DistrictKoraputOdisha

ଏକାଡେମୀ ବିଦ୍ୟାଳୟ ପରିସରରେ ମେଗା ଚାରା ରୋପଣ କାର୍ଯ୍ୟକ୍ରମ

ଲମତାପୁଟ, ୧୭/୦୯ ଲମତାପୁଟ ଆଶାକିରଣ ନିକଟ ଏକାଡେମୀ ବିଦ୍ୟାଳୟ ପରିସରରେ ମେଗା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ବିଦ୍ୟାଳୟ ଅଧକ୍ଷା ସୁସାନ ମାଥିଉ ଓ ବିଦ୍ୟାଳୟ ର କର୍ମଚାରୀ ତଥା ବିଦ୍ୟାଳୟ ର ଛାତ୍ର ଛତ୍ରୀ ମାନେ ଯୋଗଦାନ କରିଥିଲେ!

ଉଦ୍ୟାନ ବିଭାଗ କ୍ଷେତ୍ରକର୍ମଚାରି ଶ୍ରୀ ମନ ପୂଜାରୀ ଉପସ୍ଥିତ ରହି ବୃକ୍ଷ ରୋପଣ ର ଉପକାରିତା ସମ୍ପର୍କ ରେ ଛାତ୍ର ଛତ୍ରୀ ମାନଙ୍କୁ ବୁଝାଇ ଥିଲେ!ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସର ରେ ଏହି ଚାରା ରୋପଣ ଲମତାପୁଟ ବ୍ଲକ ର ଖାଡ଼ପୁଟି ତୁଷୁବା ସାହୁପୁଟ ବିରୁଡିପୁଟ ଠାରେ ଛ ହଜାର ଚାରା ରୋପଣ କରାଯାଇଛି ବୋଲି ବିଭାଗୀୟ ତରଫରୁ ସୂଚନା ମିଳିଛି!
ଏକ ପେଡ ମା କେଲିଏ

Sudarsan Rana (Block Reporter) Lamtaput

Related Articles

Leave a Reply

Your email address will not be published. Required fields are marked *

Back to top button