ଟ୍ରମ୍ପ ଙ୍କୁ ରିଚାର୍ଡ ନିକ୍ସନ ଶାନ୍ତି ପୁରସ୍କାର
ଟ୍ରମ୍ପଙ୍କୁ ରିଚାର୍ଡ ନିକ୍ସନ ଶାନ୍ତି ପୁରସ୍କାର
ୱାଶିଂଟନ,୨୩|୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରିଚାର୍ଡ ନିକ୍ସନ ଫାଉଣ୍ଡେସନ ପକ୍ଷରୁ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ବ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କ କରାଯାଇଥାଏ। ଯାହା ନୋବେଲ ଶାନ୍ତି ପୁରସ୍କାର ରସ୍କାର ଅନୁରୂପ। ମଙ୍ଗଳବାର ହ୍ବାଇଟ ହାଉସ୍ରେ ଆୟୋଜିକ ଏକ ଉତ୍ସବରେ ଟ୍ରମ୍ପଙ୍କୁ ନିକ୍ସନ ଫାଉଣ୍ଡେସନ ଏହାର ଶାନ୍ତି କରିଥିଲା । ଇସ୍ରାଏଲ ରେ ହୁଇବର୍ଷ ଧରି ଲାଗି ରସଗୋଲ ରହିଥିବା ମିଳିଲା ନାହିଁ ଗଲଗଲା ତ ଟ୍ରମ୍ପଙ୍କ ଭୂମିକାକୁ ସମ୍ମାନ ଜଣାଇ ଏହି ପୁରସ୍କାର ପ୍ରଦାନ କରାଯାଇଛି। । ମାସ ଯୁଦ୍ଧ ସହିତ ବିଶ୍ବର
ଏକାଧୂକ ଯୁଦ୍ଧର ଅସ୍ତ୍ରବିରତିରେ ଟ୍ରମ୍ପ ମଧ୍ୟସ୍ଥତା କରିଥିବାରୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଦାବି କରିଥିଲେ। ମାତ୍ର ନୋବେଲ କମିଟି ଚଳିତବର୍ଷ ତାଙ୍କୁ ଏହି ପୁରସ୍କାରରୁ ବଞ୍ଚିତ କରିଛି। ଏଥିପାଇଁ ଟ୍ରମ୍ପ କ୍ଷୁବ୍ଧ ହୋଇଥିଲେ ଓ ନୋବେଲ ପୁରସ୍କାର ପାଇଁ ହେଉଥିବା ମନୋ ନୋନୟନ ପ୍ରକ୍ରିୟାରେ ରାଜନୀତି ହେଉଥିବା କହିଥିଲେ । ରିଚାର୍ଡ ନିକ୍ସନ ଶାନ୍ତି ପୁରସ୍କାର ପ୍ରଦାନ ଉତ୍ସବରେ ନିକ୍ସନଙ୍କ ଝିଅ ଟ୍ରିସିଆ ନିକ୍ସନ କଳ୍ପ, ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓବ୍ରାଏନ ଓ ମିଳାଲା ଉପସ୍ଥିତ ଥିଲେ। ୧୯୯୫ର ରିଚାର୍ଡ ନିକ୍ସନ ଫାଉଣ୍ଡେସନ ପକ୍ଷରୁ ଶାନ୍ତି ପୁରସ୍କାର ସ୍କାର ପ୍ରଦାନ କରାଯାଇଆସୁଛି ।