DistrictEducationKoraputOdisha

ଉପର ମାନିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ।

ଦାମନଯୋଡି, ୧୮/୦୯: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ପାକୁଝଲା ଗ୍ରାମପଞ୍ଚାୟତ ଆଜି ଉପର ମାନିଆ ଜୟପ୍ରକାଶ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ପେଡ୍ ମା ନାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।

ବିଦ୍ୟାଳୟ ସଭାପତି, ପ୍ରଧାନଶିକ୍ଷକ ସହ ସମସ୍ତ ଶିକ୍ଷକମାନେ ଉପସ୍ଥିତ ରହିଥିଲେ। ପ୍ରାୟ ୨୦୦ରୁ ଅଧିକ ବୃକ୍ଷ ରୋପଣ କରାଗଲା।

ଛାତ୍ରଛାତ୍ରୀମାନେ ମଧ୍ୟ ସକ୍ରିୟ ଭାବେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ସନ୍ଦେଶ ନିମନ୍ତେ ବୃକ୍ଷ ରପଣ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ୭୫ ବର୍ଷ ପୁରୁତିରେ ଆଜି ମୋଦିଜୀ ଙ୍କ ଆଭାନ୍ କ୍ରମେ ଲୋକଙ୍କୁ ସଚେତନତା କରିବା ଜରୁରି ବୋଲି ଭାରତ ଦେଶରେ ପାଳନ କରିଛନ୍ତି ।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button