ଆନ୍ତ ଜିଲ୍ଲା .୧୬ ବର୍ଷ କମ କ୍ରିକେଟ ଖୌଳ।ଳିଙ୍କ କଟକ ଗସ୍ତ
ଆନ୍ତ ଜିଲ୍ଲା ୧୬ ବର୍ଷରୁ କମ କ୍ରିକେଟ ଖେଳାଳିଙ୍କ କଟକ ଗସ୍ତ
ନବରଙ୍ଗପୁର,୨୩/୧୦ ରାଜ୍ୟ କ୍ରିକେଟ୍ ସଂଘ ଆନୁକୁଲ୍ୟରେ ଆସନ୍ତା ୨୪ ତାରିଖରୁ କଟକ ଠାରେ ଆନ୍ତଃ ଜିଲ୍ଲା ୫୦ ଓଭର୍ କ୍ରିକେଟ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏଥି ନିମନ୍ତେ ନବରଙ୍ଗପୁର ଜିଲ୍ଲା ଦଳ ଚୟନ କରାଯାଇଛି। ଜିଲ୍ଲା କ୍ରିକେଟ କଟ ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏକ ୧୫ ଜଣିଆ ଖେଳାଳୀ ଘୋଷଣା କରିଛନ୍ତି। ଏଥିରେ ଦେବେନ୍ଦ୍ର କୁମାର ରାଉତ ଅଧୂନାୟକ ଭାବେ ଚୟନ ହୋଇଥିବା ବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସାହିଲ ହରିଜନ, ସାହିଲ୍ କୁଜୁର, ଏସ. କେ. ମହମ୍ମଦ, ରଘୁବିର ପଟ୍ଟନାୟକ, ବାପନ୍ ହୀରା, ସ୍ବାଧୀନ ପଟ୍ଟନାୟକ, ଆଶୁତୋଷ ଗନ୍ତାୟତ,
ସଂନ୍ଦେଶ କୁମାର ସିଂ, ଅଂଶୁମା ସ୍ଵରୂପ ପା ପାତ୍ର, ସିଦ୍ଧାର୍ଥ ପଟ୍ଟନା ଭାବେ ଏବ ଏବଂ ମ୍ୟାନେଜର ଢ ବିନିତ ତ ଶର୍ମା, ସିଦ୍ଧି ମାନ ପଟ୍ଟନାୟକ, ଚନ୍ଦନ ଗଣ୍ଡ, ନାୟକ ପ୍ରମୁଖ ଚୟନ ହୋଇଛନ୍ତି । ସୁବ୍ରତ ଗଣ୍ଡ କୋଚ୍ ର ଭାବରେ ଶଶାଙ୍କ ଶେଖର ବେହେରା ହରା ଦାୟିତ୍ବ ତୁଲାଇବେ ବୋଲି କ୍ରୀଡା ସଂଘର ସହ ସହ ସମ୍ପାଦକ ମନୋଜ କୁମାର ମାର ପଟ୍ଟନାୟ ନାୟକ ସୂଚନା ଦେଇଛନ୍ତି। ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ଏମ. ବାଲାକ୍ରୀଷ୍ଣା ରାଓ, ଓ, କ୍ରୀଡା ସଂଘର କ୍ରିକେଟ ସମ୍ପାଦକ ଅଶୋକ ନାୟକ ସମେତ ସଂଘର ଅନ୍ୟ ସମସ୍ତ ସଦସ୍ଯ ଶୁବେଛା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲା ଦଳ ଅକ୍ଟୋବ ୨୪ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର, କିଟ୍ ବିଶ୍ଵବିଦ୍ୟାଳୟ, ନୟାଗଡ଼, ମୟୂରଭଞ୍ଜ ଏବଂ ପୁରୀ ସହ ଲିଗ୍ ମ୍ୟାଚ୍ ଖେଳିବେ। ଜିଲ୍ଲାର ପ୍ରାକ୍ତନ ବରିଷ୍ଠ ଶଭକାମନା ଜଣାଇଛନ୍ତି ।