District

ସୀମାନ୍ତ ଜିଲ୍ଲାର ରାସ୍ତା ଶୋଭନୀୟ

ସୀମାନ୍ତ ଜିଲ୍ଲାର ରାସ୍ତା ଶୋଚନୀୟ

ରାୟଗଡ଼ା, ,୨୦/୧୦: ରାୟଗଡ଼ା ଜିଲ୍ଲା କୁ ମ୍ବି କୋଟା ପଞ୍ଚାୟତ ଫୁଲକଣାଠାରୁ ସୀମାନ୍ତ କୋରାପୁଟ ଜିଲା ବନ୍ଧୁ ଗାଁ ରାସ୍ତା ଶୋଚନୀୟ ହୋଇପଡ଼ିଛି। ରାୟଗଡ଼ା ଜିଲ୍ଲାର ୪ କିମି ରାସ୍ତାରେ ଯିବା ଆସିବା ପାଇଁ ନିରାପଦ ନୁହେଁ ବୋଲି ଟିଟି ଝୋଲା, ପେଣ୍ଡାଲି ଗ୍ରାମବାସୀ କହି ଛନ୍ତି। ସୀମାନ୍ତ ଆ ଅଞ୍ଚଳ ହୋଇଥିବାରୁ

ରାସ୍ତାରେ ଦୈନିକ ଶତାକ ଯାତ୍ର ବନ୍ଧୁଗାଁ, ନାରାୟଣପାଟଣା ଅଞ୍ଚଳକୁ ଯିବ ଆସିବା କରିଥାନ୍ତି। ରାସ୍ତା ଶୋଚ ନୀ ଥିବାରୁ ଅନେକ ସମୟରେ ଛୋଟ ବ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ବାସିନ୍ଦ ନାରୀ ମିଣିଅକା କହିଛନ୍ତି। ନ୍ତା। ଅତିଶୀ ରାସ୍ତା ମରାମତି ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button