ଶୋଚନୀୟ ରାସ୍ତା ଓ ବର୍ଜ୍ୟବସ୍ତୁ ଦେଓମାଳିର ଚିନ୍ତ।
ଶୋଚନୀୟ ରାସ୍ତା ଓ ବର୍ଜ୍ୟବସ୍ତୁ ଦେଓମାଳିର ଚିନ୍ତା
କୋରାପୁଟ, ତା ୨୪ ।୧୦
ପର୍ଯ୍ୟଟନ ଋତୁ ଆରମ୍ଭରୁ କୋରାପୁଟ ଜିଲ୍ଲାରେ ଦେଖାଦେଇଛି ଅବ୍ୟବସ୍ଥା । ବିଶ୍ବପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନସ୍ଥଳୀରେ ଲାଗି ରହିଛି ବ୍ୟାପକ ସମସ୍ୟା । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ପ୍ରଶ୍ନ କରୁଥିବାବେଳେ ବର୍ଜ୍ୟବସ୍ତୁ ଯୋଗୁ ପରିବେଶ ପ୍ରତି ବିପଦ ସୃଷ୍ଟି ହୋଇଛି । ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ ଟିକିଏ ଅନ୍ୟମନସ୍ତ ହେଲେ ଦୁର୍ଘଟଣା ଘଟିବା ସାର।
ଅକ୍ଟୋବର ଶେଷ ସପ୍ତାହରୁ କୋରାପୁଟ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସମାଗମ ଆରମ୍ଭ ହେଲାଣି। ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସିବା ଆରମ୍ଭ ହୋଇଗଲାଣି । ଜିଲ୍ଲାର
ଫଳକରେ ସୀମିତ ପ୍ଲାଷ୍ଟିକମୁକ୍ତ ଦେଓମାଳି ଯୋଜନା
ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଦେଓମାଳୀ ସବୁଠୁ ଖ୍ୟାତ । କିନ୍ତୁ ପ୍ରଶାସନର ପ୍ରସ୍ତୁତି ଅଭାବରୁ ଚଳିତ ବର୍ଷ ପର୍ଯ୍ୟଟକ ସଂଖ୍ୟା ହ୍ରାସ ପାଇବାର ଆଶଙ୍କା ସୃଷ୍ଟି କରିଛି।
ମରଣଯନ୍ତା ସଦୃଶ। ଦେଓମାଳିର
ଦାରିତ୍ଵ ସ୍ଥାନୀୟ ସ୍ବୟଂ ସହାଯକ ଗୋଷ୍ଠୀକୁ ପ୍ରଦାନ କରାଯାଇଛି। ଏଠାକୁ ଆସୁଥିବା ଛୋଟ ବଡ଼ ଗାଡ଼ିଠାରୁ ଟଙ୍କା ମଧ୍ୟ ଆଦାୟ କରାଯାଉଛି।
ଦେଓମାଳିର ରକ୍ଷଣାବେକ୍ଷଣ ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଯେଭଳି ପୂର୍ଣ୍ଣ ନହୁଏ ସେଥିପ୍ରତି ଦୃଷ୍ଟି ରଖୁବା ଏମାନଙ୍କ ଦାୟିତ୍ଵ । ଏହି ତଦାରଖରେ ବ୍ଲକ ଅଧିକାରୀ ଅଛନ୍ତି । କିନ୍ତୁ ଦେଓମାଳିରେ ସୁଆଡ଼େ ଦେଖୁବେ ମଦ ବୋତଲ ଗଡୁଛି। ରାସ୍ତା କଡ଼ଠାରୁ ଚଷ୍ଟଳିନ୍ ପର୍ଯ୍ୟନ୍ତ ମଦ ବୋଡଳ
ଦେଓମାଳି ଯିବାକୁ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଦେଓମାଳି ପହଞ୍ଚିବା ପରେ ମଧ୍ୟ ସ୍ଥିତି ସମାନ। ପାଖାପାଖୂ ୧୦ କିଲୋମିଟର ରାସ୍ତା