ଓଡ଼ିଶାକୁ ସମୃଦ୍ଧ କରିବ। ପ।ଇ ସମସ୍ତ ଙ୍କୁ ସଂକଳ୍ପ ନେବ।କୁ ପଡିବ, ମୂଖ୍ଯମନ୍ତ୍ରୀ କହିଲେ
ଓଡିଶାକୁ ସମୃଦ୍ଧ କରିବା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡିବ: ମୁଖ୍ୟମନ୍ତ୍ରୀ
ପଶ୍ଚିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ କରଣ ମାଝୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାର୍ଶ୍ଵରେ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ମେୟର ଏବଂ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀ ସଫେଇ କାର୍ଯ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ ” ଏନ୍ କାର୍ଯ୍ୟକ୍ରମ ଅଧ୍ଧରେ ଗ୍ରାନୀୟ ଦେବୀପାଦହନା ପୁଷ୍କରିଣୀ ନିକଟରେ କୃଷରୋପଣ କରିଥିଲେ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପଣ୍ଡିତ ଦୀନବୟାଲ ଉପାଧ୍ୟାୟଙ୍କୁ ଶୁଦ୍ଧାଞ୍ଜଳି ଅର୍ପଣ କରି ଉଦ୍ବୋଧନ ଦେଇ କହିଥିଲେ ଯେ, ଆଜିର ଦିନଟି ସାଧାରଣ ଦିନ ନୁହେଁ, ଏହା ଆମ ଦେଶର ମହାନ ନିକ, ରାଷ୍ଟ୍ରରର ଓ ଆଦର୍ଶବାଦୀ ନେତାଙ୍କୁ ସ୍ମରଣ କରି ତାଙ୍କ ମୂଲ୍ୟବୋଧ ଓ ନୀତିକୁ ଆଗାମୀ
ପିଢି ସମ୍ମୁଖରେ ଉପସ୍ଥାପିତ କରିବାର ଅବସର ଅଟେ। ଭାରତୀୟ ସାଂସ୍କୃତିକ ବିଚାରଧାରା ସହିତ ସ୍ନା ଅର୍ଥନୈତିକ କିନ୍ତାଧାରାର ପ୍ରସାର କ୍ଷେତ୍ରରେ ଯଦି କାହାର ସର୍ବାଧିକ ଅବଦାନ ଥାଏ ସେ ହେଉଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ। ଏକାମ୍ର ମାନବବାଦରେ ସେ ବିଶ୍ଵାସ କରୁଥିଲେ । ତାଙ୍କର ଚିନ୍ତାଧାରା ଥୁଲା ଅଖ୍ୟାତ ଅର୍ଥାତ ସମାଜର ସବୁଠୁ ଶେଷ ସୀମାରେ ପୂବା ମଣିଷ ପର୍ଯ୍ୟନ୍ତ ରନ୍ଧଡିଗ ଆଲୋକ ପହଞ୍ଚିବା ଆବଶ୍ୟକ । ଦୀନବଯାଇଙ୍କ ଆଦର୍ଶଙ୍କୁ
ସାଥେୟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀ ଦେଶରେ କୁଶାସନ ପ୍ରତିଷ୍ଠା କରିଥିଲେ | ସାମ୍ପ୍ରତିକ ପରିସ୍ଥିତିରେ ପଣ୍ଡିତ ଚୀନଯାଇଙ୍କ ସବୁଠାରୁ ବଡ ଉପାସକ ହେଉଛନ୍ତି ସଶ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମ ଯୋଜନା ସମାଜର ଶେଷ ପାହଚରେ ପୂଜା ଗରିକ ଓ ନିଃସହାସଙ୍କ ପ୍ରତି ସର୍ଗୀକୃତ | ପ୍ରଥମେନ୍ତ୍ରୀ କହିଥିଲେ ଯେ, ପଣ୍ଡିତ ଦୀନଦୟାଲଙ୍କ ଏହି ମହାନ ନିନ୍ତାଧାରା ଅନ୍ତୋଦୟ ଆଧାରରେ
ଆମେ ସମାଜର ଶେଷ ଧାଳିରେ ଥିବା ଲୋକ ପାଖରେ ସମସ୍ତ ମୌଳିକ ସୁବିଧା ପହଞ୍ଚାଇବା ପାଇଁ କାର୍ଯ୍ୟରତ ଅଛି । ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିରେ ଆଜି ‘ଏକ ଦିନ, ଏନ ଘଣ୍ଟା, ଏକା ସଥରେ ଆମେ ଏଠାରେ ଏକତ୍ରିତ ହୋଇଛୁ । ଏହା ଆମ ପାଇଁ ସଂକର ଅବସର । ଓଡିଶାକୁ ସମୃଦ୍ଧ ଓଡିଶା ଓ ନୂଆ ଓନିଶାରେ ପରିଣତ କରିବା ପାଇଁ ଆମ ସମସ୍ତଙ୍କୁ ଆଜି ସଂଖ୍ୟା ନେବାକୁ ପଢିବା ଗୃହତା କ୍ଷେତ୍ରରେ ସମସ୍ତଙ୍କୁ ଅଧୁକ ସବେତନ କରାଇବାର ଆବଶ୍ୟକତା
ରହିଛି । ସଫେଇ କ୍ଷେତ୍ରରେ ଦେଶର ପ୍ରଥମ ତିନୋଟି ସ୍ଥାନରେ ରହିବା ପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟକରିବାକୁ ପଡିବ । ଆଗାମୀ ଦିନରେ ଅବର୍ଜନୀରୁ କୋଇଲା ଏବଂ କୋଇଲାରୁ ଶକ୍ତି ଉତ୍ପାଦନ କରିବା ପାଇଁ ଆମର ଯୋଜନା ରହିଛି । ରାଜ୍ୟବାସୀଙ୍କ ଉତ୍ସାହ, ଆଗ୍ରହ ଓ ସହଯୋଗ ବଳରେ ‘ ଏକ ପେଚ ମା ଜେ ନାମ 9.0 ଅଭିଯାନରେ ଆମେ ଧାର୍ଯ୍ୟ ଲକ୍ଷ୍ୟର ନିକଟବର୍ତ୍ତୀ ହୋଇସାରିଲୁଣି । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାରତବର୍ଷରେ ଓଡିଶାର ସ୍ବତନ୍ତ୍ରତା ରହିଛି । ତେବେ ସ ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉତ୍ତୟନ ମନ୍ତ୍ରୀ ଡ. କୃଷ୍ଣଚକୁ ମହାପାତ୍ର, ଏକାମ୍ର-ଭୁବନେଶ୍ୱର ବିଧାୟକ ନାଡୁ ସିଂ, ଭୁବନେଶ୍ଵର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, କର୍ପୋରେଟର ବୃନ୍ଦ, ସମାଜସେବୀ ଜଗନ୍ନାଥ ପ୍ରଧାନ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଭୁବନେଶ୍ଵର ମହାନଗର ନିଗମତ କମିଶନକ ଶ୍ରୀ ବଞ୍ଚକ ଜାଣା ସ୍ଟାରତ ଭାଷଣ ଦେଇଥିଲେ।