ଜବରଦଖଲ ହଟୁନି, ବିକ।ଶ ଆଗକୁ ବଡୁନି
ଜବରଦଖଲ ହଟୁନି ବିକାଶ ଆଗକୁ ବଢୁନି
ହିର୍ଲି ପର୍ଯ୍ୟଟନୀସ୍ଥଳୀ ଅବହେଳିତ
ନବରଙ୍ଗପୁର, ୨୩/୧୦ ପ୍ରାକୃତିକ ପରିବେଶରେ ପରିପୂର୍ଣ
ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲା ଏବେ ଜବରଦଖର ଜିଲ୍ଲା ଭାବେ ରାଜ୍ୟ ତଥା ଜାତୀୟ ମାନଚିତ୍ରରେ ନିଜର ସ୍ଥିତି କାନ୍ଦିର କରିଛି । ସରକାରୀ ରାଜସ୍ବ ଜମିଠାରୁ ସଂରକ୍ଷିତ ଜଙ୍ଗଲ ଆଉ ରାଜ୍ୟ ତଥା ଜାତୀୟ ରାଜପଥ ଠାରୁ ପର୍ଯ୍ୟଟନ ସ୍ଥଳୀ ସବୁଠି ଜବରଦଖଲ କବଳରେ ସରକାରୀ ଜମି। ପ୍ରଶାସନ ପକ୍ଷରୁ ସନୟନ କାମରେ ଯେତିକି ମନ୍ଥର ଗତି ଜବରଦଖଲ ଉଚ୍ଛେଦରେ ସେତିକି ହତାଶ ପରିସ୍ଥିତି ଉପୁଜିଛି ।ଉପାନ୍ତ ଗ୍ରାମାଞ୍ଚଳ ତ ଦୂରର କଥା ଖୋଡ ପ୍ରଶାସନ ଛାତି ଉପରେ ରହିଥିବା ହିରି ପର୍ଯ୍ୟଟନ ସ୍ଥଳୀ ଏବେ ରାଜ୍ୟ ତଥା ରାଜ୍ୟ ବାହାର ଜବରଦଖଲକାରୀଙ୍କ କବଳରେ ରହିଛି। କୋଟି କୋଟି ଅନୁଦାନ ବିନିଯୋଗ ପରେ ମଧ୍ୟରେ ଆକର୍ଷଣ ହରାଇ ଶ୍ରୀହୀନ ଅବସ୍ଥାରେ
ପଡ଼ିରହିଛି ପର୍ଯ୍ୟଟନସ୍ଥଳୀ
ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଉପକଣ୍ଠ କିଛି ମୌଳାରେ ରହିଛି ୫୦,୧୫ ଏକର ପରିମିତ ପର୍ବତ । ଏହି ପର୍ବତ ଜମିରୁ ପ୍ରଶାସନ ୭ ୪୦ ଏକର ଜମି ପର୍ବଚିରୁ ଘରକାରି ନିସମକୁ ପରିବର୍ତ୍ତନ କରିବା ପରେ କିଛି ଭୂମିହୀନ ପରିବାରଙ୍କ ସମେତ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ବାସଭବନ ନିର୍ମାଣ ନିମନ୍ତେ ପ୍ରଦାନ କରିଛି । ତେବେ ବିଡମ୍ବନାର ବିଷୟ ଏହାର ସୁଯୋଗରେ ବହୁ ଜବରଦଖଳାକାରୀ ସ୍ଥାନୀୟ ନେତା ଓ ଜନ ପ୍ରତିନିଧିଙ୍କୁ କାତବାରିସୀ କରି ଏକର ଏକର ସରକାରୀ ଜମି ଦଖଲ କରିବା ସହ ଦୁଇ ମହଲା ପ୍ରାସାଦ ନିର୍ମାଣ କରି ଉଡ଼ାସୂତ୍ରରେ ଅଥବା ବାସସ୍ଥାନ ଭାବେ ବ୍ୟବହାର କରୁଛନ୍ତି। ଅନ୍ୟପଟେ ବିପରିତ ପାର୍ଶ୍ଵରେ ରହିଥିବା କିଛି ଗରୀବ ଶ୍ରେଣୀର ପରିବାର ପ୍ରଶାସନ ନାଳିଆ
ପାଇଁ ପକ୍କା ଘର ନିର୍ମାଣ କରିନପାରି ପଲିଥୁନ ଓଡ଼ିଆରେ ଦୂର୍ଦିସହ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ ହୃଦୟ ବଡବଡିଆଙ୍କ ପାଇଁ କୋମନ ଆଉ ଗରାନଙ୍କ ବେଳକୁ କଠୋର ହେଉଥିବା ପରିଲଶିତ ହେଉଛି । ସେହିଭଳି ପର୍ଯ୍ୟଟନ ସ୍ଥଳୀ ବିକାଶ ନାମରେ ପର୍ଯ୍ୟାୟକ୍ରମେ ୩
ଦେଇଛନ୍ତି।
ସେହିଭଳି ଗଡ ଅଗଷ୍ଟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଜିଲ୍ଲା ରକ୍ତରେ ପହଞ୍ଚି ସମୀକ୍ଷା ବୈଠକରେ ନିର୍ଲି ବିକାଶ ଉପରେ ଆଲୋଚନା କରିଛନ୍ତି । ପ୍ରଶାସନ ଦ୍ବାରା ଦ୍ବାରା ସଠିତ ହିଲି ପର୍ବତ ଇନ୍ତଗଳ କମିଟି ପକ୍ଷରୁ ୧ ହଜାର କୃଷ୍ଣଚୁଡା ଓ ରାଧାତୁଡା଼ ଗଛ ଲଗାଇବା ପ୍ରସ୍ତାବ ରହିଥିବା ବେଳେ ପୋଲିସ କଣ୍ଟ୍ରୋଲ ରୁମ୍ ବାୟୋ ଟଏଲେଟ, ଯୋଗ କେନ୍ଦ୍ର, ରଡେନ ପ୍ରାଚ ଟାୱାର ଭଳି ବନ୍ଧୁ ଆକର୍ଷଣୀୟ ପ୍ରସ୍ତାବ ରହିଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁନାହିଁ । ଅଙ୍କାବଙ୍କା ରାସ୍ତା, ଓପନ ନିମ୍, ଶିଶୁ ଉଦ୍ୟାନ ଅଦରକାରୀ ଅବସ୍ଥାରେ ପଢ଼ି ରଳିଛି। ପର୍ଯ୍ୟଟନସ୍ଥଳୀକୁ ପ୍ରଶାସନ ଜବରଦଖଲମୁକ୍ତ କରିବାରେ ଅସଫନ ରହିଥିବାବେଳେ କେବେ ଇଦୟ କେବ ହିଲି ପର୍ବତ ଭାଗ୍ୟ ତାକୁ ସାଧାରଣରେ ଅପେକ୍ଷା ରହିଛି।
କୋଟିରୁ ଉର୍ଦ୍ଧ ଖର୍ଚ ସରିବାପରେ ମଧ୍ୟ ଆତମୀରେ ଚାହୁଁ ନାହାରି ପର୍ଯ୍ୟଟକ । ନିକଟରେ ଗତ ଜୁନ ମାସରେ ବିଶା ବୈଠକରେ ହିଁଛି ପର୍ଯ୍ୟଟନସ୍ଥଳୀ ବିକାଶ ପାଇଁ ଆଲୋଚନା ହୋଇଥିବା ବେଳେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପର୍ଯ୍ୟଟନ କ୍ଷେତ୍ର ଗସ୍ତ କରି ବିକାଶ ନିମନ୍ତେ ଆଶ୍ବାସନା