District

ବରିଷ୍ଟ ନାଗରିକ ସଂଘ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ଦ।ବିପତ୍ର ପ୍ରଦାନ

ବରିଷ୍ଟ ନାଗରିକ ସଙ୍ଘ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର ,,୧୫/୯/୨୫ ବରିଷ୍ଟ ନାଗରିକ ସଂଘ ନବରଙ୍ଗପୁର ର ନିର୍ବାହୀ କମିଟି ର ସଭ୍ୟମାନେ ନବରଙ୍ଗପୁର ସହର ର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ସେଗୁଡାକ ହେଲା ୧.ଶ୍ମଶାନ ନବୀକରଣ ୨.ସହର ର ରାସ୍ତା ଉନ୍ନତି କରଣୀ ସହର ମୁଖ୍ୟ ରାସ୍ତା ପାର୍ଶ୍ବ ମାନଙ୍କ ରେ ମୁଦ୍ରା ଶୟ ନିର୍ମାଣ ୪.ସହର ମୁଖ୍ୟ ରାସ୍ତାରେ ଯାନବାହାନ ସଂଚାଳନ ନିୟନ୍ତ୍ରଣ ୫.ଆମିଷ ବଜାର ସ୍ଵଚ୍ଛତା ଉପରେ ପଦକ୍ଷେପ ୬.ସଦର ମହକୁମା ରେ ମେଡିକାଲ କଲେଜ ସ୍ଥାପନ ୭. ଯାନବାହାନ ଚଳାଚଳ ସଂକେତ ପଦ୍ଧତି ଲାଇଟ ର ବ୍ୟବସ୍ଥା ସଂଘ ର ସଭାପତି ଶ୍ରୀ ରାଧାନାଥ ବେହେରା ଉପ ସଭାପତି ଚନ୍ଦ୍ର କୁମାର ଆଚାର୍ଯ୍ୟ ସାଧାରଣ ସମ୍ପାଦକ ବି. ରାମ ମୂର୍ତ୍ତି ପଟନାୟକ ସମାଜ ସେବୀ ଓ ସଂଘ ର କୋଷାଧକ୍ଷ ଶ୍ରୀ ଜଗନ୍ନାଥ ମହାପାତ୍ର ଓ ବରିଷ୍ଠ ନାଗରିକ ଶ୍ରୀ ସୁବାସ ଚନ୍ଦ୍ର ସୁଗ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ଏହାର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରିଥିଲେ । ଜଗନ୍ନାଥ ମହାପାତ୍ର

ଜିଲ୍ଲାପାଳ ଙ୍କୁ ଉତ୍ତାରିଏ ପ୍ରଦାନ କରି ସମ୍ମାନ ଜଣାଇ ଥିଲେ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button