District

୫୩୬ ଗ।ଅଁ।ରେ ୨୦୩୦ ବିକାଶ ଯୋଜନା, ଜିଲ୍ଲାପାଳ

୫୩୬ ଗାଁରେ ୨୦୩୦ ବିକାଶ ଯୋଜନା: ଜିଲ୍ଲାପାଳ

ନବରଙ୍ଗପୁର,୪/୧୦

ନବରଙ୍ଗପୁର ଜିଲ୍ଲାର ୫୩୬ ଗାଁର ବିକାଶ ଯୋଜନା ୨୦୩୦କୁ ଗ୍ରାମସଭା ମାଧ୍ୟମରେ ସ୍ବୀକୃତି ମିଳିଛି। ଏ ନେଇ ନବରଙ୍ଗପୁର ଜିଲ୍ଲାପାଳ ଡ.ମହେର ସ୍ବାଇଁ ଶୁକ୍ରବାର ସୂଚନା ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଜିଲାର ୧୦ ବ୍ଲକର ୫୩୬ ଗାଁର ୧ଲକ୍ଷ ୭୮ହଜାର ୧୯୪ ଜନଜାତିଙ୍କୁ ୬ଟି ମୁଖ୍ୟଯୋଜନା ଆଧାର କାର୍କ, ରାଶନ କାର୍ଡ, ଆୟୁଷ୍ଠାନ ନାଉଳ କ୍ରେଟର ଆରତ ବାନ୍ତି

ଜିଲ୍ଲାପାଳ ଏବଂ ଜିଲ୍ଲାଦଦ୍ୱାରୀ

ନବରଙ୍ଗପୁର ଜିଲାପାଳ ସୂଚନା ଦେଇଛନ୍ତି।

ସାମାଜିକ ସୁରକ୍ଷା ଯୋଜନାରେ ଶତପ୍ରତିଶତ ଅନ୍ତର୍ଭୁକ୍ତ କରିବାକୁ ବ୍ୟାପକ ସଚେତନତା ସୃଷ୍ଟି କରି ଶତପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇଛି। ଏଥିପାଇଁ ଜିଲାର ୬୧ଜଣ ବ୍ଳକ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ପରେ ଗ୍ରାମ ଓ ବ୍ଲକ୍‌ସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ୫୩୬ ଗାଁରେ ୨୦ଜଣ ଜନଜାତି ଯୁବକଙ୍କୁ ଚିହ୍ନଟ ସହ ଗ୍ରାମରେ ପଦଯାତ୍ରା, ଗ୍ରାମ ଦୃଷ୍ଟିକୋଣ ଯୋଜନା ୨୦୩୦ ପ୍ରସ୍ତୁତ କରିବା ସହିତ ଆଦିସେବା କେନ୍ଦ୍ର ଖୋଲାଯାଇଛି। ଜିଲାରେ ଆଦିକର୍ମ ଅଭିଯାନ ମାଧ୍ୟମରେ

ପ୍ରତ୍ୟକ ଗାଁରେ ଆଦିପର୍ବ ପାଳନ କରାଯାଇଛି I ଗାନ୍ଧୀ ଜୟନ୍ତୀ ଅବସରରେ ନବରଙ୍ଗପୁର ବ୍ଳକ ଚାରାଗାଁ ପଞ୍ଚାୟତରେ ଜନଜାତି କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶିକା ବର୍ଣ୍ଣାଳି ହେକା ଓ ନବରଙ୍ଗପୁର ଜିଲାପାଳ ଡ.ମହେଶ୍ବର ସ୍ବାଇଁ ପ୍ରମୁଖ ଯୋଗଦେଇ ଲୋକଙ୍କୁ ଆଦିକର୍ମଯୋଗୀ ଅଭିଯାନ ସମ୍ପର୍କରେ ପ୍ରୋସାହିତ କରିବା ସହିତ ଆଦିବେସା କେନ୍ଦ୍ରକୁ ଶୁଭାରମ୍ଭକରିଥିଲେ। ଏଭଳି ଜିଲାର ୫୩୬ ଗାଁରେ ଗ୍ରାମର ବିକାଶ ଯୋଜନା ୨୦୦୧ ମିଳିଛି ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button