District

ଜାତୀୟ ସ୍ତରରେ ପ୍ରଦର୍ଶିତ ହେବ ନବୋଦୟ ବିଦ୍ୟାଳୟ ବିଜ୍ଞାନ ପ୍ରକଳ୍ପ

ଜାତୀୟ ସ୍ତରରେ ପ୍ରଦର୍ଶିତ ହେବ ନବୋଦୟ ବିଦ୍ୟାଳୟ ବିଜ୍ଞାନ ପ୍ରକଳ୍ପ

ତେନ୍ତୁଳିଖୁଣ୍ଟି,୨୫/୯ : ନବରଙ୍ଗପୁର ଜିଲ୍ଲା

ଖାତିଗୁଡା ସ୍ଥିତ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ ଦର୍ଶିତ ସ୍ମାର୍ଟ ଟ୍ରାଫିକ୍ ଅଗ୍ନିମାଇଜେସନ୍ ପ୍ରକଳ୍ପ ଜାତୀୟ ସ୍ତରରେ ପ୍ରଦର୍ଶନ ପାଇଁ ଚୟନ ନ ହୋଇଛି । ଜାତୀୟ ସ୍ତରର ଶିକ୍ଷାଗତ ଅନୁସନ୍ଧାନ ପ୍ରଶିକ୍ଷଣର ପରିଷଦ ପାଇଁ ପାଇଁ ଖାତିଗୁଡା ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ର ଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ ଏହି ପ୍ରକଳ୍ପ ୫୨ତମ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ପାଇଁ ମନୋନୀତ ହୋଇଛି । କମ୍ପ୍ୟୁଟର ବିଜ୍ଞାନ ଅଧ୍ୟାପକ ୱେଇ ପି ସିଂ ଏବଂ ଗଣିତ ବିଜ୍ଞାନ ଅଧ୍ୟାପିକା ମେହେକ ମେହେଲା ଏବଂ ବିଜ୍ଞାନ ଅଧ୍ୟାପକ ଏସ ଏସ ଭୋରାଙ୍କ ନେତୃତ୍ବରେ ଦଶମ ଶ୍ରେଣୀ ଛାତ୍ର ପିୟୁଷ ରୋଏ, ଓଁ ସରକାର, ସ୍ବାଗତ ପଣ୍ଡା, ଯଶମନ୍ତ ନାଗ ପ୍ରମୁଖ ସହରାଞ୍ଚଳ ରେ ସୁପରିକଳ୍ପିତ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ଏହି ପ୍ରକଳ୍ପ ମଡେଲ ପ୍ରସ୍ତୁତ କରିଛନ୍ତି | ଛାତ୍ରଛାତ୍ରୀଙ୍କ ଛାତ୍ରୀଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା କମି ପରିଚାଳନା କମିଟି ଅଧ୍ୟକ୍ଷ ତଥା ନବରଙ୍ଗପୁର ପ୍ରହରାଜଙ୍କ ସମେତ ବିଦ୍ୟାଳୟ ପରିଚାଳନା

ପ।ଇଁ, ବିଦ୍ୟାଳୟ ଅଧ୍ୟକ୍ଷ ଡ.ପ୍ରହରାଜ

ଏବଂ ପ୍ରମସ୍ତ ଅଧାପଳ ଅଧାପିବା ଖୁସି ବ୍ୟକ୍ତ କରିଛନ୍ତି । ନିବୋଦୟ ବିଦ୍ୟାଳୟର ଏହି

ଲୋଚନ ଆଣିବ ବୋଲି କହିଛନ୍ତି ପ୍ରକଳ୍ପ ପ୍ରଦର୍ଶନୀ ଲୋକଲୋ ଅଧ୍ଯକ୍ଷ ଡ. ପ୍ରହରାଜ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button