District

ବେଦାନ୍ତର ନନ୍ଦଘର ୭ଟି ରାଜ୍ୟରେ ୧ଲକ୍ଷ ପିଲାଙ୍କୁ ପୁଷ୍ଟିକର ପରିପୂରକ ଶିଶୁ ସଞ୍ଜିବନୀ ଯୋଗାଇ ବ

ବେଦାନ୍ତର ନନ୍ଦଘର ୭ଟି ରାଜ୍ୟରେ ୧ ଲକ୍ଷ ପିଲାଙ୍କୁ ପୁଷ୍ଟିକର ପରିପୂରକ ଶିଶୁ ସଞ୍ଜିବନୀ ଯୋଗାଇବ

ଭୁବନେଶ୍ୱର,୧୪୵୧୦ ଶିଶୁ ମାନଙ୍କ ପାଇଁ ସମାଟ୍ରିକ ପୁଷ୍ଟିକର ପ୍ରୋତ୍ସାହନ ଦେବା ଦିଗରେ ଏକ ଗୁରୁତ୍ଵପୂର୍ଣ ପଦକ୍ଷେପ ସ୍ୱରୂପ ବେଦାନ୍ତର ପ୍ରମୁଖ ସମାଳିକ କାର୍ଯ୍ୟକ୍ରମ ନନ୍ଦଘର, ଜାତୀୟ ଦୁଗ୍ଧ ବିକାଶ ବୋର୍ଡ, ‘ଉଣ୍ଡେସନ ‘ର ନ୍ୟୁଟ୍ରିସନ ସହ ମଳିତ ଭାବରେ ପୋଷଣ ମାସ ୨୦୨୫ରେ ୭ଟି ରାଜ୍ୟରେ ୩ରୁ ୬ ବର୍ଷ ବୟସର ପିଲାମାନଙ୍କ ପାଇଁ ଏକ ସୁଦୃନ୍ଦ ପୁଷ୍ଟିକର ପରି ପୂରକ ଶିଶୁ ସଂଜୀବନୀର ୧,୦୦,୦୦୦ ୟୁନିଟ ବଂଟନ କରିବାକୁ ଯାଉଛି। ୧୫ଟି ରାଜ୍ୟରେ – ୯୪୦୦ରୁ ଅଧିକ ଆଧୁନିକ ଅଙ୍ଗନ।ଡିର ନେଟର୍କ ସହ ନନ୍ଦଘର – ପୁଷ୍ଟିକର, ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତିକରଣ ମାଧ୍ୟମରେ ମହିଳା ଓ ଶିଶୁଙ୍କ ଜୀବନକୁ ପରିବର୍ତନ କରୁଛି। ଏହି ପଦକ୍ଷେପ ବହୁତ ଗୁରୁତ୍ବପୂର୍ଣ କାରଣ ଏହା ପ୍ରତିଟି ଶିଶୁଙ୍କ ଜୀବନରେ ଏକ ସୁସ୍ଥ ଆରମ୍ଭ ନିଶ୍ଚିତତା ଲାଗି ସାମୁହିକ ମିଶନକୁ ସୁଦୃଜ କରିଥାଏ । ମିଶନ ପୋଷଣ ୨.୦ ଅନ୍ତର୍ଗତ ରାଉତ ସରକାରଙ୍କ ପୋଷଣ ମାସ ଅଭିଯାନରେ ପିଲାମାନଙ୍କ ପୋଷଣ, ଗର୍ଭବତୀ ମହିଳା ଓ ସ୍ତନ୍ୟପାନକାରୀ ମହିଳାଙ୍କ ସ୍ୱାସ୍ଥ୍ୟର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥାଏ। ପୋଷଣ ସେ ପ୍ରଗତି ବିଷୟ ଆଧାରୀତ ଲକ୍ଷ୍ୟ ଦ୍ୱାରା ସ୍ୱାସ୍ଥ୍ୟର ପ୍ରଗତି ସହ ଏକ ସୁଦୃଢ ଭାରତ ଗଠନ ହୋଇପାରିବ। ଏହି ପରିପ୍ରେକ୍ଷୀରେ ରାଜସ୍ଥାନ, ଓଡ଼ିଶା, ଛତିଶଗଡ଼, ଝାରଖଣ୍ଡ, ମହାରାଷ୍ଟ୍ର, ଦାମନ ଓ ଦିୟୁ ଏବଂ ଉତରପ୍ରଦେଶ ଭଳି ରାଜ୍ୟ ମାନଙ୍କରେ ଥିବା ନନ୍ଦଘର ଏହି ଅଭିଯାନ ରେ ସର୍ମାଲ ହୋଇ

ପ୍ରତ୍ୟେକ ମହିଳା ଓ ଶିଶୁମାନେ ଯେପରି ପୁଷ୍ଟିକର ଖାଦ୍ୟ ପାଇପାରିବେ ତାହା ନିଶ୍ଚିତ କରୁଛି । ଏନର୍ଜିବିବି ଦ୍ଵାରା ବିକଶିତ ଶିଶୁ ସଂଜୀବନୀ, ଏକ ପୁଷ୍ଟିକର

ଖାଦ୍ୟ ପରିପୂରଳ ଯାହା ବିଶେଷ ଭାବରେ ୩ରୁ ୬ ବର୍ଷ ବୟସର ପିଲାମାନଙ୍କ ପାଇଁ ପୁଷ୍ଟି ଯୋଗାଇବା ପାଇଁ ସୃଷ୍ଟି କରାଯାଇଛି । ପ୍ରତ୍ୟେକ ୪୦ ଗ୍ରାମ ପରିବେଷଣ ଏକ ସ୍ଵାଦିଷ୍ଟ ପ୍ରୋଟିନଯୁକ୍ତ ପରିପୂରକ ଯାହା ପ୍ରାୟ ୨୦୦ ଜିଲୋ କ୍ୟାଲୋରି ଶକ୍ତି ପ୍ରଦାନ କରେ । ବେଙ୍ଗଲ ଚଣା, ଘିଅ, କ୍ଷୀର, ସେୟା, ଚିନାବାଦାମ ଓ ତିଳରୁ ପ୍ରସ୍ତୁତ ଏହି ଖାଦ୍ୟ ଖଣିଳ ଓ ଭିଟାମିନ ପ୍ରଦାନ କରେ ।

ଆଇସିଏମଆର ଜାତୀୟ ପୁଷ୍ଟିକର ପ୍ରତିଷ୍ଠାନ ନିର୍ଦ୍ଦେଶାବଳୀ ଅନୁସାରେ ପିଲାମାନଙ୍କ ସୁସ୍ଥ ବୃଦ୍ଧି ଓ ବିକାଶକୁ ସମର୍ଥନ କରିବା ପାଇଁ ସୁଦୃଢ

କରାଯାଇଛି । ଏହି ପରିପ୍ରେକ୍ଷୀରେ ହିନ୍ଦୁସ୍ଥାନ କିଙ୍କ ଲିମିଟେଜର ଅଧ୍ୟକ୍ଷା ତଥା ବେଦାନ୍ତ ଲିମିଟେଡର ଅଣ କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରିୟା ଅଗ୍ରୱାଲ

आँगनवाड़ी केन्द्र बेडन 08050804 जीप भया-जिला भरलपुर

ହେନର କହିଛନ୍ତି ଯେ ବେଦାନ୍ତରେ ଆମେ ବିଶ୍ବାସ କରୁ ଯେ ପ୍ରକୃତ ରାଷ୍ଟ୍ର ନିର୍ମାଣ ଆମ ପିଲାଙ୍କ କଲ୍ୟାଣ ସହ ଜଡ଼ିତ । ନନ୍ଦଘର ମାଧ୍ୟମରେ, ଆମେ ପ୍ରତ୍ୟେକ ପିଲାକୁ ଉପଯୁକ୍ତ ପୁଷ୍ଟିସାର, ଗୁଣାତ୍ମକ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଜୀବନରେ ଏକ ନ୍ୟାୟପୂର୍ଣ ଆରମ୍ଭପାଇବାକୁ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ। ଶିଶୁ ସଞ୍ଜିବନୀ ପାଇଁ ଏନଡିତିବି ସହ ଆମର ସହଯୋଗିତା ଆମର ବିଶ୍ୱାସକୁ ପ୍ରତି ଳିତ କରେ । ନନ୍ଦଘରର ସିଇଓ ଶଶି ଆରୋରା କହିଛନ୍ତି ଯେ ଆଇସିଡିଏସର ୫୦ତମ ବର୍ଷ ଭାରତର ଜନିଷ୍ଠ ନାଗରିକଙ୍କୁ ପୋଷଣ ଯାତ୍ରାରେ ଏକ

ମାନ୍ଦଲ ଖୁଟ । ନନ୍ଦଘର ମାଧ୍ୟମରେ ଆମେ ଶିଶୁ ସଞ୍ଜିବନୀ ଭଳି ଅଭିନବ ପୁଷ୍ଟିକର ହସ୍ତକ୍ଷେପ କରୀଆରେ ଏହି ଐତିହାସିକ ପଦକ୍ଷେପରେ ଯୋଗ ଦେଇ ଗର୍ବିତ । ପ୍ରଯୁକ୍ତି ବଦ୍ୟା ପରିଚାଳିତ ନିର୍ମାଣ ସହ ସୁଦୃଢ଼ ଖାଦ୍ୟ ସହାୟତାକୁ ମିଶ୍ରଣ କରି ଆମେ ଏକ ଉପଯୁକ୍ତ ପୋଶିତ ପୀଢି ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତି’ ନିତ କରୁ ଯାହା ୨୦୪୭ ସୁଦ୍ଧା ଭାରତର ବିକାଶକୁ ଆଗକୁ ନେଇଯିବ। କୁପୋଷଣ ଦୂରୀକରଣ ପାଇଁ ଏନଡିଡିବିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡ. ମନିଶ ସାହ କହିଛନ୍ତି ଯେ ଏନଡିଡିବିରେ ଆମେ କୁପୋଷଣକୁ ହତ୍ୟିବା ଲାଗି ଭାରତର ଇଦେଇକୁ ଦୃଢ କରିବା ଲାଗି ପୁଷ୍ଟିସାର ଓ ଖାଦ୍ୟ ବିଜ୍ଞାନରେ ଆମର ବିଶେଷଜ୍ଞତାକୁ ବ୍ୟବହାର କରି ଏହି ଇଦେଲକୁ ସଶକ୍ତ କରୁଛୁ । ବେଦାନ୍ତର ନନ୍ଦଘର ପଦକ୍ଷେପ ସହିତ ଆମର ସହଭାଗିତା ଦ୍ଵାରା ଏହି ଲକ୍ଷ୍ୟରେ ଥିବା ପିଲାମାନଙ୍କୁ ଗୁରୁତ୍ବପୂର୍ଣ ପୁଷ୍ଟିକର ପ୍ରଦାନ ଲକ୍ଷ୍ୟ ରଖିବ। ପୃଷ୍ଟିସାର ପ୍ରୟାସ କେନ୍ଦ୍ରରେ ନନ୍ଦଘର ଏକ ତ୍ରିଗୁଣୀୟ ପଦ୍ଧତି ଗ୍ରହଣ କରେ । ସାରା ଦେଶରେ ପ୍ରତିଦିନ ପ୍ରାୟ ୩.୬ ଲକ୍ଷ ପିଲାଙ୍କ ନିକଟରେ ପହଁଟି ନନ୍ଦଘର ପାରଂପାରିକ ପୁଷ୍ଟିସାରକୁ ଆଧୁନିକ ହସ୍ତକ୍ଷେପ ମାଧ୍ୟମରେ ସମନ୍ବିତ କରେ, କେବଳ ତୁରନ୍ତ ଖାଦ୍ୟ ପାଇବାକୁ ସମାଧାନ କରେ ନାହିଁ ବରଂ ଏକ ଦୃଢ଼ ସ୍ଥାୟୀ ପୁଷ୍ଟିସାର ଇକୋସିଷ୍ଟମ ପାଇଁ ମୂଳଦୁଆ ସ୍ଥାପନ କରୁଛି । ଯାହା ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ଲାଗି ପ୍ରୟାସ ଜାରି ରଖିଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button