District

କମିଲ। ମକ। ଚ।ଷ ଉତ୍ପାଦନ, ଚ।ଷୀ ନିର।ଶ

କମିଲା ମକା ଉତ୍ପାଦନ, ଚାଷୀ ନିରାଶ

ନବରଙ୍ଗପୁର, ୧୪୵୧୦: ଅତ୍ୟଧିକ ରାସାୟନିକ ସାର ପ୍ରୟୋଗରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ନୈକ ବିବିଧତା ସଂକଟରେ ଆସିଯାଇଛି। ଏକଦା ରାଜ୍ୟ ତଥା ଦେଶରେ ମକ। ଚାଷ ପାଇଁ ବ୍ୟତି ଅର୍ଜନ କରିଥିବା ଏହି ଅଞ୍ଚକର ନାଷା ବର୍ତ୍ତମାନ ଜୟବନ ଭୂଇ ଏଯୋଗୁ ମୁ ତ ଦେଇ ଦରିଛନ୍ତି ଜିଲ୍ଲାର ଶହେ ଭାଗ ମଞ୍ଜି ତଥା ଇନସରେଟ ଓ ଭାଉସର ଆଞ୍ଚଳରେ ହେଉଛି ଏଠାକାର ଜରଦଗୁ ଓ ମତି ମକା ଚାଷ ପାଇଁ ବେଶ୍ ଉପଯୋରୀ ହୋଇଥିବାରୁ ସ୍ଥାନୀୟ ଲୋକେ ଧର୍ମ ଅପେକ୍ଷା ମନକୁ ଅଧିକ ଚାଷ କରୁଛନ୍ତି। ମକା ଚାଷ କରି ଆଦିବାସୀ ଓ ବଙ୍ଗାଳି ସମାଜ ଅଧିକକ୍ଷେତ୍ରରେ ବେଶ ଉନ୍ନତି କରିଛନ୍ତି । ହେଲେ ଅଧିକ ଭାଗ ଆଶାରେ ଜମିରେ ଅଧିକ ରାଗନିକ ଗାଲ ପ୍ରଯୋଗ ଯୋଗୁ ଧିରେ ଧିରେ ଜୈବ ବିବିଧତା ଉପରେ ସୁପ୍ରକାର ପତି ଉତ୍ପାଦନ ହ୍ରାସ ଘଟିବାରେ ଲାଗିଛି। ଗତ କିଛିବର୍ଷ ହେଲା ଆସଭଳି ଆଉ ମଜା କଲ ଅମର ହେଉଛି।

ଭ୍ରମରକୋଟ ବ୍ଳକ ସୁନନେତା ଗାଁର ଚାଷା ପସିତ ସୁନା କହିଛନ୍ତି, କଳିତବର୍ଷ ସେ ୬ ଏକର ଜମିରେ 28 12 2 କରିଥିଲେ । % ଏକ ନମିଳେ ବୃକ୍ଷ ପାଇଁ ବିଜନ, କଳା, ଶ୍ରମିକ ମଜୁରି ବାବଦରୁ ୪୫ କଳରରୁ ଅଧିକ ଟଙ୍କା ଓଇଁ କରିଥିଲେ । ଅମଳ ସମୟରେ ମଙ୍ଗ ଉତ୍ପାଦନ ଦେଖି ସେ ନିରାଶ ହୋଇପଡ଼ିଥିବା କହିଛନ୍ତି। ଏଥର ଏକର ପିଛା ୨୦ କୁଇଣ୍ଡାରରୁ ମଧ୍ୟ କମ ଉଦନ ହୋଇଛି । ଅନ୍ୟଥୟ ୩୫ ପୂରଣ୍ଟର ହେଉଥିଲା। ବହାରରେ ଗତ ବର୍ଷ ମହା ସୁଭଣ୍ଡାଳ ପିଛା ୨୧୫୦ ଜା ରହିଥିବା ବେଳେ ୩ଥର ୧୯୫୦ ଜେକ୍ଟ କାମଛି । ପୂର୍ବରୁ ସମସ୍ତ ଖର୍ଚ ବାଦ ଏକର ପ୍ରତି ୧୫-୧୭ ଜଳର ଟଙ୍କା ମିଳୁଥିଲା । ଏଥର ଦିଲଜୁର ମିଳିବ ନାହିଁ I କେବଳ ମୁକ ଟଙ୍କା ଫେରିବ ବୋଲି କହିଛନ୍ତି । ଖ୍ୟାତିସମ୍ପନ୍ନ କମ୍ପତିର ବିଜନ ବିଣିବା ସହ ସାର ଏବଂ ଔଷଧ ପ୍ରଯୋଗ କରିଥିଲେ। ମହୁରି ଲାଗି ଘରେ ଥିବା ସମସ୍ତ ସଞ୍ଚିତ ଟଙ୍ଗା ଓର୍କ

କରିଥିଲେ । କୟାଚନ ଯାହା ହୋଇଛି ସେଥିରେ ପରିବାର ଚଢିବା କଷ୍ଟକର ହୋଇପଡିଛି । ସେସବୁ ଆଉ ସେ ମକା ଚାଷ କରିବେ ନାହିଁ ବୋଲି କହିଛନ୍ତି ।

ଏସମ୍ପର୍କରେ ଭ୍ରମଇଡେଟ କୃଷି ଅଧିକାରୀ ନିଜର ନାୟକଙ୍କୁ ପଚାରିବାରୁ କଳିଛନ୍ତି, ଗୋଟେ ଜମିରେ ବାରମ୍ବାର ଗୋଟେ ନିସମ ଚାଷ ଓ ଅତ୍ୟଧିକ ଭାକାରନିକ ସାର ପ୍ରୟୋଗରେ ମାଟିର ଉର୍ବରତା ନଷ୍ଟ ହେଉଛି । ମୁକ୍ତିକା ପରୀକ୍ଷା ନକରି ତା କ ‌ଯିବା ଦ୍ୱାରା ଏଭଳି ସମସ୍ୟା ସୃଷ୍ଟି ହେଉଛି । ବିଭାଗ ପକ୍ଷରୁ ଚାଷୀଙ୍କୁ ମୂଭିକା ପରୀକ୍ଷା ଓ ନୈବସାର ପ୍ରୟୋଗ ପାଇଁ ସଚେତନ କରାଯାଉଥିଲେ ମଧ୍ୟ ଅଧିକ ଅମଳ ପାଖରେ ତାଖା ସେମାନଙ୍କ ଜମିକୁ ନଷ୍ଟ କରିବାରେ ଲାଗିଛନ୍ତି। ମଳା ଭଳି ଏକ ବ୍ୟବସାୟୀକ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ଅବଲମାନ କରିବା ସହ ଜୈବ ବିବିଧତାକୁ ନ ଦେବାକୁ ପଡ଼ିବ । ସମଦୂତ ଚାଷ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button