୩ବର୍ଷ ପରେ ଧର। ପଡିଲେ ୨ ଅଭିଯୁକ୍ତ
୩ ବର୍ଷ ପରେ ଧରା ପଡ଼ିଲେ ୨ ଅଭିଯୁକ୍ତ
ପୋଲିସ ଉପରକୁ ତୀରମାଡ଼ ଘଟଣା
ମୋରଡ଼ା,୨୫/୯
ମୟୂରଭଞ୍ଜ ଜିଲ୍ଲା ମୋରଡା ପୋଲିସ ଉପରକୁ ତୀର ର ମାଡ଼ ଘଟଣାରେ ରେ ବୁଧବାର ପୋଲିସ ୩ ବର୍ଷ ପ ପରେ ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦ୍ବୟ ହେଲେ ଟିଆଁସି ଗ୍ରାମର ସୁବାସ ଚନ୍ଦ୍ର ମଲ୍ଲିକ ଏବଂ ବଟୁଆ ମଲ୍ଲିକ।
ସୂଚନା ଅନୁଯାୟୀ, ୨୦୨୨ ଅଗଷ୍ଟ ୨୬ ତାରିଖ ଅପରାହ୍ଣ ୫ଟା୨୫ ମିନିଟ ସମୟରେ ଏକ ମାମଲାକୁ ନେଇ ମୋରଡା ଥାନାରେ କାର୍ଯ୍ୟରତ ଏସ୍ଆଇ ପ୍ରକାଶଚନ୍ଦ୍ର ପଣ୍ଡା, ଏଏସ୍ଆଇ ମଞ୍ଜୁଲତା ବେହେରା, ହୋମଗାର୍ଡ } ସୁରେନ୍ଦ୍ରନାଥ କଲିଆ, ହରେକୃଷ୍ଣ ମହାନ୍ତ ନ୍ତ, ତୀନା ବିହେରା ପ୍ରମୁଖ ଟିଆଁସି ସାରଥୀ ମଲ୍ଲିକ, ସୁବାସ ଚନ୍ଦ୍ର ମଲ୍ଲିକ, ବଟୁଆ ମଲ୍ଲିକ ପୋଲି
ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ପୋଲିସ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ଯ ଉକ୍ତ ୩ଜଣ କିଛି ନ ଶୁଣି ଜଙ୍ଗଲ ଭିତରକୁ ଯାଇ ପୋଲିସ ଉପରକୁ ତୀର ମାଡ଼ କରିଥିଲେ। ଏଥ୍ ସହିତ ଟେକା ପଥର ମଧ୍ୟ ଫିଙ୍ଗିଥିଲେ । ଏହି ଘଟଣାରେ ଏସ୍ଆଇ ପଣ୍ଡାଙ୍କ ସହିତ ୩ଜଣ ହୋମଗାର୍ଡ ଗୁରୁତର ହୋଇଥିଲେ। ଏନେଇ ମୋରଡା ଥାନାରେ ନଂ.୨୨୩/୨୨ରେ ଏକ ମାମଲା ରୁଜୁ ହୋଇଥିଲା। ଘଟଣା ପରେ ସାରଥୀ, ସୁବାସ ଓ. ବଟୁଆ ଫେରାର ଥିଲେ। ବୁଧବାର ମୋରଡା ଥାନା ଅକାରୀ ସୁମିତ କୁମାର ସୋରେନ, ଚିତ୍ରଡ଼ା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକଙ୍କ ସହିତ ମିଳିତ ଯାଇ ଇ ସୁବାସ ଓ ବଟୁଆଙ୍କୁ ଗିରଫ କରିଥିଲେ। ତେବେ ସାରଥୀ ଧରିତ୍ରୀ ମୋରକ୍ତରେ ଲୁଚି ଯିବାରୁ ଧଗା ମାରିଦେବାର ଧମକ ଦେବା ସହିତ ପଡ଼ି ନ ଥୁବା ପୋଲିସ କହିଛି।