ଭିନ୍ନକ୍ଷମ ମହିଳାଙ୍କୁ ଟେକି ନେବ। ଘଟଣ।,ମହିଳ। ଉଦ୍ଧାର ଡ୍ରାଇଭର୍ ଗିରଫ
ଭିନ୍ନକ୍ଷମ ମହିଳାଙ୍କୁ ଟେକିନେବା ଘଟଣା
ମହିଳା ଉଦ୍ଧାର, ଟ୍ରକ ଡ୍ରାଇଭର ଗିରଫ
ଭଦ୍ରକ, ୫/୧୦: ଭଦ୍ରକ ସହରର ଚରମ୍ପା ଆଞ୍ଚଳରୁ ନିଗ୍ରହ ରାତିରେ ଜଣେ ମାନସିକ ବିକୃତ ମହିଳାଙ୍କୁ ଅପହରଣ କରିନେଇଥିବା ଟ୍ରକ ଡ୍ରାଇଭର ମହମ୍ମଦ ସଦ୍ଦାମ ହୁସେନକୁ ଭଦ୍ରକ ଟାଉନ ଥାନା ପୁଲିସ ଗିରଫ କରିଛି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ସଦ୍ଦମ ବିନ୍ଧାର ଅଞ୍ଚଳର । ଦୀର୍ଘ ବର୍ଷ ହେଲା ସେ କେନ୍ଦୁଝର ଖଣି ଅଞ୍ଚଳରୁ ଖଣିଜ ଦ୍ରବ୍ୟ ଧାମରା ବନ୍ଦରକୁ ଆଣୁଥିଲା। ଗତ ୪ ମାସ ହେଲା ଏହି ଟ୍ରକ ଚଳାଇଥିଲା। ଇତିମଧ୍ୟରେ ସମ୍ପୃକ୍ତ ଭିନ୍ନକ୍ଷମ ମହିଳାଙ୍କୁ ପୁଲିସ ଉଦ୍ଧାର କରିଛି।
ଗତ ମଙ୍ଗଳବାର ରାତି ୧୨ଟା ୫୫ରେ ଚରମ୍ପା ଜାତୀୟ ରାଜପଥରେ ଟ୍ରକ ଛିଡ଼ା କରି ସମ୍ପୃକ୍ତ ମହିଳାଙ୍କୁ ଟେକି ନେଇ ଫେରାର ହୋଇଯାଇଥିଲା।
ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୁଲିସ ମିଳିଥିବା ଭିଜୁଆଲକୁ ନେଇ ତଦତ୍ତ ଆରମ୍ଭ କରିଥିଲା। ତବତ ବେଳେ ଟ୍ରକ ଧାମରାରୁ ବାହାରି କେନ୍ଦୁଝର ଅଭିମୁଖେ ଯାଇଥିବା ଜାଣିବାକୁ ପାଇଥିଲା। ପରେ ଟୋଲ ଗେଟ୍, ଧାମରା ପୋର୍ଟର ତଥ୍ୟ ଓ ଗାଡ଼ି ନମ୍ବର ପାଇ ସରନ ଥାନା ଆଇଆଇସି ପ୍ରଧାଂଶୁ ମିଶ୍ର ସିଧା ଝୁମ୍ପୁରା ଯାଇଥିଲେ । ମାଲିକଙ୍କ ଘରେ ପହଞ୍ଚି ପଚରାଉଚରା କରିଥିଲେ । ସେଇଠୁ ସକାମକୁ ଗିରଫ କରଯାଇଥିଲା । ଟ୍ରକ ଜବତ କରିବା ସହ ମାଲିକ ନିଜ ରଞ୍ଜନ ପ୍ରଧାନଙ୍କୁ ବି ଥାନାକୁ ଦଳାଯାଇଥିଲା । ଆଜି ଟାଉନ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀରେ
ଏଏସ୍ପି ଅରୂପ ଅଭିଷେକ ବେହେରା ଗଣମାଧ୍ୟମଙ୍କୁ କହିଛନ୍ତି, ପୀଡ଼ିତା ମହିଳାଙ୍କୁ ରାତିଆ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ସଦାମ ମହିଳାଙ୍କୁ ନେଇ ରାଜି ଆଠାରୁ କିଛି ଦୂରରେ ରାସ୍ତା କଡ଼ରେ ଛାଡ଼ି ଚାଲି ଯାଇଥିଲା। ଉଦ୍ଧାର ମହିଳା ବଙ୍ଗଳାରେ କଥାବାର୍ତ୍ତା ସମାଜସେବୀଙ୍କୁ ଡାକି ଆଲୋଚନା କରାଯାଇଥିଲା । ଡ୍ରାଇଭର ମନ୍ଦ ଉଦ୍ଦେଶ୍ୟ ରଖି ପୀଡ଼ିତାଙ୍କୁ ଅପହରଣ କରିଥିଲା। ଏପରିକି ମହିଳାଙ୍କ କପଡ଼ା ଖୋଲାଯାଇଥିଲା। ପୀଡ଼ିତାଙ୍କୁ ଧମନଗର ବଧାର ଗୃହକୁ ପଠଯାଇଛି। ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।
ଡ୍ରାଇରର ମହମ୍ମଦ କରୁଛନ୍ତି। ଏଣୁ ବଙ୍ଗଳା ଭାଷା ବୁଝିଥିବା ସଦ୍ଦାମ ହୁସେନ