District

ବଳାତ୍କାର ଅଭିଯୁକ୍ତ ନିଦ୍ଦେର୍ଶ ରେ ଖଲ।ସ

ବଳାତ୍କାର ଅଭିଯୁକ୍ତ ନିଦ୍ଦେର୍ଶ ଖଲାସ

ନବରଙ୍ଗପୁର, ୧୭।୧୦

ରା ଜଜ ନବଚ ବରଙ୍ଗପୁର ଜିଲା ଓ ଦୌରା ବିଚାରପତି ସୁବ୍ରତ ମହାନ୍ତି ଏକ ବଳତ୍କାର ମାମଲାର ବିଚାର କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଚୈତନ ଗୌଡ଼ଙ୍କୁ ଗୁରୁବାର ନିର୍ଦ୍ଦେଶରେ ରେ ଖଲାସ କରିଛନ୍ତି।

କୋର୍ଟ କେସ୍ ନମ୍ବର ଥ୍‌ଲା ସିଟି-៣១/ ୭/୨୫ ଅନୁଯାୟୀ ସମସ୍ତ ୧୧ ଜଣ ସୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ଜଜ୍ ଏହି ରାୟ ଶୁଣାଇଛନ୍ତି। ନ୍ତି। ପ୍ରକାଶ ଯେ, ପାପଡ଼ାହାଣ୍ଡି ଥାନା ଅଧୀନ ଏକ ଗ୍ରାମର ଜଣେ ଯୁବତୀଙ୍କୁ ଚୈତନ୍ୟ ପ୍ରେ ପ୍ରେମ ଜାଲରେ ଫଶାଇଥିଲେ। ବିବାହ ପ୍ରତିଶ୍ରୁତି ଦେଇ ସେ ୬ବର୍ଷ ଧରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଆସୁଥିଲେ। ପୀଡ଼ିତା ଗର୍ଭବତୀ ହେବା ପରେ ଏ ନେଇ ମେ ୨୫ରେ ପାପଡ଼ାହଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପାପଡାହାଣ୍ଡି ପୋଲିସ କେସ ନମ୍ବର ୧୦୪/୨୫ରେ ମାମଲା ରୁଜୁ

ଚେତନଙ୍କୁ କୋର୍ଟ ଚାଲାଣ କରିଥିଲେ।

ଅଭି ମୂଲଙ୍କ ଘଷରୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ ଓ ତାଙ୍କ ସହଯୋଗୀ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button