District

ସୁଙ୍କି-କୋରାପୁଟ ଏନ ଏଚ ରାସ୍ତା ମରଣାଯନ୍ତ। ପ।ଲଟିଛି

ସୁଙ୍କି-କୋରାପୁଟ ଏନ୍‌ଏଚ୍ ମରଣଯନ୍ତା

କୋରାପୁଟ, ୭/୧୦: କଲବଳ କରୁଛି ମୁହଁ କୋରାପୁଟ ନାତୀୟ ରାଜପଥ ରାସ୍ତା ସାରା ଗର୍ଭ ସୃଷ୍ଟି ହୋଇଛି ଗର୍ଭରେ ଫାଚ୍ ପକାଇଲେ ବି ଗହୁଡି ବର୍ଷା ହେଲେ ଗର୍ଭରେ ପାଣି ଜମି ରହୁଥିବାରୁ ଦୁର୍ଘଟଣ ବଢ଼ୁଛି, ଧୂଳିରେ ଯାତ୍ରା କଲବଲ ହେଉଛନ୍ତି! ଆନ୍ଧ୍ର ଓ ଛତିଶଗଡ଼କୁ ସଂଯୋଗ କରୁଥିବା ୨୬ ନମ୍ବର ଜାତୀୟ ରାଜପଥ ମରଣାପଜ୍ଜା ପାଲଟିଛି । କୋରାପୁଟରୁ ମୁଙ୍ଗି ୬୬ କିମି ରାସ୍ତା ଅତିକ୍ରମ କରିବା ପାଇଁ ଅଦୂରରୁ ୩ ଘଣ୍ଟା ସମୟ କାଗୁଛି କୋରାପୁଟରୁ ମୁନାବେଡ଼ା ମଧ୍ୟରେ ଥିବା ଖରାପ ରାସ୍ତା ନିର୍ମାଣ ପାଇଁ କାମ ଡାକୁ ଗନ୍ଧିଥିଲେ ମଧ୍ୟ ବର୍ଷ ବର୍ଷ ପରେ ହିଁ ସର୍‌ତି କୋରାପୁଟ ମହର ଉପକଣ୍ଠସ୍ଥ ଚେନ୍ ଭାରତ୍ ତଳେ ଥିବା ନାତୀୟ ରାଜପଥରେ ସାମାନ୍ୟ ବର୍ଷା ହେଲେ ପାଣି ଜମି ଗଡ଼ୁଥିବାରୁ ଚାରିଚକିଆ ଯାନ ଗୁଡିକ ଦୁର୍ଘଟଣାଚନ୍ଦ୍ର ହେଉଛି! ସେହିପରି ଲାଗିଗୁଡ଼ାରୁ ଦୁରୁଗୁଡା ଛକ, ଗୋପାଳପୁରରୁ କିମିକା ଛବ,

ମୋହନପଡ଼ା, ମୋନନପଚାରେ ନିର୍ମାଣଧୀନ ଯୋ ସହିତ ମେନପଡ଼ା ଘାଟିରୁ ଗାଟଗୁଡ ପର୍ଯ୍ୟନ୍ତ ରାସ୍ତା ସାର ଖାଲଖମା ହୋଇ

କହିଛି! କୋରାପୁଟରୁ ସୁନାବେଡ। ମଧ୍ୟରେ ୬ଟି ପୋଲ ନିର୍ମାଣ କାମ ଚାଲୁ ରହିଛି। ଏହି ସମସ୍ତ ରାସ୍ତାରେ ଥିବା ଖାଲଖମାରେ ବର୍ଷାରେ ପାଣି ନମୁଥିବା ବେଳେ କୋଲାନ

ଠାଏଁ ଠାଏଁ ଖାଲ, ବଢ଼ୁଛି ଦୁର୍ଘଟଣା

ନଦୀ ଉପରେ ଥିବା ୨ଟି ପୁରୁଣ। ପୋଲ ମଧ୍ୟରେ ଗର୍ଭ ରଖିଥିବାରୁ ବର୍ଷା ହେଲେ, ପାନବାହନ ଚଳାଚଳ ସମୟରେ କଣ୍ଟକର

ହେଉଛି କେବଳ କୋରାପୁଟ ଓ ସୁନାଚେତା ମଧ୍ୟରେ ନୁହେଁ ସେମିଳିଗୁଡ଼ାରୁ ସୁଙ୍କି ରାସ୍ତା ମଧ୍ୟ ମଣନ୍ତା ପାଳଟିଛି ସେମିଳିଗୁଡାରୁ ମୂର୍ଗା ମଧ୍ୟରେ ଚାଲିଆମ୍ବ, ପୂରୀର, ସୁବୁଲି

ପୋଡ଼ାଳଗୁଡ଼ା, ରାଜୁଗୁଡ଼ା ଓ ଟାହିଁଶି ଭଳି ବହୁ ସ୍ଥାନରେ ରାପରେ ଖାଲଖମା ରହିଛି! ବିରାଟ ଗ।ତ ଥିବାରୁ ବର୍ଷା ହେଲେ ପାଣି କମି ଦୁର୍ଘଟଣା ଘଟୁଛି କୋରାପୁଟ ସୁଙ୍କି ରାସ୍ତା ଛତିଶଗଡ଼, ଆନ୍ଧ୍ର ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ଭାରପ୍‌ରତ୍ ଅଟେ ଉକ୍ତ ଗାୟା ଦେଇ ପ୍ରତିଦିନ ଶହ ଶହ ଲୋକ ସ୍ବାସ୍ଥ୍ୟସେବା ଏବଂ ବ୍ୟବସୀୟ ନିମନ୍ତେ ପଡୋଶୀ ଆନ୍ଧ୍ରର ବିଶାଖାପାଟ ଉପରେ ନିର୍ଭର କରିଥାନ୍ତି ଷୋଚନୀୟ ରାସ୍ତା ଯୋଗୁଁ ଦୁଇ ଓ ଚାରିଚକିଆ ଭଳି ଗଢ଼ି ଦୁର୍ଘଟଣାର ଶିକାର ହେଉଛନ୍ତି! ଏହି ଗଆଁ ଗୁଡ଼ିକରେ ନାତୀୟ ରାଜପଥ ବିଭାଗ ପକ୍ଷରୁ ମେଟାଲ ଓ ଡିଷ୍ଟ ଫ୍ୟାନ୍ ପଢାଯାଉଛି

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button