District

ର।ଇଘର ଜିଲ୍ଲା ର ମୁଖ୍ଯ ରାସ୍ତା ଉପରେ ଭ।ଲୁ ବୁଲୁଛି

ରାସ୍ତା ଉପରେ ଭାଲୁ

ରାଇଘର, ତା ୧୫/୯

ନବରଙ୍ଗପୁର ଜିଲ୍ଲା ଉମରକୋଟ-ରାଇଘର ମୁଖ୍ୟ ରାସ୍ତାର ମଧ୍ୟସ୍ଥଳରେ ପୁଣି ଭାଲୁ ଦେଖ‌ିବାକୁ ମିଳିଛି। ଦୀର୍ଘ

ଦିନ ଧରି ଏହି ଭାଲୁ ଜଙ୍ଗଲ ମଧ୍ୟରେ ଘୁରି ବୁଲୁଥିବା ବେଳେ ମଝିରେ ମଝିରେ ମୁଖ୍ୟ ରାସ୍ତାକୁ ଚାଲି ଆସୁଛି। ଭାଲୁ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ସହ ରାସ୍ତାରେ ଯାତାୟତ କରୁଥିବା ପଥଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ପ୍ରକାଶଥାଉ କି ଭାଲୁଟି ଜଙ୍ଗଲ ମଧ୍ୟରେ ଘୁରି ବୁଲୁଛି। ଅନେକ ସମୟରେ ରାସ୍ତାକୁ ଉଠିଆସିବା ସହ ସ୍ଥାନୀୟଅଞ୍ଚଳରେ ଥିବା ମକା ଓ ଧାନ ବିଲ ଭିତରେ ଲୁଚି ରହୁଛି। ବନ ବିଭାଗ ଏହା ଉପରେ ଗୁରୁତ୍ବ ତ୍ବ ଦେଇ ଧାରଣରେ ଦାବି ଭାଲୁ ଘଉଡ଼ାଇବାକୁ ସାଧାରଣରେ ହେଉଛି। ଅପରପକ୍ଷରେ ରାଇଘର ବ୍ଲକ ସୀମାନ୍ତ ଅଞ୍ଚଳରେ ହାତୀପଲ ଆତଙ୍କ ଯୋଗୁଁ ଅନେକ ଫସଲ ନଷ୍ଟ ହେଉଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button