District
ମହିଳାଙ୍କୁ କ।ର କିଣିଦେବେ ସରକ।ର
ମହିଳାଙ୍କୁ କାର୍ କିଣି ଦେବେ
ଭୂବନେଶ୍ବର,୧୫୵୧୦ ସରକାର
ମହିଳାଙ୍କୁ ସଶକ୍ତ କରାଇବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ‘ଆତ୍ମନିର୍ଭର
ମହିଳା ଆମ ସୁବାହକ’ ଯୋଜନା
ଲୋନରେ କାର୍ କିଣିଲେ ସୁଧ ସୁଝିବେ ସରକାର
ଜଣଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇବେ ଓଡ଼ିଶା ସରକାର
୪ ବର୍ଷରେ ୧୧୦୦ ମହିଳାଙ୍କୁ କାର୍ କିଣାଇଦେବେ
ପ୍ରଥମ ବର୍ଷରେ ୨୦୦ ଜଣଙ୍କୁ ଦିଆଯିବ କାର୍
ଦ୍ବିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦, ଚତୁର୍ଥ ବର୍ଷରେ ୩୫୦ ଜଣଙ୍କୁ ଦିଆଯିବ କାର୍
ଇଭି ଗାଡ଼ି କିଣିଲେ ଅର୍ଦ୍ଧେକ ୨ ଲକ୍ଷ ଟଙ୍କା ମିଳିବ ପ୍ରୋତ୍ସାହନ ରାଶି
୨୧ରୁ ୪୦ ବର୍ଷର ମହିଳାଙ୍କୁ ମିଳିବ ସୁଯୋଗ
ଗାଡ଼ି ନେବାବେଳେ ୧ଲକ୍ଷ ଟଙ୍କା ଦେବ ବାଣିଜ୍ୟ ଓ ପରିବହନ ବିଭାଗ
ବାକି ୯ ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ଆକାରରେ ମିଳିବ
ମହିଳାଙ୍କୁ ସଶକ୍ତ କରାଇବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ‘ଆତ୍ମନିର୍ଭର ମହିଳା
ଆମ ସୁବାହକ’ ଯୋଜନା…