ମୁରବୀ ବିହିନ ୧୦୪ ହ।ଇ ସ୍କୁଲ
ମୁରବୀ ବିହୀନ ୧୦୪ ହାଇସ୍କୁଲ
ରାୟଗଡ଼ା,୧୫/୧୦: ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଏହା ଜାଣି ବି ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଇନାହାନ୍ତି । ଏହାକୁ ନେଇ ଅସନ୍ତୋଷ ଚଢ଼ିବାରେ ଲାଗିଛି । ଜିଲ୍ଲା ଶିକ୍ଷା ବିଭାଗ ଅଧୀନରେ ଥୁବା ୧୩୫ ଛାଇସ୍କୁଲରେ ବିଭିନ୍ନ ଶିକ୍ଷକପଦ ଖାଲିପଡ଼ିଛି। ସେମଧ୍ଯରୁ ୧୦୪ ହାଇସ୍କୁଲ୍ରେ ପ୍ରଧାନଶିକ୍ଷକ ନାହାନ୍ତି। ଚଳିତ ଶିକ୍ଷାବର୍ଷ ଅଧା ହେଲାଣି ଏ ପର୍ଯ୍ୟନ୍ତ ପିଲାଙ୍କ ୬୦ ପ୍ରତିଶତ ପାଠପଢ଼ା ସରିଚି । ଏ ନେଇ ଅଭିଭାବକମାନେ ଚିକ୍ଷାରେ ରହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ୧୧ ବୃସ୍ଇ ବିଭିନ୍ନ ସ୍ଥାନରେ ରହିଛି ୧୩୫ ହାଇସ୍କୁଲ । ଏହି ସ୍କୁଲ୍ ଗୁଡ଼ିକରେ କେବନ ମାଟ୍ରିକରେ ୭ ହଜାର ଛାତ୍ରଛତ୍ରୀ ପଢୁଛନ୍ତି। କେତେକ ସ୍କୁଲରେ ଗତବର୍ଷଠାରୁ ସୁଭଦୂର ମଧ୍ୟ ଖୋଲିଛତି ସରକାର ମାତ୍ର ୩୧ ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ
ସରକାର ଉଚ୍ଚ ବିଦ୍ୟାଳୟ କଲ୍ୟାଣସିଂହପୁର ଜିଲ୍ଲା-ରାୟଗଡ଼ା
ଅଛନ୍ତି। ଦୀର୍ଘଦିନରୁ ଅତିରିକ୍ତ ଦାୟିତ୍ଵ ମୁଣ୍ଡାଇଛତି ଜନିଷ୍ଠ ଶିକ୍ଷକ । ମୁରବା ବିହୀନ ହୋଇପଡ଼ିଛି ୧୦୪ ହାଇସ୍କୁଲ। ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ହେବାକୁ ଆହୁରି ୧୫ ବର୍ଷ ସମୟ ଅଛି। ସେମାନେ ଏହି ପଦରେ ରହି ଅତିରିକ୍ତ ଦାୟିତ୍ଵ ତୁଲାଉଛନ୍ତି । ସେମାନେ ପ୍ରଶାସନିକ କାର୍ଯ୍ୟରେ ଅଭିଜ୍ଞତା ନଥାଇ ବୋଝ ବୋହୁଛନ୍ତି । ଫଳରେ ପିଲାଙ୍କ ପାଠପଢ଼ା ଏକ ପ୍ରକାର ଠପ୍ ହୋଇଯାଇଛି। ସରକାରଙ୍କ ଗଳଟୁଳ ନୀତି ଯୋଗୁ ସୂରୀ ପ୍ରଧାନଶିକ୍ଷକ ନିଯୁକ୍ତି ହେଉନଥୁବା
ଶିକ୍ଷାବିତ୍ରମାନେ ଅଭିଯୋଗ କରିଛନ୍ତି। ମଟ୍ରିକ୍ ପରୀକ୍ଷା ଆଲ ୪ ମାସ ଥିବା ବେଳେ ଏହାର ସିଧା ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଢ଼ୁଥିବା ଅଭିଭାବକ ଅଭିଯୋଗ କରିଛନ୍ତି। ଏହିଭଳି ସ୍ଥିତିରେ ପୁରୁଣା ପାଠର ଆଲୋଚନା ଓ ଲିଖନ ହୋଇପାରୁନି। କେତେକ ସ୍କୁଲ୍ରେ ରାଜପ୍ରଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୂରା ମ୍ୟାଟିକ୍ ଏବଂ ପ୍ରାଥମିକ ଶିକ୍ଷଳ ଶିକ୍ଷୟିତ୍ରୀଙ୍କ ଦ୍ଵାରା ନବମ ଶ୍ରେଣୀର ପିଲାଙ୍କୁ ପାଠପଢ଼ା ଯାଉଛି। ଅନେ ସ୍କୁଲରେ ଗଣିତ, ବିଜ୍ଞାନ ଓ ଇଂରାଜୀ ଭଳି ବିଲଗରେ ଶିକ୍ଷକ ନାହାନ୍ତି । ପ।ଠ
ପଢ଼ାଇବା ପାଇଁ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷରିତ୍ରୀମାନେ ନିଜ କାମ ଛଡ଼ି ପ୍ରଶାସନିକ କାର୍ଯ୍ୟରେ କଟକ ଓ ଭୁବନେଶ୍ୱର ଦୌଡ଼ୁଛନ୍ତି । ପ୍ରଧାନଶିକ୍ଷକ ଅଭାବର ଦୟନୀୟ ସ୍ଥିତି ରହିଛି ଗୁଡ଼ାରା ବ୍ଳକ୍ରେ । ଏଠାରେ ୮ଟି ହାଇସ୍କୁଲରେ ଜଣେ ମଧ୍ୟ ପ୍ରଧାନଶିକ୍ଷକ ନାହାନ୍ତି I କଲ୍ୟାଣସିଂହପୁର, ଟିକିରି, ମୁନିଗୁଡ଼ା ଭଳି ଗୁରୁତ୍ବପୂର୍ଣ ସ୍ଥାନରେ ମଧ୍ୟ ପ୍ରଧାନଶିକ୍ଷକ ଦାୟିତ୍ୱରେ କନିଷ୍ଠ ଶିକ୍ଷକ ରହିଛନ୍ତି । ହାଇସ୍କୁଲ ପ୍ରଧାନଶିକ୍ଷକ ପଦ ନେଉଳ-୩ ବର୍ଗର । ଏହି ପଦ ପାଇଁ ସରକାର ନୂଆ ନିଯୁକ୍ତି ସୃଷ୍ଟି କରୁନାହାନ୍ତି । ଏଣେ ପଦୋନ୍ନତି ମଧ୍ୟ ଦିଆଯାଉନି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାନ୍ଦକ କହିଛବି, ନୂତନ ନିଯୁକ୍ତି ପାଇଁ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ଜଣାନାହିଁ। ପଦୋନ୍ନତି ପାଇଁ ଗ୍ରେଡେସନ କାର୍ଯ୍ୟ ସରକାର ହାତକୁ ନେଇଛତି। ସେମାନେ ନିଯୁକ୍ତ ହେଲେ ସମସ୍ୟା ସମାଧନ ହେବ ।