District

ଦହଣ। ସରପଞ୍ଚ ବିରୋଧ ରେ ଅନ।ସ ଭୋଟ

ଦହଣା ସରପଞ୍ଚ ବିରୋଧରେ ଅନାସ୍ଥା ଭୋଟ

ସରିଲା ଭୋଟିଂ, ଫଳ ଘୋଷଣା ସ୍ଥଗିତ

ନନ୍ଦାହାଣ୍ଡି, ୧୪୧୦(ଆପ୍ ): ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଳକ ଦହଣା ସରପଞ୍ଚ କମଳା ପୂଜାରୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସଙ୍ଗରେ ରୋଟ୍ ଗ୍ରହଣ ଶେଷ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଓ୍ବାର୍ଡସଭ୍ୟମାନେ ସେମାନଙ୍କ ଭୋଟ୍ ଦେଇଛନ୍ତି। ଭୋଟ୍ ଗ୍ରହଣ

ପରେ ଏହାକୁ ସିଲ୍ କରି ନବରଙ୍ଗପୁର ଷ୍ଟ୍ରଙ୍ଗ୍ ରୁମ୍‌ରେ ସୁରକ୍ଷା ଭିତରେ ରଖାଯାଇଛି। ଆସନ୍ତା ୨୭ରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହାର ଫଳାଫଳ ଘୋଷଣା ହେବ। ଏ ସମ୍ପର୍କରେ ନିର୍ବାଚନ ଅଧିକାରୀ ତଥା ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରଦାସ ମହାନଦିଆ

ସୂଚନା ଦେଇଛନ୍ତି ।

ନାଏବ ସରପଞ୍ଚଙ୍କ ସହ ୧୦ ଜଣ ସ୍ୱର୍ଡସଭ୍ୟ ମିଳିତ ଭାବେ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେପ୍ଟେମ୍ବର ୧୪ରେ ଦସ୍ତଖତ ଯାଞ୍ଚ ପରେ ସେପ୍ଟେମ୍ବର ୨୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ୧୧ ଜଣ ସଭ୍ୟ ଅଜ୍ଞାତବାସରେ ମାସେ ହେଲା ପଳାଇଥିଲେ।

ଦହଣା ପଞ୍ଚାୟତ ଅଫିସ୍ଠରେ ଅଛି ଭୋଟ୍ ଗ୍ରହଣ ହୋଇଥଇଲା। କିପିଡିଓ ପର୍ଶୁରାମ ମାଳି, ପିଇଓ ଅଭିଷେକ ବାଘ ପ୍ରମୁଖ ଭୋଟ୍ କାର୍ଯ୍ୟରେ ସହଯୋଗ କରିଥିଲେ। ତେନ୍ତୁଳିଖୁଣ୍ଟି ପୁଲିସ ଟିମ୍ ଶାତିଶୃଙ୍ଖଳା ରକ୍ଷା କରିଥିଲେ । ପ୍ରସଙ୍ଗ

ସରିଲା ଭୋଟିଂ, ଫଳ ଘୋଷଣା ସ୍ଥଗିତ

ନନ୍ଦାହାଣ୍ଡି, ୧୫/୧୦: ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଳକ ଦହଣା ସରପଞ୍ଚ କମଳା ପୂଜାରୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସଙ୍ଗରେ ରୋଟ୍ ଗ୍ରହଣ ଶେଷ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଓ୍ବାର୍ଡସଭ୍ୟମାନେ ସେମାନଙ୍କ ଭୋଟ୍ ଦେଇଛନ୍ତି। ଭୋଟ୍ ଗ୍ରହଣ

ପରେ ଏହାକୁ ସିଲ୍ କରି ନବରଙ୍ଗପୁର ଷ୍ଟ୍ରଙ୍ଗ୍ ରୁମ୍‌ରେ ସୁରକ୍ଷା ଭିତରେ ରଖାଯାଇଛି। ଆସନ୍ତା ୨୭ରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହାର ଫଳାଫଳ ଘୋଷଣା ହେବ। ଏ ସମ୍ପର୍କରେ ନିର୍ବାଚନ ଅଧିକାରୀ ତଥା ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରଦାସ ମହାନଦିଆ

ସୂଚନା ଦେଇଛନ୍ତି ।

ନାଏବ ସରପଞ୍ଚଙ୍କ ସହ ୧୦ ଜଣ ସ୍ୱର୍ଡସଭ୍ୟ ମିଳିତ ଭାବେ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେପ୍ଟେମ୍ବର ୧୪ରେ ଦସ୍ତଖତ ଯାଞ୍ଚ ପରେ ସେପ୍ଟେମ୍ବର ୨୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ୧୧ ଜଣ ସଭ୍ୟ ଅଜ୍ଞାତବାସରେ ମାସେ ହେଲା ପଳାଇଥିଲେ।

ଦହଣା ପଞ୍ଚାୟତ ଅଫିସ୍ଠରେ ଅଛି ଭୋଟ୍ ଗ୍ରହଣ ହୋଇଥଇଲା। କିପିଡିଓ ପର୍ଶୁରାମ ମାଳି, ପିଇଓ ଅଭିଷେକ ବାଘ ପ୍ରମୁଖ ଭୋଟ୍ କାର୍ଯ୍ୟରେ ସହଯୋଗ କରିଥିଲେ। ତେନ୍ତୁଳିଖୁଣ୍ଟି ପୁଲିସ ଟିମ୍ ଶାତିଶୃଙ୍ଖଳା ରକ୍ଷା କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button