ଆଧିବ।ସୀ ଙ୍କ ରୋଜଗାରର ସ।ଧନ ସିଆଡି ପତ୍ର
ଆଦିବାସୀଙ୍କ ରୋଜଗାରର ସାଧନ ସିଆଡ଼ି ପତ୍ର
ନନ୍ଦପୁର, ୫/୧୧
କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ପାହାଡ଼, ଜଙ୍ଗଲର ସିଆଡ଼ି ଗଛ ଓ କତା ସ୍ଥାନୀୟ ଅଧୁବାସୀଙ୍କ ଦିନନ୍ଦର୍ଯ୍ୟର ସାଧନ ହୋଇ ପ୍ରତି ଘରେ କୁଟୀର ଉଦ୍ୟୋସ ପ୍ରତିଷ୍ଠାର ମାସମ ସହି ଜୀବିକା ଯୋଗାଉଛି! ପୋଜୁଚାଷ, ଜଙ୍ଗଲରେ ନିଆଁ ଓ ଜଙ୍ଗଲ ନଷ୍ଟ ଯୋଗୁ ଜଙ୍ଗଳରୁ ସିଆଡ଼ି ଗଛ ସଂଖ୍ୟା କମିବାରେ ଲାଗିଛି। ଆଧୁନିକତାର ଛାପ ସିଆଡ଼ି ପତ୍ର, ଲତାରୁ ପ୍ରସ୍ତୁତ ବ୍ୟବହାରିକ ସାମଗ୍ରୀର ବିକଳ୍ପ ଭାବେ ବାହାରି ପ୍ରଶ୍ନଟିର ଏହି ସାଧନକୁ ଧୀରେ ଧୀରେ ଲୋପ କରିବାକୁ ଯାଇଥିବା ବୁଦ୍ଧିଜୀବୀ କରିଛନ୍ତି। ପରିବେଶ ଅନୁକୂଳ ପିଆଳି ଗଛର ପତ୍ର, କାଳ ଉପଯୋଗୀ। ମହୁନାଷ ପାଇଁ ଫୁଲ ଓ ପୁଷ୍ଟିର୍ରେ ଭରପୂର ଥିବା ଫଳର ଚାହିଦା ରହିଛି। ଏହାର ସୁରକ୍ଷା ଓ ବ୍ୟବହାର ପାଇଁ ସଚେତନତା, ଜଙ୍ଗଲ ଓ ରାଜ୍ୟ ଜମିଲେ ସିଆଡ଼ି ସହତ ଅଧିକ ଗୋପଣକରି ମହିଳା ଗୋଷ୍ଠୀଙ୍କ ଜାରିକା ଅର୍ଜନର ସାଧକ ଭାବେ ପ୍ରସ୍ତୁତ କରିବାକୁ ସଦ୍ୟମ ଓ ଉପଯୁକ୍ତ ବଜାର ସୃଷ୍ଟିକରିବାକୁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ,
ସିଆଡି ପତ୍ରରେ ଝଳି ଓ ଚନା ପ୍ରସ୍ତୁତ କରୁଛନ୍ତି ମହିଳା।
ଜିଲ୍ଲା ପ୍ରଶାସନର ଓରମ।ସ, ବିତିସିସି, ଆଇଟିଡିଏ, ମିଶନ ଶକ୍ତି ଆଦି ବିଭାଗ ସୃଷ୍ଟିଦେବାକୁ ମତପ୍ରକାଶ କରିଛନ୍ତି। ସିଲାଗ ପ୍ରତି ଜଙ୍ଗଳରେ ଉପକଳ୍ପ ତିଆଡ଼ି ଉଛ ସ୍ଥାନୀୟ ମହିକାଙ୍କ ଜୀବିକା ଅର୍ଜନରେ ସହାୟକ ହୁଏ । ମହିଳାମାନେ ଜଙ୍ଗମରୁ ସିଆଡ଼ି ପତ୍ର ସଂଗ୍ରହକରି ପତ୍ରରୁ ଖଲି, ଦନା, ବର୍ଷାତି ବା ଛାତୋଡ଼ି
ପ୍ରସ୍ତୁତକରି ଘରେ ବ୍ୟବହାର କରିବା ସହ ବାହାରେ ବିଜ୍ରକରି ରୋଜଗାର କରିଆଛି! ବର୍ଷକ ୧୨ ମାସ ତିଆଡ଼ି ଗଛରେ ଫୁଟୁଥିବା ଫୁଲ ମହୁଚାଷ ପାଇଁ ଉପାଦେୟ ଭାବେ । ଫଳରୁ ମଞ୍ଜି କାଢ଼ି ନିଜେ ପୋଡ଼ି ଖାଇବା ସହ ହାଟ ବଜାରରେ ବିକ୍ରି ନରନ୍ତି। ପୁରୁଷମାନେ ବିଶେଷକରି ସିଆଡ଼ି ଇଡାକୁ ସଂଗ୍ରହକରି ଲତାରୁ ଦଳତି ପ୍ରସ୍ତୁତ
ଉପଯୁକ୍ତ ବଜାର ସୃଷ୍ଟିକରିନ୍ଧାକୁ ନିବେଦନ
କରନ୍ତି! ଏହା ବହୁ ଟାଣ ହୋଇଥାଏ। କରଡ଼ିଆ ଏଟ ପ୍ରସ୍ତୁତକରି ନିଜେ ବ୍ୟବହାର କରିବା ସହ ବାହାରେ ବିକ୍ରମ କରୁଛି I ବର୍ତ୍ତମାନ ଧୀରେ ଧୀରେ ଏହି ଜଙ୍ଗଲରୁ ଉରାନହେବାକୁ ବରିଲାଣି ପୋଡୁଚାଷ, ଜଙ୍ଗଲରେ ନିଆଁ, ଜଙ୍ଗଲ ନଷ୍ଟ ଯୋଗୁ ଜଙ୍ଗଲରୁ ସିଆଳି ଗଛ . ଲତା କମୁଥନା ବେଳେ ଓ ଆଧୁନିକତାର ସ୍ଥାପ ଖଲି, ବନା, ବର୍ଷାତି, ଦରଡ଼ିଆ ଖଟ ଆଦି ପରିବେଶ ଅନୁକୂଳ ସାମଗ୍ରୀଗୁଡ଼ିକର ବ୍ୟବହାର ନମେଇବାରେ ଲାଗିଛି ପ୍ରକୃତିର ଏହି ଦିନକୁ ଉତ୍ପକିସ୍ଥଳରେ ରକ୍ଷଣାବେକ୍ଷଣ କରିବା ସଳ ମହିଳା ଗୋଷ୍ଠୀମାନଙ୍କ ପାଇଁ କୁଟୀର ଉଦ୍ୟୋଗ ସଦୃଶ କ୍ଷେତ୍ର ପ୍ରସ୍ତୁତକରି ଏହାର ବହୁଳ ଉତ୍ପାଦନ ଓ ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଓ ଜିଲା ପ୍ରଶାସନର ଓରମାସ, ନିତିସିସି, ମିଶନ
ଶକ୍ତି, ଓଏଏମ୍ ଭଳି ସଂସ୍ଥା ଆରେଗ ଆସିବାକୁ ଅନୁରୋଧ କରିଛନ୍ତି।
ବନ ବିଭାଗ ପକ୍ଷରୁ ବାଲଡ଼ା ବନାଞ୍ଚଳ ଅଧୁକାରୀ ବାଦକ କୁମାର ମହାନ୍ତି, ନନ୍ଦପୂର ବନପାଳ ଗୋପୀନାଥ ପଙ୍ଗୀ ବର୍ତ୍ତମାନ ଜଙ୍ଗଳରୁ ସିଆଡ଼ି ଗଛ ସଂଖ୍ୟା ହ୍ରାସବୁ ଶ୍ରୀହାର କରିବା ସହ ଏହା ଆଦିବାସୀଙ୍କ ଜୀବନ ଜୀବିକା ସହ ଅଞ୍ଚଳର ପରିବେଶକୁ ପ୍ରଭାବିତ କରୁଥିବା କରିଛନ୍ତି । ଏକର ପିଛା ୧୦୦୦ ରୁ ୧୧୦୦ ତିଆଡ଼ି ଗଛ ରୋପଣ କରାଯାଇପାରିବ। ଅଳ୍ପ ପାଇଁ ଓ ଅଳ୍ପ ସରରେ ଗଛ ପିଛା କାର୍ଷିକ ଅତିସମ୍ବରେ ୪ଥର ୧୦ରୁ ୧୫ କିଲୋ ପତ୍ର ଅମଳ ହୋଇପାରିବ ବୋଲି ସେ କହିଛନ୍ତି। କେତେଜଣ ବୁଦ୍ଧିବାସୀ କୋରାପୁନ ଆଞ୍ଚଳର ପାଣିପାଇ ସିଆଳି ଗଛକୁ ସୁହାଉଥଣ୍ଡାରୁ ଉପକୂଳ ଅଞ୍ଚଳର ପାନବରଜ ଭଳି ଏହାକୁ ମହିଳା ଗୋଷ୍ଠୀଙ୍କ ଦ୍ବାରା ଅଳ୍ପ ଅଳ୍ପ ରାଜ ଜମିରେ କ୍ଷେତ୍ରପ୍ରସ୍ତୁତକଲି ଅମଳକରିବା ସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ନିମନ୍ତେ କ୍ଷୁଦ୍ର ଉଦ୍ୟୋସ ଦୋଳ ପ୍ରତିଷ୍ଠାକଲେ ମହିନ୍ଦାମାନେ ବିଶେଷ ଉପକୃତ ହେଳେ ବୋଲି ମତ ପ୍ରକାଶ କରିଛନ୍ତି।