District

ଭାଙ୍ଗ। ଓ ଭଡ। ଦଦର। ଘରେ ଚ।ଲିଛି ଡ।କ ଘର ସେବ।

ସାହାରା ଖୋଜୁଛି ସମ୍ପର୍କର ସେତୁ

ଭଡ଼ା ଓ ଭଙ୍ଗା ଦଦରା ଘରେ ଚାଲିଛି ଡାକ ଘର

ଚନ୍ଦାହାଣ୍ଡି, ୧୧/୧୦: ଏକଦା ଭାବ

ଆଦାନ ପ୍ରଦାନର ମାଧ୍ୟମ ଥିଲା ପୋଷ୍ଟକାର୍ତା ସୁର ଜଣଙ୍କ ମଧ୍ୟରେ ସମ୍ପର୍କର ସେତୁ ଭାବେ କାମ କରୁଥିଲା। ଦୂର ରାଇଜରେ ଥିବା ଆତ୍ମୀୟ ସ୍ବଜନ ଓ ନିକଟ ସମ୍ପର୍କୀୟଙ୍କ ତିଠିକୁ ଆଖି ଲାଖି ରହୁଥିବାରୁ ଗାଁକୁ ଡାଇବାଲା ଆମିରେ ମନରେ ଉନ୍ମାଦନା ଭରି ଯାଉଥିଲା। – ଏବେ କିନ୍ତୁ ସମୟ ବଦଳିଛି। ଡିଜିଟାଲ୍ -ଯୁଗରେ ମୋବାଇଲ୍ ଓ ଇଣ୍ଟରନେଟ୍ ଦ୍ବାରା ଦେଶ, ବିଦେଶରେ ଥିବା ଲୋକଙ୍କ ସହ ଭାବ ବିନିମୟ ହୋଇପାରୁଛି। ମ୍ୟାସେଜ୍ ସହ ଭିଡିଓ କଲ ମାଧ୍ୟମରେ ବାର୍ଭାଳ ହୋଇପାରୁଛି ଫଳରେ ପୋଷ୍ଟ ବାର୍ଡ ସତ୍ତା ହଜାଇବାରେ ଲାଗିଛି। ଗାଁ ରଣ୍ଡାରେ ଆଉ ଡାକବାଲାର ସୁଲ =-ଗୁରୁନଥିବା ବେଳେ ଡାକ ଘର ସମେତ ନାଁ ଖାଁ ସ୍ଥାନରେ ରହିଛି ଲେଟର୍‌ ବକ୍ସ

ସୋସିଆଲ ମିଡିଆ ୟୂରରେ ଯୁବପିଡ଼ି ଚିଠି ଲେଖିବା ସମ୍ପୂର୍ଣ୍ଣ ଭୁଲିଗଲେଣି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି କାରଣରୁ କ୍ଷଣକରେ ଲୋବ ବିନିମୟ ହୋଇପାରୁଛି। କିଛି କଥା, ଅଳ୍ପ

ସମୟର ଦେଖାରେ ସମ୍ପର୍କ ସୃଷ୍ଟି ହେଉଛି: ଯୁବପିଡ଼ି ମଜଳରେ ହଜାର ହଜାର କିମି ଦୂରତାରେ ରହୁଥିବା ବନ୍ଧୁ ତଥା ସମ୍ପର୍କୀୟଙ୍କ

LETTER BIEX

ସହ ଯୋଗାଯୋଗ କରିପାରୁଛନ୍ତି । ଫେ ସବୁଜ, ନାଟଅପ, ଇନଷ୍ଟାଗ୍ରାମ, ଟୁଇଟର ଜଗତିକରଣକୁ ନୂଆ ରୂପ ଦେଇଛି। ଆନିର ଯୁବ ସମାଜ ଏହାକୁ ଖାପ ଖୁଆଇ ଆଗେଲ

ଚାଲିଛନ୍ତି ଯେଉଁଥି ପାଇଁ ପୋଷ୍ଟକାର୍ଡରେ ହାତ ଲେଖା କିଠି ପ୍ରେରଣ ପରମ୍ପରା ପ୍ରାୟତଃ ହନିଗଲାଣି ପୋଷ୍ଟ ଜାର୍ଡ, ଇଂଲଣ୍ଡ ଲେଟରର ବ୍ୟବହାର କମିଗଲାଣି ପୋଷ୍ଟ ଜାର୍ଡ ମନ୍ଦିତ ପୋର୍ଟାଲ ଷ୍ଟମ୍ପ ବେପାଇ ମଧ୍ୟ ବହୁ ମାତ୍ରାରେ କମିଯାଇଛି। ଲେଟର ବକ୍ଟର

ଉପନ୍ୟାସ, କାହାଣୀ ବହି, ନାଟକ ଚନ୍ଦି ପ୍ରତି ଆକୃଷ୍ଟ ହେଉଥିଲେ ବର୍ତମାନ ଯୁଗରେ ଆଣ୍ଡ୍ରଏଡ ମୋବାଇଲ ଓ ଲାପଟପ୍ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି ସରକାର ମଧ୍ୟ ମେଧାବୀ ଛାତ୍ରଛତ୍ରୀଙ୍କୁ ଲାପଟପ୍ ଯୋଗାଇ ଦେଉଛନ୍ତି

ହଜିଗଲାଣି ପୋଷ୍ଟ କାର୍ଡ, ନିରବି ଯାଉଛି ଡାକବାଲା ସ୍ବର – କାଁ ଭାଁ ସ୍ଥାନରେ ଅଛି ଲେଟର ବକ୍ସ, କମୁଛି ଚିଠି ଦେଣନେଣ

ଆବଶ୍ୟକତା ପଡୁନଥିବାରୁ ଏହା ଲୋକଙ୍କ ଆଖିରୁ ଦୂରେଇ ଗଲାଣି ପୋଷ୍ଟ ଅଫିସ କିଛି ନାଁ ଗାଁ ସ୍ଥାନକୁ ଛାଡ଼ିଲେ ଗାଁ ଓ ସହରର ପ୍ରମୁଖ ସ୍ଥାନରେ ଲେଟର ବକ୍ସ ଦେଖିବାକୁ ମିଳୁନାହିଁ। ହାତଲେଖା ଛାଡି କମ୍ପ୍ୟୁଟରରେ ଟାଇପ କରି ଲେଖିବାକୁ ଭଲ ପାଉଛଢି ଯୁବପିଡ଼ି! ଅଧିକାଂଶ ଇଲୋକଟ୍ରୋନିକ୍ସ ଡିଭାଇସରେ ନିଜର ବାର୍ତା ପଠାଉଥିବାରୁ ହାତଲେଖା ଅଭ୍ୟାମ ଆଉ ରହୁନି ଆଗକାଳର ଯୁବପିଡି

ଡିଜିଟାଲ୍ ଇଣ୍ଡିଆର ପ୍ରଭାବ ଚିଠି ପରମ୍ପରାଙ୍କୁ ଫିକା କରିଥିବା ବେଳେ ସରକାର ଅବହେଳାରୁ ଶହ ଶହ ବର୍ଷ ଧରି ସମ୍ପର୍କର ସେଡୁ ସାଜିଥିବା ତାଜଘର ଦୟନୀୟ ସ୍ଥିତିରେ ନବରଙ୍ଗପୁର ଜିଲ୍ଲା ଚନ୍ଦାକାଣି ଚୂଳ ସଦର ମହକୁମା ସମେତ ୧୪ଟି ପଞ୍ଚାୟତରେ ଡାକ ଘର ରହିଛି କିନ୍ତୁ ସରକାର ସରକାରୀ ଗ୍ରହ ଖଣେ ଯୋଗାଇ ଦେଉନଥିବାରୁ ଭଡ଼ା ଏବଂ ଭଙ୍ଗା ଦଦରା ଘରେ ଚାଲିଛି ଡାକ ଘର

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button