District

ଘରୋଇ ବସ ଦୁର୍ଘଟଣା ରେ ୧ମୃତ ତିନି ଜଣ ଆହତ

ଘରୋଇ ବସ ଦୁର୍ଘଟଣାରେ ୧ ମୃତ ତିନିଜଣ ଆହତ

ନବରଙ୍ଗପୁର/ର।ଇଘର, ୭/୧୦: ଜଗ କାଳିଆ ନାମକ ଘରୋଇ ବସ ଦୁର୍ଘଟଣାଗ୍ରସ୍ଥ ଜଣେ ମୃତ ତିନିଜଣ ଆହତ କୋରାପୁଟ.. ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ପଞ୍ଚତା ନିକଟ ଦଶମନ୍ତପୂର ଛଳ ନିକଟରେ ସହ ବାଇକ ଆରୋହି ମୁହାମୁହିଁ ଧକ୍କା ଘଟଣା ସ୍ଥଳରେ ବାଇକ୍ ରେ ଥିବା ଜଣେ ଝିଅ ର ମୃତ୍ୟୁ ହେବା ବେଳେ

ବ।ଇକ ରେ ବାପା ମାଆ ଏବଂ ଅନ୍ୟ ଗୋଟିଏ ଝିଅ ଗୁରୁତରା ଗୁରୁତର ଙ୍କୁ କୋରାପୁଟ ବଡ ମେଡ଼ିକାଲ୍ ରେ ଭର୍ତ୍ତି ଜଗା କାଳିଆ ନାମକ ଘରୋଇ ବସ ଟି ଯାହାର ନମ୍ବର ଓଡି ୧୦ ଏମ ୧୧୧୪ ବସ ଟି ଗୁଣୁପୁର ରୁ ଗାଇଘର ପଇଚିପାରା ଆସୁଥିଲା ଘଟଣା ସ୍ଥଳରୁ ବସ ଡ୍ରାଇଭର ଫେରାରା ବର୍ତମାନ ଘଟଣା ସ୍ଥଳକୁ କାଳରିଗୁମା ପୁଲିସ ସହ ଅଗ୍ନିଶମ ବିଭାଗ ପୋହଁଚୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button