District

ଭୁଲ ପ୍ରେସିକ୍ରିପସନ ରେ ରେ।ଗୀ ଙ୍କୁ ଇଞ୍ଜେକସନ୍

ଭୁଲ ପ୍ରେସ୍‌କ୍ରିପସନ୍‌ରେ ରୋଗୀଙ୍କୁ ଇଞ୍ଜେକ୍ସନ

ଡିଏଚ୍ଏଚ୍ ରୋଗୀ ସେବାରେ ଗୁରୁତର ତ୍ରୁଟି

ମନରୁ ଲିଭିନି ଏପଟେ ଜୟପୁରସ୍ଥିତ ଜିଲ୍ଲା ଜୟପୁର, ୮/୧୦: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା ଅବହେଳାରୁ ୫ ରୋଗୀଙ୍କ ମୃତ୍ୟୁ ଘଟଣା ଏ ପର୍ଯ୍ୟନ୍ତ ମୁଖ୍ୟ ଚିକିତ୍ସାଳୟରେ ଭୁଲ ପ୍ରେସ୍‌କ୍ରିପସନରେ ରୋଗୀଙ୍କୁ ପୁଣି ଇଞ୍ଜେକ୍ସନ ଦିଆଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ରୋଗୀ ସମ୍ପର୍କୀୟ ଏଭଳି ଗୁରୁତର ତ୍ରୁଟି ସମ୍ପର୍କରେ ଅବର୍ଗତ ହେବା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଆକର୍ଷଣ କରିଥିଲେ। ଏହି ଘଟଣାର ଆଜି ତଦନ୍ତ ଆରମ୍ଭ ହୋଇଛି। ଡିଏମଓ ଡା. ଦିଲ୍ଲୀପ ବିଶ୍ଵାଳ, ମ୍ୟାନେଜର ରୁପସୀ ନାୟକ, ତଥାଗତ ଶତପଥୀ ପ୍ରମୁଖ ଘଟଣାର ତଦନ୍ତ କରିଥିଲେ।

ତଦନ୍ତ ପରେ ରୋଗୀଙ୍କ ଇଞ୍ଜେକ୍ସନ ପରିବର୍ତ୍ତନ ହୋଇନି କେବଳ ପ୍ରେସକ୍ରିପସନ ପରିବର୍ତନ ହୋଇଥିବା ନେଇ ଏପରି ଅଭିଯୋଗ ହୋଇଛି

ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ: ଡିଏମ୍‌ଓ

ଇଞ୍ଜେକ୍ସନ ନୁହଁ ପ୍ରେସିକ୍ରିପସନ ବଦଳିଛି: କର୍ତ୍ତୃପକ୍ଷ ପି କର୍ଶନ ହୋଇଯାଇଥିଲା।

ବୋଲି କହିଛରି ତଦନ୍ତକାରୀ ଟିମ । ସୂଚନାନୁଯାୟୀ, ମଙ୍ଗଳବାର କୁନି ସାହୁ ନାମକ ରୋଗୀ ଆଶୁ ଚିକିତ୍ସା ବିଭାଗରେ

ଦେଇଥିଲେ। ପରବର୍ତ୍ତୀ ତାଙ୍କ ଥିବା ଡାକ୍ତରଙ୍କ ନିକଟରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ ଡାକ୍ତର ପ୍ରେସ୍‌କ୍ରିପସନରେ ଗ୍ୟାସଟିକ ଇଞ୍ଜେଇକ୍ସନ ନେବାକୁ ପରାମର୍ଶ ସମୟରେ ପ୍ରେସିକ୍ରିପସନ ସମୟରେ ତ୍ରୁଟି ଜଣା ପଡ଼ିବା ପରେ ଜୁନିଙ୍କି ପାଇଁ ଲେଖା ଯାଇଥିବା ଇଷେକ୍ସନ କାହାକୁ ଦିଆଗଲା ତାକୁ ନେଇ ହଡ଼ ବଡେଇ ଯାଇଥିଲେ କର୍ତ୍ତୃପକ୍ଷ । ଅଭିଯୋଗ ପରେ ଖୋଳତାଡ଼ ହେବା ପରେ କର୍ତ୍ତୃପକ୍ଷ ଅଘଟଣକୁ ନେଇ ଚେତିବା ସହ ତ୍ରୁଟି ସଜାଡ଼ିବା ପାଇଁ ପ୍ରୟାସ ଆରମ୍ଭକରିଛନ୍ତି। ତେବେ କାହିଁକି ଏପରି ହେଲା ଏବଂ ଏଥିପାଇଁ ଦାୟୀ କିଏ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button