପୂର୍ଣ୍ଣା ରଥ ଓ ପାଡୁଆ ଥାନାଧିକାରୀ ମ ଅଶୋକ ବିଶୋଇ ସୂଚନା ଦେଇଛନ୍ତି। ଟିମ୍‌ରେ ନନ୍ଦପୁର ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ମାଧବ ପାଙ୍ଗୀ, ଅବକାରୀ । ଓଆଇସି ଅଭୟ ନାୟକ, ପାଡୁଆ

ଲାଖୀ, ଗନ୍ଦିଶିକାରୀପୁଟ ଜଙ୍ଗଲରୁ ଅପରେଶନ ଗ୍ରୀନ୍ କ୍ଲିନ୍ ଆରୟ

ବନପାଳକ ଟିମ୍, ଆଇଆର୍‌ବିଏନ୍ ଯବାନ ଓ ଅବକାରୀ ବିଭାଗର ଫ୍ଲାଇଂ ସ୍ପାଡ୍ ସାମିଲ ହୋଇଥିଲେ। ନନ୍ଦପୁର ଅବକାରୀ ଥାନାରେ ନଂ. ୧୬୦/୨୫-୨୬ରେ ମାମଲା ରୁଜୁ କରାଯାଇଛି। ଓଆଇସି ନାୟକ ଏହାର ତଦନ୍ତ କରୁଛନ୍ତି। ପାଡୁଆ ଥାନାରେ ନଂ ୧୨୫/୨୫ରେ ମାମଲା ରୁଜୁକରି ଇନ୍ସପେକ୍ଟର ଟୁନା ଶବରଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି।

ଅତିଶୀଘ୍ର ବେଆଇନ ଭାବେ ଗଞ୍ଜେଇ ଚାଷୀଙ୍କୁ ଚିହ୍ନଟ କରାଯିବ। ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ ବ୍ୟାପକ ହେବ ବୋଲି ସୂଚନା ରହିଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button