District

ଇନ୍ଦିରା ବତୀ ଜଳଭଣ୍ଡାର ଟଳମଳ

ଇନ୍ଦ୍ରାବତୀ ଜଳଭଣ୍ଡାର ଟଳମଳ

ନବରଙ୍ଗପୁର, ତା ୫/୧୦ ନବରଙ୍ଗପୁର ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଥ‌ିବା ବେଳେ ଗତ ୪୮ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୭୬୩ ମିମି ବର୍ଷା ରେକର୍ଡ କରାଯାଇଛି ଲଗାଣ ବର୍ଷା ଯୋଗୁଁ ଖାତିଗୁଡାସ୍ଥିତ ସକାଳ ୮ଟା ସୁଦ୍ଧା ଜଳ ଜଳଭଣ୍ଡାର ଜଳସ୍ତର ୬୪୦. 3 ୪୦.୬୭୦ ମିଟ ମିଟରରେ ପହଞ୍ଚୁଛି। ଜଳଭ ନ‌ଭଣ୍ଡାର ଜଳଧାରଣ କ୍ଷମତା ୬୪୨ ମିଟର ଥିବାବେଳେ ଉପରମୁଣ୍ଡରେ ତ ଭାବରେ ଯୋଗୁ ଜଳସ୍ତର କ୍ରମାଗତ ପ୍ରବଳ ବର୍ଷା ଯେ ଅକ୍ଟୋବର ୪ ତା ବଢ଼ିବାରେ ଲାଗିଛି। ଗତବର୍ଷ ତାରିଖରେ ଜଳଭଣ୍ଡାର ଜଳସ୍ତର ୬୩୭.୦୪୦ ) ମିଟର ଅର୍ଥାତ ୬୩ ପ୍ରତିଶତ ବାବେଳେ ଚଳିତ ବର୍ଷ ୮୮.୪ ପ୍ରତିଶତରେ ପହଞ୍ଚୁଛି । ଜଳଭଣ୍ଡାରର ଗେଟ ଖୋଲାଯିବାର ସମ୍ଭାବନା ଥିବାରୁ ଡ୍ୟାମ କର୍ତ୍ତୃପକ୍ଷ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମାଇକ ଯୋଗେ ସଚେତନ ରହିବା ପାଇଁ ସତର୍କ କରାଉଛନ୍ତି।

ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଡ୍ୟାମ କର୍ତ୍ତୃପକ୍ଷ ଲୋକଙ୍କୁ ସତକ କରାଇଲେ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button