District

କୋରାପୁଟ ଶ।ବର ଶ୍ରୀକ୍ଷେତ୍ର ରେ ହବିଷାଳୀଙ୍କ ପ।ଇ ଆଶ୍ରୟସ୍ଥଳୀ ଉଦଘାଟିତ

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ପାଇଁ ଆଶ୍ରୟ ସୁଳୀ ଉଦଘାଟିତ

ଶାବର ଶ୍ରୀକ୍ଷେତ୍ର ରେ ହବିଷ୍ଯାଳି ମାନଙ୍କ ପାଇଁ ଆଶ୍ରୟ ସ୍ଥଳୀ ଉଦଘାଟିତ ହୋଇ ଯାଇଛି । ହବିଷ୍ୟାଳି ମାନେ ଏଠାରେ କାର୍ତିକ ମାସ ତମାମ ରହିଛି ହବିଷ କରିବା ସହିତ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସୁଯୋଗ ପାଇବେ। ମନ୍ଦିର ଓ ଚିଲ୍ଲା ପ୍ରଶାସନ ଏହି ଭଳି ପ୍ରୟାସ କୁ ହବିଷ୍ୟାଳି ମାନେ ପ୍ରଶଂସା କରିଛନ୍ତି । କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ କାର୍ତିକ ମାସରେ ହବିଷ୍ୟାଳିଙ୍କ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବିନ। ଶୁଳ୍କ ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ଥକା ଯାତ୍ରା କୁଟୀକ ନିକଟରେ ହବିଷ୍ୟାଳି ମାନଙ୍କ ପାଇଁ ନିଶୁକ୍ତ ସେବାଗୃହ ଉଦ୍‌ଘାଟିତ ହୋଇଯାଇଛି ଓ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ପୂବା ବେଳେ ସମ୍ମାନିତ ଅତିQ ଭାବେ ଜିଲ୍ଲା ପରିଷଦ ମୁଖ୍ୟ ରତ୍ନସ୍ଥଳ ଅଧୁକାରୀ ବେଣୁଧର ଶବର ଓ କୋରାପୁଟ ଢେର ପରିକ୍ଷତ ଅଧକ୍ଷ ଲଲାଟ ଗଞ୍ଜନ ସେଠି ଯୋଗ ଦେଇ ଉଦଘାଟନ କରିଥିଲେ । ହବିଷ୍ୟଳାଙ୍କ ମାନଙ୍କ ପାଇଁ ଶ୍ୱର ଶ୍ରୀକ୍ଷେତ୍ର ରେ ଦିନା ଶୁକ୍ଳ ରେ ରହିବା ଖାଇବା ତା ସହିତ ମନ୍ଦିର ଦର୍ଶନ ସୁବିଧା ମଧୁପ ରହିଛି । କାର୍ତିକ ମାସ ସଭା ଏଠାରେ

ରହି ପୂଜା ଅର୍ଜନା କରିବା ସହିତ ହବିଷ୍ଠ କରିବେ । କ୍ରୂର ଶ୍ରୀକ୍ଷେତ୍ର ରେ ଅଧୁକ ସୁବିଧାରେ ମିଳୁ ଥିବାରୁ ହବିଷ୍ୟାଳୀଙ୍କ ଭିତରେ ଆନନ୍ଦ ଦେଖା ଦେଇଛି ଓ ମନ୍ଦିର ନିକଟରେ ରହି କାର୍ତିକ ମାସ ସଭା ହବିଷ୍ଠ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ବୟସ୍କା ମହିଳାଙ୍କ ପାଇଁ ଆଜି କାର୍ତିକ ମାସର ପ୍ରଥମ ଦିନରୁ ମନ୍ଦିର ପରିସରରେ ଥିବା ଯାୟୀ କୁଟୀର ନିକଟରେ ଥିବା ଦିନା ଶୁକ୍ଳ ରେ ରହିବା ଓ ଖାଇବା ଓ ବ୍ୟବସ୍ଥା କରାଯାଇଛି । ଆଜି ଏହି ଶିବିରର ଉହାଟନ ସମୟ ବେଳେ ସମୁଦାୟ ୧୦୦ ଜଣ ଆବେଦନ କରିଥିବା ଜଣାପଡିଛି ଓ ତେବେ ବିଗନ ବର୍ଷ ଗୁଡିନରେ ଶ୍ରୀକ୍ଷେତ୍ର ପୁରୀ ଯାଇ ହବିଷ କରୁଥିବା ବେଳେ ତୃତୀୟ ଥର

ପର୍ବ ଶବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ରହି କବିଷ କରିବା ଏକ ଅନନ୍ୟ ସୁଯୋଗ ବୋଲି ଶିବିରରେ ମାସ ତମାମ ରହିବା ପାଇଁ ଆସିଥୁବା ବୟସ୍କା ମହିଳାମାନେ ଆନନ୍ଦ ବ୍ୟକ୍ତ କରିଛନ୍ତି କ୍ଷହବିଷ୍ୟାଙ୍କ ମନେ ଏଠାରେ ରହି ନାମ ଜପ କରିବା ସହିତ ବଡି ଭୋର ରୁ ଜଗନ୍ନାଥ ଙ୍କ ଦର୍ଶନ କରିବାରେ ସୁଯୋଗ ପାଇ ପାରିବେ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି ଓ ଦୂତ ଦୁର୍ଗାନ୍ତ ରୂ ଆସୁଥିବା କବିଷ୍ୟଳୀ ମାନେ ଏଠାରେ ଏକ ମାସ ରହିବା ଭିତରେ ନିଜ ନିଜ ଭିତରେ ଏକ ଅମୀୟତା ବଢ଼େ ଯାହା ଗଲା ବେଳକୁ କଷ୍ଟ ହୁଏ ବୋଲି ହବିଷାସୀ ମାନେ କରିଛରି ଓ ହବିଷ୍ୟଳା ମାନଙ୍କ ସ ଯେପରି କୌଣସି

ଅସୁବିଧା ନ ହୁଏ ସେଥି ପ୍ରତି ମନ୍ଦିର ପ୍ରସନ ସବୁ ବେଳେ ଜପୁର ରହିଛି ବୋଲି ମନ୍ଦିର ପରିଚାଳନା କମିଟି କହିଛି ଓ ହବିଷ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଏକ ଡାଇରୀ ନିମ ମଧ୍ୟ ନିୟୋଜିତ କରାଯାଇଛି ! ରହିବା ପାଇଁ ଚେଡ଼, ପାନୀୟ ଜଳ ପାଇଁ ଆନୁସା ଗାର୍ଗ କରାଯାଇଛି । ପ୍ରତି ଭୂମ ରେ ଟିଭି ର ବ୍ୟବସ୍ଥା କେପୁର ରୂ ହବିଷ୍ୟ ମତେ ଏଠାକୁ ଆସିଛନ୍ତି ଓ ଯେଉଁ ମନେ ପୁରୀ ଯାଇ ପାରୁ ନାହାନ୍ତି । ସେମାନେ ଶୂର ଶ୍ରୀକ୍ଷେତ୍ର ରେ ରହି ଜଗନ୍ନାଥ ଙ୍କୁ ଦର୍ଶନ କରିବାରେ ସୌଭାଗ୍ୟ ଲାଭକରୁଛନ୍ତି। ମନ୍ଦିର ଓ ଜିଲ୍ଲା ପ୍ରଶାସନ ର ଏହି ବାଳି ପ୍ରୟାସ କୁ ହବିଷ୍ୟାଳି ମାନେ ପ୍ରଶଂସ କରିଛନ୍ତି। ଯେଉଁ ହବିଷ୍ୟାଳି ମନେ ପୂଜା ଯିବା ପାଇଁ ଇଚ୍ଛା କରୁଥିରେ ଅର୍ଥ ଅଭାବରୁ ସେମନେ ପୁଜା ଯାଇ ପାରୁ ନ ଥିଲେ । ପୁରୀ ଭଳି ଶ।ବର ଶ୍ରୀକ୍ଷେତ୍ର ରେ ହବିଷାଳୀଙ୍କ ମାନଙ୍କ ପଇଁ ବ୍ୟବସ୍ଥା କରା ଯାଇଥିବାରୁ ହବିଷ୍ୟାଳୀ ମାନେ ଶ।ବର ଶ୍ରୀକ୍ଷେତ୍ର ରେ ରେ ମାସ ସଭା ପୂଜା ଅର୍ଚନା କରିବା ସହିତ ଶ୍ରୀକ୍ଷେତ୍ର ଜଗନ୍ନାଥ ଙ୍କୁ ଦର୍ଶନ କରିବାରେ ସୌଭାଗ୍ୟ ଲାଭ କରିବେ। ଯାହାକୁ ନେଇ ହବିଷ୍ୟାଳି ଭିତରେ ଖୁସି ଦେଖା ଦେଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button