ସମୂହ ଛୁଟିରେ ଯ।ଇ ଆନ୍ଦୋଳନ ରେ ସ।ମିଲହେବ।କୁ ଚେତ।ବନୀ
ସମୂହ ଛୁଟିରେ ଯାଇ ଆନ୍ଦୋଳନରେ ସାମିଲହେବାକୁ ଚେତାବନୀ
ନବରଙ୍ଗପୁର,୧୪/୯
ଓଡ଼ିଶା ସରକାରୀ ହାଇସ୍କୁଲ ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ ନବରଙ୍ଗପୁର ଜିଲ୍ଲା ପକ୍ଷରୁ ଏକ ପ୍ରତିବାଦ ସଭା ଓ ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ତପନ ସୁମାର ଖୁଣ୍ଡିଆ ଓ ଜିଲା ଶିକ୍ଷା ଅଧୁକାରୀ ଛତ୍ରପତି ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ! ୨୦୦୪ରୁ ୨୦୧୩ ମଧ୍ୟରେ ଓଡ଼ିଶାର ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତ ଠିକା ଶିକ୍ଷକଙ୍କ ୬ ବର୍ଷର ପିଲା ଚାକିରିକୁ ମୂଳ ଚାକିରିରେ ଗଣନା କରିବା ସହ ୬ଟି ନ୍ୟାସନାଲ ଇନକ୍ରିମେଣ୍ଟ ଯଥା ଶୀଘ୍ର ପ୍ରଚୀନ କରିବାକୁ ଦାବି ହୋଇଛି। ଦାବି ପୂରଣ ନ ହେଲେ ଆଗାମୀ ୨୨ ସେପ୍ଟେମ୍ବରରେ ଭୁବନେଶ୍ଵର ଲୋୟର ପିଏମୂଳିରେ ହେବାକୁ ଥିବା ରାଜ୍ୟସ୍ତରୀୟ ଆନ୍ଦୋଳନରେ ସମସ୍ତେ ସମୂହ ଛୁଟିରେ ଯାଇ ଯୋଗଦେବେ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ଦାବିପୂରଣ ନହେବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ଜଲା ସଂଘ ସଭାପତି ନଳିନୀକାନ୍ତ ପାତ୍ର,
ଅତିରିକ୍ତ ଜିଲାପାଳ ତପନ କୁମାର ଖୁଣ୍ଟିଆ ଟା କିପତ୍ର ଗ୍ରହଣ କହୁଛନ୍ତି। ସମ୍ପାଦକ କମଲ କାଇଦା, କାର୍ଯ୍ୟକାରୀ ସମ୍ପାଦକ ସନ୍ଦୀପ ପଣ୍ଡା କହିଛନ୍ତି।
ଠିକା ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଅଭିଯୋଗ ଆଣିଛନ୍ତି। ଓଡ଼ିଶା ସରକାରଙ୍କ ଆର୍ଥନ ଦୂରବସ୍ଥା ସମୟରେ ଏହି ଶିକ୍ଷକମାନେ କାମ କରି ତୁଡ଼ି ଯାଉଥିବା ମାଧ୍ୟମିକ ବିଦ୍ୟଳୟରେ ଶିକ୍ଷାର ଜଗତି ଆଣିଥିଲେ। ସେ ସମୟରେ ମାଶ୍ରିତ ପରୀକ୍ଷା ଫଳ ୫୦ ରୁ ୬୦ ପ୍ରତିଶତ ହେଉଥିଲା । ଅନେକ ବିଦ୍ୟାଳୟରେ
ମାଟ୍ରିକ ପରୀକ୍ଷା ଫଳ ଶୂନ ହେଇଥିଲା।
ଠିକା ନିଯୁକ୍ତି ଦେଇ ତତ୍କାଳୀନ ସରକାର କାଳକୁ ଭରଣା କଲେ ଓ ଧୀରେ ଧୀରେ ତାଜ୍ୟର ଆର୍ଥକ ସ୍ଥିତିରେ ସୁଧାର ଆସିବା ସହିତ ମାସନିକ ଶିକ୍ଷାରେ ମଧ୍ୟ ଉଚ୍ଚତି ଆସିଲା । ଆର୍ଥିକ ସ୍ଥିତିରେ ସୁଧାର ଆସିକା ପରେ ସରକାର ୨୦୨୨ରେ ପିପିଲା ସ୍କୁଲ ଆଣିଲେ। ତତ୍କାଳୀନ ସରକାର ଓଡ଼ିଶାରୁ ଠିକା ପ୍ରଥା ଉଠିଲା ବୋଲି ତିଶ୍ଚିମ ପିଟିଲେ। କିନ୍ତୁ ଅଦ୍ୟାବଧ ସବୁ ୨୦୨୩ରେ ଏହି ନିପିଲା ଭୁଲ୍ ୨୦୨୨ରୁ
କିଛି ଜରି ସରକାର ଏକ ଏସ୍ପି ଆଣି ୨୦୧୦ ରୁ ୨୦୧% ମଧ୍ୟରେ ନିଯୁକ୍ତ ସମସ୍ତ ଶିକ୍ଷାଳଙ୍କୁ ପିଛିଲାଲାଙ୍କ ୩୦୧୬ ଏପ୍ରିଲ ୪ ରୁ ନିୟମିତ ଶିକ୍ଷକ ଗଣନା ଭାଲେ । ୨୦୧୬ରେ ନିଯୁକ୍ତ ଶିକ୍ଷକ ମାନଙ୍କୁ ୨୦୧୬ ଏପ୍ରିଲ ୫ ରୁ ନିୟମିତ ଶିକ୍ଷକ ଭାବରେ ଗଣନା କଲେ । ମାତ୍ର ୨୦୦୫ରୁ ୨୦୧୦ ମଧ୍ୟରେ ୩ଳ୍ପ ଦରମାରେ କାମ ଜରିପୂରା ଶିକ୍ଷକଙ୍କୁ ଗୁଳିଗଲେ । ଏ ନେଇ ଦାଦି ନଲାପରେ କେବଳ ପ୍ରତିଶ୍ରୁତି ମିଳୁଛି କିନ୍ତୁ ସମାଧାନ ହେଉନି। ଓଡ଼ିଶାରେ ପ୍ରାୟ ୪୮୦୦ ମାଧ୍ୟମିକ ବିଦ୍ୟାଳୟରୁ ପ୍ରାୟ
ଶିକ୍ଷକ ସଂଘର ପ୍ରତିବାଦ
ସଭା, ଶୋଭାଯାତ୍ରା
ବାବିପୂରଣ ନ ହେଲେ ୨୨ରୁ
୪600 ବିଦ୍ୟାଳୟର ପ୍ରଧାନଶିଳେ ଏହି ତାଲିକାରୁ ବରିତା ଭିତିରେ ପ୍ରମୋଶନ ପାଇଥାନ୍ତି! ଦର୍ତ୍ତମାନ ସାରା ଓଡିଶାରେ ପ୍ରାୟ ୧୮୦୦ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଥିବାବେଳେ ପ୍ରାୟ ୨୭୦୦ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦ ଖାଲି କରିଛି । ଭାରପୁସ୍ତ ପ୍ରଧାନ ଶିକ୍ଷକଙ୍କ ଭରସାରେ ସ୍କୁଲ ଚାଲିଛି। ମାଧ୍ୟମିକ ବିଦ୍ୟାଳୟରେ ବହୁ ସଂଖ୍ୟା ପ୍ରଧାନ ଶିକ୍ଷକ ପଦ ଖାଲି ପଡ଼ିଥିବାରୁ ଓଡ଼ିଶାର ମାଧ୍ୟମିକ ଶିକ୍ଷା କିପରି ହେଇଥିବ, ତାହା କଷ୍ଟ ଅନୁମେୟ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ନିତ୍ତରଞ୍ଜନ ପଟ୍ଟନାୟକ, ମହମବ କାଳିର ଭଦିନ, ଶିବପ୍ରସାଦ ପାଣିଗ୍ରାହୀ, ପିତ୍ର ହାଇଦାର, ଶରଦ ମାଝୀ, ନାରାୟଣ ନାଣ,ପ ସଞ୍ଜନ ତ୍ରିପାଠୀ, ଶିର ସାହୁ, ଜୟଶ୍ରୀ ଗାର୍ଗଙ୍କ ସମେତ ନବରଙ୍ଗପୁର ଗିଲାସ ସମସ୍ତ ୧୦ଟି ଗୁଗରୁ ସଂଘର ଶକ ସଦସ୍ୟ ଯୋଗ ଦେଇଥିଲେ।