District

୩ମ।ସ ହେବ ଅଚଳ ହୋଇ ପଡିଛି ଅକ୍ସିଜେନ ପ୍ଲାଣ୍ଟ

୩ ମାସ ହେବ ଅଚଳ ହୋଇପଡ଼ିଛି ଅକ୍ସିଜେନ୍ ପ୍ଲାଣ୍ଟ

ନବରଙ୍ଗପୁର, ୮/୧୦

ନବରଙ୍ଗପୁର ଜିଲ୍ଲା ସଦର ମହକୁମା ବାଲୁରଖାନା ପରିସରରେ କୋଲିନ୍ ସମୟର ପ୍ରଧାନମନ୍ତୀ ନିଶ୍ଚିନ୍ତ ଅନୁଦାନରେ ଅଲ୍‌ଡେନ୍ ପ୍ଲାଣ୍ଟ ନିର୍ମାଣ ହୋଇଥିଲା। ଜୋଲିକ୍ ସମୟରେ ଯେଉଁ ଅକ୍ସିଜେନ୍‌ ପ୍ଲାଣ୍ଟକୁ ଜୀବନରେଖା ଭାବେ ସ୍ଥାପନ କରାଯାଇଥିଲା, ଯାହା ଏବେ ଅବଳକୋଳ ୩ମାସ ହେବ ଧୂଳି ଖାଇଛି ତଥାପି ମେଶିନ ମରାମତି ହେଇନାହିଁ। ଏହା କନସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରୁଛି! ଜିଲ୍ଲା ସଦର ମହକୁମା ଡାକ୍ତଖାନାରେ ଦିନକୁ ଦିନ ରୋଗୀ ସଂଖ୍ୟା ବହୁଛି! କିନ୍ତୁ ଅକ୍ସିଜେନ୍ ପ୍ଲାଣ୍ଟ ଅଚଳ ହେବାରୁ ବାହ।ରୁ ସିଲିଣ୍ଡର ଆଣି ଚିକିତ୍ସା ଚାଲିଛି। ଏହି ଅବ୍ୟବସ୍ଥା ସେ କେତେବେଳେ ଜୀବନ ମୃତ୍ଯୁ ସଙ୍କଟ ତିଆରି କରିପାରେ

ଜଳାହାଣିରୁ ରିଫିଲିଂ କରି ଅଣାଯାଉଛି ଜମୋ ସିଲିଣ୍ଡର ମାସକରେ ବାହାରୁ ଆସୁଛି ପ୍ରାୟ ୨୦୦ ସିଲିଣ୍ଡର

ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସୁଚନାନୁଯାୟୀ, ୩ ମାସ ହେବ ପ୍ଲାଣ୍ଟ ବନ୍ଦ ହେଲାଣି । କିନ୍ତୁ ପ୍ରଶ୍ନ କର୍ତ୍ତୃପକ୍ଷ ! ଦିନ ତଳେ ମତାମତି ପାଇଁ ଟଙ୍କା ଆବଶ୍ୟକ ବୋଲି ଜିଲ୍ଲାର ସ୍ବାସ୍ଥ୍ୟ ଅଧୁକାରୀଙ୍କ।ରୀଙ୍କୁ ଜଣାଇଛନ୍ତି ଜିଲ୍ଲା ସଦର ମହକୁମା ଡାକ୍ତରଖାନା ୨ ଜଣ ହସିଟାଲ ମ୍ୟାନେଜରଙ୍କର ଏ ଦିଗରେ ନିଦ୍ରା ରହିଲା ନାହିଁ ବୋଲି ଅଭିଯୋଗ ହେଉଛି ଦେବେ ପ୍ଲାଣ୍ଟ ବନ୍ଦ ହେବା ଦିନରୁ ପଡୋଶୀ କଳାହାଣ୍ଡି ଜିଲା ଜୁନାଗଡ଼ରୁ

କମୋ ଅଭିକେନ୍ ସିଭିତ୍ତର ନିମିଲିଂ କରି ଅଣାଯାଉଛି! ଗୋଟିଏ ନିର୍‌ ପାଇଁ ୧୨ ହେ ଗଙ୍ଗା ଓ ପରିବହନ, ଶ୍ରମିକଙ୍କୁ ପ୍ରାପ୍ୟ ଆଦି ଗାଁରେ ଖର୍ଚ ହେଉଛି। ଗୋଟିଏ

ମାସରେ ୨୦୦ ସିଲିଣ୍ଡର ଫିକା ହୋଇ ଜିଲ୍ଲାକୁ ଆସିଲାଣି। ଆକଳନ ଅନୁସାୟୀ ଦୈନିତ ଝିଅକ୍ତିଫେନ୍ସ ଗିଲିଶର ବ୍ୟବହାର ହେଉଛି ପ୍ଲାଣ୍ଟ ମର।ମତିରେ କିଛି ଅର୍ଥ

ବ୍ୟୟ କରାଯାଇ ସରକାରଙ୍କ ବୋଲି ଚର୍ଚ୍ଚା ହେଉଛି। ଏହାର ଆଉ ଏକ ତିନ୍ତାଜନକ ଦିଗ ହେଉଛି ଆପଣ ଖର୍ଚ ଓ ଅଗଷ୍ଟ ଚିଲାନୀ ସରକାରଙ୍କ ଦ୍ବାରା ଉଯେତେ ଅର୍ଥ ବ୍ୟଇ ହେଉଛି, ସେଗୁଡ଼ିକ ଜନସେବାରେ କିପରି ବ୍ୟବହୃତ ହେଉଛି ତାହାର ହିସ୍ତାନ ତିଆଯାଇନାହିଁ। ଅବିଜୟ ଅଗ୍ନିଡେନ୍ ପ୍ଲାଣ୍ଟ ମରାମତି, ଅର୍ଥ ବ୍ୟୟର ଷ୍ଟମୀ ଓ ବାଲିହୀନତା ଉପରେ ଅଭିଯୋଗର ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଏନେଇ ସିଡିଏମ୍ଓ ଡାକ୍ତର ସନ୍ତୋଷ କୁମାର ପଣ୍ଡାଙ୍କୁ ପଚାରିବାରୁ ଅଲ୍‌ଡେନ୍ ପ୍ଳାଣ୍ଟ ମରାମତି ହୁଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧ ସପ୍ତାହ ମଧ୍ୟରେ ଯେମିତି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ସେଥିପ୍ରତି ଗୁରୁ ଦିଆଯାଇଛି ବୋଲି ସେ କହିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button