District

ସାଂସଦ ସମୀକ୍ଷ। ବୈଠକ ଅସମ୍ପୂର୍ଣ୍ଣ ପ୍ରକଲ୍ପ ସ।ରୀବ।କୂ ନିଦ୍ଦେର୍ଶ

ସାଂସଦଙ୍କ ସମୀକ୍ଷା ବୈଠକ

ଅସମ୍ପୂର୍ଣ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ନବରଙ୍ଗପୁର ତା-୬/୧୦

କାର୍ଯ୍ୟଳୟ ଅଶୋକ ମେଡେଙ୍ଗା ଅପଲାହରେ ଲୋକସଭା ସାଂସଦ ଙ୍କ ନିଳକ ମାରୀଙ୍କ ଆଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ଅଧ୍ଧତାଙ୍କୁ ଦେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଉଛି! ବୈଠକରେ ମହେଶ୍ବର ସ୍ବାଇଁ, ଅତିରିକ୍ତ ବିଭାପତ (ରାଜସ୍) ବିଡିକ ସର୍ମାନ୍, ମୁଖ୍ୟ ଉ ‌ସନ ଅଧୁକାରୀ (ଜିଲ୍ଲା ପରିଷଦ) କିଛି କାଳାଣ କଉଛୁନ, ଉପଜିବାପାଳ ପ୍ରକଶ ଭୂମାର ମିଶ୍ର କିଏପଓ ଶୁଭେନ୍ଦ୍ର ପ୍ରସାଦ ବେହେରା

ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପ୍ରରମରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରିଥିଲେ । ସଂସଦ

NABARANGPUR

ବଳଭଦ୍ର ମାଝା ଜିଲ୍ଲାରେ ଶିକ୍ଷା, ନିର୍ମାଣ, ଜଳ ସେଚନ ଓ ବିତରଣ, ଶ୍ରମ ପାଳଉସ ଜଳ ଯୋଗାଣ ପ୍ରାଣୀ ସମ୍ପକ, ମନ୍ତ୍ରୀ କୃଷି କାଳିକା ମିଶନ, କନ୍ୟା, ବନବିଭାଗ, ଟେରିଜ୍‌ମ, ଏକଏଡ ବାଇପାସ ଅବଜାରୀ, ରେଳରେ ଉପରେ ସଂପୃକ୍ତ ବିଭାଗୀୟ ଅଧୁକାରୀ ମାନଙ୍କୁ ବିଭିନ୍ନ ଯୋଜନାର ସମାସ, ଏହାର ସହ ରୂପାନ

ଉପରେ ଆଲୋଚନା ସହ ଧାର୍ଯ୍ୟ ଅବଧୂ ମଧ୍ୟରେ କାର୍ଯ୍ୟ ସମ୍ପାଦନ ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ। ନିଜ ବିଭାଗର କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରି ତାର ପରିପୂର୍ଣତା ହାସଲ ପାଇଁ ପଦକ୍ଷେପ ନେବାକୁ ଏ ଅତିଶୀଘ୍ର ଏହାର ପିପିଟି ଡକ୍ୟୁମନ୍ତେସନ ଦାଞ୍ଚଳ ପାଇଁ ନିର୍ଦେଶ ଦେଇଥିଲେ। ପରିଗାଁ କ୍ଲକର ୧୪ ଟି ଗ୍ରାମ ପଞ୍ଚାୟତରେ ବିଭିନ୍ନ ବିଭାଗର

ଯୋଜନାରେ ପରିପୂର୍ଣନ ପାଇଁ ବିଭାର ଅଦ୍ୱାରାଙ୍କୁ ସାଂସଦ ଶ୍ରୀ ମାଝା ନିର୍ଦ୍ଦେଶ ଦେଇଥିଲେ ।

ଶିକ୍ଷା ବିଭାଗ ସମୀକ୍ଷାର ବିଦ୍ୟାଳୟ ଗୁଡିକରେ ଅବଶ୍ୟକ ଶ୍ରେଣୀଗ୍ରହ ଅଭାବ ଶୌଚାଳୟ ବିଦ୍ଯୁତିକରଣ ଓ ପାନୀୟ ଜଳ ବ୍ୟବସ୍ଥା ଉପରେ ପ୍ରଶ୍ନ ସହ ଅତି ଦୁର୍ଗମ ଅଞ୍ଚଳରେ ବିଦ୍ୟାରେ ସହ ଶିକ୍ଷକଙ୍କ ପାଇଁ ଆବାସିକ ବ୍ୟବସ୍ଥା

ଉପରେ ଗୁରୁତ୍ବରୋଗ କରିଥିଲେ। ଜିଲ୍ଲାରେ ମନ୍ତ୍ରୀ ତା ଉପରେ ବିଶେଷ ଗୁରୁତ୍ୱ ଦେଇ ୧୦ ଜଣ ମନ୍ତ୍ରୀ ଚାଷ ପାଇଁ ଆନୁସାଙ୍କୁ ନିହ୍ନଟ ପୂର୍ବନ ଜରେପ୍ରଦେଶର ବାଉ ବାଗୀ ସ୍ଥାନଙ୍କୁ ଡାଲିମ ପାଇଁ ପ୍ରେରଣ କରିବାକୁ ଜିଲ୍ଲା ମନ୍ତ୍ରୀ ଅକାରୀଙ୍କୁ ମହିଥିଲେ । କୃଷି ଉଦ୍ୟାନ,ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ରାଜ ଇତ୍ୟାଦି ବିଭାଗ ମିଳିତ ଭାବରେ ପ୍ରକୃତ ଟାଣା ଓ ସାର ଯୋଗଣ ଉପରେ ଏଇ ଗୋଡ ମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିରେ । ସେନିଭଳି ଶ୍ରମ ବିଭାଗ ଦାଦନ ଶ୍ରମିକ ଗୋଜିବାକୁ ଶ୍ର ଆଇନ ଅନୁସାରେ ତଦନ୍ତ କରି ବିଜାଗାଙ୍କୁ ସହାତା, ବଢାଇରାଜ ବନ୍ଦ କରିବା ଉପରେ ବିଶେଷ ଦୃଷ୍ଟି ଦେବାକୁ ଗଢିତ୍ପରେ । ୧୦୦ ପ୍ରତିଶତ ଗ୍ରାମକୁ ଇଣ୍ଟରନେଟ ସୁବିଧା ପାଇଁ ପଦକ୍ଷେପ ନେବାକୁ ଟେଲିକମ ଅଧୁକାରୀଙ୍କୁ କହିଥିଲେ । ଡଙ୍ଗପୁର ସହର ଦେଇ ଯାଇଥିବା

ଜାତୀୟ ରାଜପଥ ବାଇପାସ୍‌ ଷା ନିର୍ମାଣରେ ଅgର ପାଇଁ ବ୍ୟଦୟା ଉପରେ କଦିଲେ ।

ନିନା ଲାଇସେନ୍‌ ଓ ଦେଆଇନ୍ ଦୃଷ୍ଟାନ୍ତମୂଳର ଦଣ୍ଡବିଧାନ ଓ କେତେ ସଂଖ୍ୟକ କୁଟିଆ ମଦ ବେପାରକୁ ବନ୍ଦ କରେ ତା ଉପରେ ରିପୋର୍ଟ ଦେବାକୁ ଅବକାରୀ ଅସ୍ଵାତାଙ୍କୁ କହିଥିଲେ। ପ୍ରତି ଘଞ୍ଚାୟତ ସେ ମୁଜିକା ସ୍ବାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ କୃଷି ଆଙ୍କୁ କହି ସି.ଟି. ଏମ ଓ ଙ୍କୁ ଚାସ୍ଥ୍ୟ ବିଭାଗ ର ଭିତିଭୂମି ସ୍ଵାସ୍ଥ୍ୟ ଲେଖା ଉପରେ ବିଭିନ୍ନ ପ୍ରଶ୍ନ ପଚାରିଲେ । ଏଥି ସହିତ କୃଷି, ପ୍ରାଣୀ ସମ୍ପଦ, ଉଦ୍ୟନ ମନ୍ତ୍ରୀ ବିଭାଗୀୟ ଅଧ୍ଧରା ଙ୍କୁ କାର, କୃଷି ଗବେଷଣା ପରିଷନ ନିର୍ଦ୍ଦେଶକ ଙ୍କ ସହ ଅନଲାଇନରେ ବିଭିନ୍ନ ପରାମର୍ଶ ଓ ମତ ଅନୁସାରେ କାର୍ଯ୍ୟ ନିର୍ବାହ କରିବାକୁ ସାଂସଦ ଶ୍ରୀ ମାଝା ବ୍ୟବସ୍ଥା କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button