ନବରଙ୍ଗପୁର ଜିଲ୍ଲାର ମ। ଭଣ୍ଡାର ଘରଣୀଙ୍କ ଙ୍କ ଶାରଦୀୟ ନବରାତ୍ରୀ ପୂଜା
ନବରଙ୍ଗପୁର ଜିଲ୍ଲାର ଅଧୂଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ଶାରଦୀୟ ନବରାତ୍ର ପୂଜା
ନବରଙ୍ଗପୁର, ୨୫/୯: ନବରଙ୍ଗପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ଶାରଦୀୟ ନବରାତ୍ର ପୂଜା ଅ।ଜି ଠାରୁ ମହା ସମାରୋହ ରେ ଆରମ୍ଭ ହୋଇଛି ଆଜି ଠାରୁ ମାଁ ଙ୍କ ଦଶହରା ପୂଜା ଅ।ରମ୍ଭ ହେଉଥିବାରୁ ମାଁ ଙ୍କ ପାଟଖଣ୍ଡା ସର୍ବ ସାଧାରଣ ଙ୍କ ଦର୍ଶନ ପାଇଁ ବାହାର କରାଯାଇଛି । ମାଁ ଭଣ୍ଡାର ଘରଣୀ ଙ୍କ ପ୍ରତୀକାମୂକ ପାଟ ଖଣ୍ଡା ପୀଠ ରେ ବିରଜମାନ ପୂର୍ବକ ଭକ୍ତ ଙ୍କୁ ଦର୍ଶନ ଦେବେ ପଶ୍ଚିମାମୁଖୀ ମାଁ ଭଣ୍ଡାରଘରଣୀ ନବରାତ୍ରି ରେ ପୂର୍ବାମୁଖୀ ହୋଇ ପାଟଖଣ୍ଡା ରୂପେ ଦର୍ଶନ ଦେବେ ଦିନରେ ପାଗ ଠିକଠାକ ଥିଲା ବେଳେ ସନ୍ଧ୍ୟାରୁ ଝିପି ଝିପି ପାର୍ବଣ ଋତୁର ପ୍ରଥମ ଦିନ କୁ ଧୋଇ ଦେଲା । ନବରଙ୍ଗ ପ୍ର ଜିଲ୍ଲାର ଏକ ମାତ୍ର ଶକ୍ତି ପୀଠ ମା ଭଣ୍ଡ ର ଘ ର ଣୀ ଧୂମଧାମରେ ନବ ଦିନ ଯାତ୍ରା ବା ଦଶହରା ପାଳନ କରାଯାଏ କିମ୍ବଦନ୍ତୀ ରହିଛି ମା ଙ୍କ ମୂଳ ପୀଠ ହେଉଛି।ରାଜା ରାଜୁଡା ସମୟର ରାଜଧାନୀ ଜଗନ୍ନାଥପୁର ରେ ମା ଭଣ୍ଡାର ଘରେ ପୂଜା ପାଇଁ ସୁରକ୍ଷା ଦେଉଥିଲେ, କାଳକ୍ରମେ ନବରଙ୍ଗପୁର ରାଜଧାନୀ ଉଠିଅ।ସିଲା ମାଙ୍କୁ ରାଜା ଏହିଠାରେ ପାଟଖଣ୍ଡା ରେ ପ୍ରତିଷ୍ଠା କରି ପୂଜା କଲେ ସେହି ସମୟରୁ ଦଶହରା ରେ ମା ପୂଜା ପାଇଁ ଅ।ସୁଛନ୍ତି ଅଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ଦିନ ଠାରୁ ମାଁ ଙ୍କ ବିମାନ ରେ ପାଟଖଣ୍ଡା ଙ୍କୁ ରଖ୍ ବାହାର କରାଯାଇ ମାଁ ଭଣ୍ଡାର ଘରଣୀ ଙ୍କ ଅସ୍ତ୍ରଶସ୍ତ୍ର ସହ ଅନ୍ୟାନ୍ୟ ଆଭୂଷଣ କୁ ମାଜଣା ପାଇଁ ବାହାର କରାଯାଇଥାଏ । ଧୂପ, ଘଣ୍ଟଘଣ୍ଟା, ଢୋଲ,
ବିମାନ ରେ ପାଟ ଖଣ୍ଡା ବାହାରି ଦାରୁ ବନ୍ଧ ରେ ପହଂଚିଥିଲେ। ଙ୍କ ସହ ଅନ୍ୟାନ୍ୟ ସେବକ ମନେ ପାଟଖଣ୍ଡା ଙ୍କ ମାଜଣା କରିଥିଲେ ସମସ୍ତ ଅସ୍ତ୍ରଶସ୍ତ୍ର ଓ
ରୀତିନୀତି ରେ ପୂଜକ ପୂଜାର୍ଚ୍ଚନା କରିଥିଲେ। ସେଠାରେ ମାଁ ଙ୍କ ପାଟଖଣ୍ଡା ଅସ୍ତ୍ର ଶସ୍ତ୍ର ସହିତ ମନ୍ଦିର କୁ ପ୍ରୟାବର୍ତ୍ତନ କରିଥିଲେ। ପୂଜକ ବିମାନ ରୁ ପାଟଖଣ୍ଡା କୁ ବାହାର କରି ବାହାର ବେଢାରେ ସ୍ଥାପିତ କରିଥିଲେ ଆଳି ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ମାଁ ପାଟଖଣ୍ଡା ରୂପେ ସର୍ବ ସାଧାରଣ ଙ୍କୁ ଦର୍ଶନ ଦେବେ। ମାଁ ଭଣ୍ଡାର ଘରଣୀ ଅ।ଜି ଠାରୁ ଷଷ୍ଠୀ ପର୍ଯ୍ୟନ୍ତ ଋରି ଧୂପ ରେ ଓ ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ପାଞ୍ଚ ଧୂପରେ ପୂଜା ପାଇବେରାଜ ପରିବାର ସଦସ୍ୟ ଙ୍କ ଦ୍ଵାରା ଶୁଭ ଖୁଣ୍ଟି ପ୍ରତିଷ୍ଠା ପରେ ମହାଦୀପ ପ୍ରଜ୍ବଳନ କରିବା ପରେ ମାନସିକ ଧାରୀ ମାନଙ୍କ ଦୀପ ପ୍ରଜ୍ଜ୍ଵଳନ କରାଯାଇଥାଏ
ମା ଙ୍କ ଦର୍ଶନ ପାଇ ଭାବ ବିହ୍ବଳ ହୋଇ ଉଠିଛନ୍ତି । ଭକ୍ତ ଏହି ସାବରୀ ତନ୍ତ୍ର ପୀଠ ରେ ମା ଙ୍କୁ ଯାହା ମନାସିଲେ ତାହା ମିଳିଥାଏ ବୋଲି ସମସ୍ତଙ୍କ ମନରେ ଗଭୀର ବିଶ୍ଵାସ ଧରା ପୃଷ୍ଠ ରେ ମା ଙ୍କ ଆଗମନ କୁ ନେଇ ଚଳ ଚଞ୍ଚଳ ହୋଇ ଉଠିଛି ।ଗାଁ ଠୁ ସହର ଅ।ଉ ଏହି ପୀଠ ରେ ଭକ୍ତ ଙ୍କ ବିପୁଳ ସମାଗମ କୁ ଦୃଷ୍ଟି ଅ।ଗରେ ରଖ୍ ଭକ୍ତଙ୍କ ସୁବିଧା ସକାଶେ ସମସ୍ତ ପ୍ରସ୍ତୁତି କରିଛି ।ମନ୍ଦିର କମିଟି ଓ ପ୍ରଶାସନ ବିଜୟା ଦଶମୀରେ ଲାଖ ବିନ୍ଧା ଯାତ୍ରା ସହ ଶାରଦୀୟ ନବରାତ୍ରି ଉତ୍ସବ ଶେଷ ହେବ ନବରାତ୍ରି ଉପଲକ୍ଷେ ମାଁ ଙ୍କ ପୀଠ ରେ ଏଗାର ଶହ ଶହେ ଷହଳ ଦୀପ ଲାଗିଥିବା ବେଳେ ଭକ୍ତ ମଧ୍ୟ ମା ଙ୍କ ପୂଜା ପ୍ରାରମ୍ଭ କୁ ନେଇ ଉତ୍ସାହିତ ଅଛନ୍ତି। ଜିଲ୍ଲାରେ ଅନେକ ପୀଠ ରେ ଦଶହରା ପାଳନ ହେଉଥିଲେ ମଧ୍ୟ ନବରଙ୍ଗପୁର ସହରରେ ଥିବା ମା ଭଣ୍ଡାଘରଣୀ ଶକ୍ତି ପିଠ ପ୍ରସିଦ୍ଧ ଏଣୁ ଦଶହରା ରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଅଶନ୍ତି l