District

ସେକ୍ସ ରକେଟ ଠ।ବ

ସେକ୍ସ ରକେଟ ଠାବ

୩ ନାବାଳିକା, ଦୁଇ ମହିଳା ଦଲାଲଙ୍କ ସହ ୪ ଗିରଫ

ଭୁବନେଶ୍ୱର

ରାଜଧାନୀରେ ନାବାଳିକା ଗଣଦୂଷ୍କର୍ମ ଘଟଣା ବଡ଼ ଚର୍ଚ୍ଚା ସୃଷ୍ଟି କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ରାସ୍ତାକଡ଼ରେ ଫିଟାଯାଇଥିଲ।, କିଛି ଅଟୋ ଡ୍ରାଇଭର ତାଙ୍କୁ ନାଲରଖାନାକୁ ନେଇଥୁଲା ବେଳେ ସେଠାରେ ସେ ଆଇସିୟୁରେ ଥୁବା ଜଣାପଡ଼ିଥିଲା । ଏହାକୁ ନେଇ କୋରଦାଇ ଅସନ୍ତୋଷ ବଢ଼ୁଥିଲା ବେଳେ ଆଳୁ ଖୋଳୁ ଖୋଳୁ ଘଟଣାର ସତ୍ୟତା ଆସିକା ସାମ୍ନାକୁ । ନାବାଳିକାଙ୍କୁ ଗଣଦୁଷ୍କର୍ମ ନୁହେଁ ସେ ଏକ ସେକ୍ସ ଲ୍ୟାକେଟରେ ସାମିଲ ଥିଲେ ବୋଲି ଜଣାପଡ଼ିଛି । ଏହି ନାବାନିକା ଜଣକ ଝାଡ଼ଖଣ୍ଡର । ଝାଡ଼ଖଣ୍ଡ ପାଳିତାଙ୍କୁ ଭୁବନେଶ୍ଵର ଲକ୍ଷ୍ମୀସାଗରକୁ ଆଣି ଦଲାଲମାନେ ଚଢ଼ାଇଥିଲେ ସେକ୍ସ ।

ଏହି ସେକ୍ସ ଲ୍ୟାକେଟର ପର୍ଦାଫାସ କରିଛି କ୍ୟାପିଟାଲ୍ଥା ଥ।ନା ପୁଲିସ। ଏନେଇ ପୁଲିସ କମିଶନର ଡ. ସୁରେଶ ହେବଦତ୍ତ ସିଂ କହିଛରି ଯେ, ଅଟୋ ଡ୍ରାଇଭରକୁ ଧରିବା ପରେ ସେ ସବୁ ସତ କହିଛି । ପରେ ପୁଲିସ ଲକ୍ଷ୍ମୀସାଗର ଥାନାରେ ସେକ୍ସ ର।କେଟ

ମାମଳା ରୁଜୁ କରିଥିବାବେଳେ କ୍ୟାପିଟାଲ ଥାନାରେ ଦୁଷ୍କର୍ମ ଭଳି ମାମଲା ରୁଜୁ କରିଛି । ସେକ୍ସ ର। କେଟ ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ୩ ନାବାଳିକାଙ୍କୁ ରଦ୍ଧାର କରିବା ସହ ଘରକୁ ସିଲ କଲ।।

ସେକ୍ସ ରାକେଟରେ ଲିପ୍ତ କରାଉଥିବା ସ୍ପଷ୍ଟ କରିଛପି ପୁଲିସ କମିଶନର । ଶ୍ରୀ ସିଂ କହିଛନ୍ତି ଯେ, ଆମେ ଅନୁମାନ କରୁଛୁ ପୀଜିତା ଜଣଙ୍କ ଅନାଥ ବୋଲି । କମିଶନରେଟ୍ ପୁଲିସ ଝାଡଖଣ୍ଡ ପୁଲିସ ସହ

ପୀଡିତାଙ୍କୁ ଦୁଷ୍କର୍ମ କରି ରାସ୍ତା କଡରେ ଫିଙ୍ଗି ଦେଇଥିଲେ

ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି

କରିଥିବାବେଳେ ଦୁଇ ମହିଳା ଦଲାମଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସେମାନେ ହେଲେ ମଞ୍ଜୁ ସେଠୀ(୪୭), ମମତା ସାହୁ (୪୨),ସଂଜୟ ଦାସ(୫୪) ଓ ଅଭିନାଶ ମୁହୂଲି (୨୮)। ଅନ୍ୟ ଜଣେ ଅଭିଯୁକ୍ତ ନାମରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ କମିଶନର କହିଛନ୍ତି । ସେହିଭଳି ୩ ଯୁବତୀଙ୍କୁ ମଧ୍ୟ ପୂରିସ ଉଦ୍ଧାର କରିଛି । ଦଲାଲମାନେ ଏହି ସବୁ ଯୁବତୀଙ୍କୁ

ଯୋଗାଯୋଗ କରିଛି । ଦୁଇ ମହିଳା ଦଳାଇ ପୀଳିତାଙ୍କୁ ଝାଳଖଣ୍ଡରୁ ଆଣିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଅଭିନାଶ ଓ ସଂଜୟ କୁମାର ଦାସ ଦୂହେଁ ତାଙ୍କ ଘରେ ଦୀର୍ଘ ଦିନ ଧରି ଲକ୍ଷ୍ମୀସାଗରରେ ସେକ୍ସ ଗ୍ୟାଜେଟ୍ ଚଳାଇଥିବା ପୁଲିସ ପ୍ରାଥମିକ ଚଦନ୍ତରୁ ଜାଣିବାକୁ ମିଳିଛି । ପୁଲିସ ସେକ୍ସ ଗ୍ୟାକେଟ ଚଳାଇଥିବା ଦଲାନଙ୍କୁ ଗିରଫ କରିବା ପରେ ସେହି ଘରକୁ ସିଲ୍ କରି ଦେଇଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button