ଦେ ଓମ।ଳି ପ୍ରତି ମୁହ ମୋଡୁଛନୀ ପର୍ଯ୍ଯଟକ
ଦେଓମାଳି ପ୍ରତି ମୁହଁ ମୋଡୁଛନ୍ତି ପର୍ଯ୍ୟଟକ
କୋରପୁଟ,୧୫/୧୦
ଓଡ଼ିଶାର ଉଚ୍ଚଜମ ଶୃଙ୍ଗ ଦେଶମ।ଳି ଅବହେଳିତ। ଆବଡ଼ାଖାବଡ଼ା ବିପଦପୂର୍ଣ ଘଟି ରାସ୍ତା, ମୌଳିକ ସୁବିଧା ଅଭାବ ପର୍ଯ୍ୟଟନଙ୍କୁ ନିରାଣ କରୁଛି । ଏନ୍ଜିଟି ଏବଂ ଜିଲ୍ଲା ପ୍ରଶାସନର କଟଳଣା ସେମାନଙ୍କ ମନରେ ଅସୱେଷ ଭରିଦେଉଛି। ଉନ୍ନତ ରାଜା, ଆବଶ୍ୟକ ସୁବିଧାସୁଯୋଗ ଯୋଗାଇ ନଦେଲେ ଖୁବ୍ କମ ଦିନରେ ପର୍ଯ୍ୟଟକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଏହି ସୁରକ ପର୍ବତମାଳା ଆକର୍ଷଣ ହରାଇବ।
ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଦେଓମାଳି ଏକ ପରିଚିତ ନାମ। ରାଜ୍ୟ ଏବଂ ରାଜ୍ୟ ତାହାର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର । ସମୁଦ୍ରପତ୍ତନରୁ ପ୍ରାୟ ୫ ହଜାର ୫୦୦ ଫୁଟ ଉଚ୍ଚରେ ଥିବା ଏହି ଗିରିଶୃଙ୍ଗରେ ପହଞ୍ଚିବା ଯେତିକି କଷ୍ଟକର ସେତିକି
ଆନନ୍ଦଦାୟକ। ମନୋରମ ପରିବେଶ, ଦେହକୁ ଛୁଇଁ ଯାଇଥିବା ମେଲ, କୋହଲା ପବନ, ଘଳିର ଘଞ୍ଚ ସବୁଳିମା ଦେହମନଙ୍କୁ ତରଙ୍ଗାୟିତ କରିଦିଏ । ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦୃଶ୍ୟ ପ୍ରତ୍ୟେକ ପର୍ଯ୍ୟଟକଙ୍କ
ପର୍ଯ୍ୟଟନ ଶିଳ୍ପର ଏକ ମୁଖ୍ୟ ଅଙ୍ଗ ପାଇଥିବା ଦେଓମାଳିରେ ମିଳୁଟି ଆବଶ୍ୟକ ସୁବିଧା। ପାହାଡ଼ି ପଣ ମାତ୍ରରେ କେତେକ ସ୍ଥାନରେ ରାସ୍ତା ନଷ୍ଟ ହୋଇ ଯାଇଛି । ବିପଦପୂର୍ଣ୍ଣ ଭାଗ୍ୟରେ ଦୂଇ ଏବଂ ନାରି ଚକିଆରେ ଯିବା ବେଳେ ସମସ୍ୟା ହେଉଛି। ସୁରକ୍ଷା ଏବଂ ଶୌଚାଳୟ ବ୍ୟବସ୍ଥା ଠିକ
କଥିବାରୁ ନିଇଟପରେ ପର୍ଯ୍ୟଟକ ଅଧିକ ସମୟ ରହିପାଇନାହାନ୍ତି । ମହିଳାମାନେ ଅଧିକ ସମସ୍ୟା ଭୋଗୁଛନ୍ତି । ପ୍ରଶାସନ ପକ୍ଷରୁ କରଯାଇଥିବା ଚାରୋଟଏଲେଟ୍ ବ୍ୟବହାର ଅନୁପଯୋଗୀ। ୨ କଣ୍ଟେନର୍ ଶୌଚାଳୟ
ମରାମତି ହେଉନି ଆବଡ଼ାଖାବଡ଼ା ବିପଦପୂର୍ଣ୍ଣ ଘାଟିରାସ୍ତା ମିଳୁନି ମୌଳିକ ସୁବିଧା, କାମରେ ଆସୁନି ବାୟୋଟୟଲେଟ୍
ଥିଲେ ବି ପର୍ଯ୍ୟଟଜଙ୍କ କାମରେ ଆସୁନି । ପର୍ଯ୍ୟଟକମାନେ ଚଢିଛତି, ଅପରୂପ ଏହି ପର୍ଯ୍ୟଟନ କ୍ଷେତ୍ର ପ୍ରତି ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେବା ଦରକାର । ଉନ୍ନତ ରାସ୍ତା, ପାହାଡ଼ ଆଖପାଖରେ ହୋମ୍, ସୂଚନଳେନ୍ଦ୍ର, ପର୍ଯ୍ୟଟକଙ୍କ ସୁବିଧା ଅନୁଯାୟୀ ପଦକ୍ଷେପ ଏବଂ ଲଟୋ ଟୁରିଜମ୍ ଉପରେ
ଗୁରୁତ୍ବ ଦିଅଯିବା ଉଚିତ। ଅଧିକ ପର୍ଯ୍ୟଟର ଆସିଲେ ଆଖପାଖ ଅଞ୍ଚଳର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ଦେଓମାଳିରେ ଋତୁରହଣି ଲାଗି ଡେଣ୍ଟ ଯୋଗାଇବା ଦାୟିତ୍ବ ନେଉଛି କୋଟିଆ ପଞ୍ଚାୟତ । ପର୍ଯ୍ୟଟନଙ୍କ ଲାଗି ରହିଛି ୧୫୦ ଟେଣ୍ଟ । ଅଥବ ଶୌଚାଳୟ ବ୍ୟବସ୍ଥା କରଯାଇନି। ଏ ସମ୍ପର୍କରେ ପଟ୍ଟଙ୍କ ବିଡିଓ ରାମକୃଷ୍ଣ ନାସନ କହିଛତି, ଦେଓମାଳିପରେ ରୋଟସଲେଟ କରାଯାଇଛି। ଏଥିସହ ୨ କଣ୍ଟେନରରେ ରହିଛି ୬. ଲେଖାଏଁ ଶୌଚଳୟ । ପାଣି ସୁବିଧା ନଥିବାରୁ ବ୍ୟବହାରଯୋଗ୍ୟ ହୋଇପାରୁନି । ପର୍ସି ଯୋଗାଣ ଲାଗି ୩୦ ଲକ୍ଷ ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି I କାଳୀୟ ଗ୍ରୀନ ଶିଷ୍ୟନାଲ କଟକଣା ଯୋଗୁ ପଢ଼ା ଶୌଚାଳୟ