District
ବାଲୁଙ୍କେଶ୍ଵର ପେପର ଇଣ୍ଡଷ୍ଟ୍ରିର ଅଗ୍ନିକାଣ୍ଡ ଘଟି ଲକ୍ଷ।ଧିକ ଟଙ୍କାର ପେପର ନଷ୍ଟ
ବାଲୁଙ୍କେଶ୍ୱର ପେପର ଇଣ୍ଡିଷ୍ଟ୍ରିରେ ଅଗ୍ନିକାଣ୍ଡ
ବୁଗୁଡ଼ା ୧୦/୧୦: ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ହରିଶରଣ ପୁର ଗ୍ରାମରେ ଥିବା ଏକ ପେପର ଇଶିଷ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଥିବା ଜଣାପଢ଼ିଛି। ସୂଚନା ମୁତାବଳ ହରିଶରଣ ଗ୍ରାମରେ ଥିବା ବାଲୁଙ୍କେଶ୍ଵର ପେପକ ଇଶିଷ୍ଟ୍ରିରେ ସଟସର୍କିଟି ଯୋଗୁ ଅଗ୍ନିକାଣ୍ଡ ଘଟି ସେଠାରେ ଥିବା ପେପର ପ୍ଲେଟରେ ନିଆଁ ଲାଗିଥିଲା। ନିଆଁ ଲାଗିବା କ୍ଷଣି ପାଖିପାଖି ଲକ୍ଷାଧିକ ଟଙ୍କାର ପେପର ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ବୁଗୁଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ ଆୟକ କରିଥିଲେ ।