
କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଗୁଣ୍ଟାପୁଟ ପଞ୍ଚାୟତର ମାଝିପୁଟ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ, ଯାହା 1972ରେ ସ୍ଥାପିତ ହୋଇଥିଲା ହେଲେ ଆଜିକୁ ୫୦ ବର୍ଷ ପରେ ମଧ୍ୟ ଯଥେଷ୍ଟ ଶିକ୍ଷା ଗୃହର ଅଭାବରେ ପିଲାମାନେ ବାରଣ୍ଡାରେ ବସି ପାଠ ପଢ଼ିବାକୁ ବାଧ୍ୟ। ହେଉଛନ୍ତି ହେବାକୁ ନେଇ ଅଭିଭାବକ ଏବଂ ଅଞ୍ଚଳ ବାସୀମାନେ କହୁଛନ୍ତି ବିଦ୍ୟାଳୟରେ ଗଦାମ ଘର, ରୁଷାଆ ଘର, ପଢ଼ା ଘର ସହିତ ମୂଳ ଆବଶ୍ୟକ ସୁବିଧାର ଅଭାବ ଦୀର୍ଘ ଦିନ ଧରି ରହିଛି ବ୍ଲକ, ଜିଲ୍ଲା ଓ ରାଜ୍ୟ ପ୍ରଶାସନଙ୍କୁ ଅନୁରୋଧ କରାଗଲେ ମଧ୍ୟ ସମାଧାନ ହୋଇନାହିଁ।
ପିଲାଙ୍କ ଶିକ୍ଷାର ଗୁଣୋତ୍ତରାଣୀ ପ୍ରଭାବିତ ହେଉଛି। ଅଞ୍ଚଳବାସୀଙ୍କ ପ୍ରଶ୍ନ କେବେ ସରକାର ଦୃଷ୍ଟି ଦେବେ? କେବେ ନୂଆ କ୍ଲାସ୍ରୁମ ନିର୍ମାଣ ହେବ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅପେକ୍ଷା କରୁଛନ୍ତି।

