ଚ।ଷୀ ଙ୍କ ନ।ମରେ ରୁଣ କରି ଟଙ୍କା ହଡପ ଅଭିଯୋଗ
ଚାଷୀଙ୍କ ନାମରେ ଋଣକରି ଟଙ୍କା ହଡ଼ପ ଅଭିଯୋଗ
ଏମ୍ପିଙ୍କ ବ୍ଲକ ପ୍ରତିନିଧ୍ ଦାବିପତ୍ର ଗ୍ରହଣ କରୁଛନ୍ତି। କୋଷାଗୁମୁଡ଼ା, ୧୩୯
କୌଣସି କାଗଜପତ୍ର ନା କୌଣସି ଋଣ ପାଇଁ ଆବେଦନ। ଚାଷୀଙ୍କ ଅଜାଣତରେ ଉଠାଣ ହେଉଛି ଲକ୍ଷାଧିକ ଟଙ୍କାର ଋଣ ଏହା କୌଣସି ବେସରକାରୀ ସଂସ୍ଥାରେ ନୁହେଁ ଖୋଦ ସରକାରଙ୍କ ସମବାୟ ବିଭାଗରେ ଏଭଳି ଦୁର୍ନୀତି ହୋଇଥିବା ଶନିବାର କୋଷାଗୁମୁଡ଼ା ପଞ୍ଚାୟତ ଛଚାନକୋଟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ଲାଙ୍କ୍ ଚେକ୍ରେ ଦସ୍ତଖତ କରାଇ ଋଣ ଉଠାଇଥିବା ନେଇ ଗାଁର ଧରମଦାସ ଗୌଡ଼, ଚଇତନ ଗୌଡ଼, ମକୁନ୍ଦ ଭତ୍ରା, ପର୍ଶୁ ଗୌଡ଼, ବଳିରାମ ଭତ୍ରା, ଲଲିତ ଗୌଡ଼, ସମଦାସ ଗୌଡ଼, ରଘୁମଣି ଭତ୍ରା, ଶିବ ଗୌଡ଼, ରାମ ଭତରା, ଲବ ଗୌଡ଼, ଶଗରାମ ଗୌଡ଼, ଚକ୍ର ଗୌଡ, ବଳଧର ଭତ୍ରା ଓ ଲିମଧର ପୂଜାରୀ। ଏହାର ଉଚ୍ଚସ୍ତରୀୟ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ନେବାକୁ ଏ ନେଇ ଏକ ଦାବିପତ୍ର ନବରଙ୍ଗପୁର ଜିଲାପାଳ ଓ ଏମ୍ପିଙ୍କୁ ୨୦୧୮ରେ କୋମାସମୁନା ଲ୍ୟାମରୁ
ଚାଷୀଙ୍କ ଅଭିଯୋଗ ରଘୁମଣି ଭତରା ଆଜି ପର୍ଯ୍ୟନ୍ତ କୌଣସି ଋଣ ପାଇଁ ଆବେଦନ କରି ନ ଥିବା ସହ ମେଁ ଏହି ଭୃଣ
କୋଷାଗୁଗୁଡ଼ା ଲ୍ୟାମ୍ପ୍ସରେ ଦୁର୍ନୀତି ଅଭିଯୋଗ ଆଣିଲେ ଚାଷୀ
ବ୍ଳକ୍ ଚେକ୍ରେ ଏକ ଦସ୍ତଖତ କରାଇ ୫୦ହଜାର ଟଙ୍କା ଉଠାଇ ୫ହଜାର ଟଙ୍କା ଦେଇ ଘରକୁ ପଠେଇଦେଇଥିଲେ । ଗ୍ରାମର ଅନ୍ୟ ଚାଷୀମାନଙ୍କୁ ସନ୍ଦେହହେବାରୁ କୋଷାଗୁମୁଡା ଲ୍ୟାମ୍ପ୍ସକୁ ଆସି ପାସ୍ ବହି ମାଗିଥିଲେ ହେଁ ଲ୍ୟାମ୍ପସ କର୍ତ୍ତୃପକ୍ଷ ଖାତା ଦେବାକୁ ମନା କରିଦେଇଥିଲେ। ଏହାପରେ ଗ୍ରାମର ଭରତ ଗୌଡ଼ ଋଣ ଆବେଦନକରି ନ ଥିବା ସହ ୧ଟଙ୍କା ମଧ୍ୟ ପାଇ ନ ଥିବା ବେଳେ ତାଙ୍କର ନାମରେ ୧ଲକ୍ଷ ୧୩ ହଜାର ଟଙ୍କା ଋଣ ହୋଇଥିବା ଜାଣିବାକୁ ପାଇଥିଲେ। ଗ୍ରାମର ସମସ୍ତ ୧୭ଜଣ ଚାଷୀ ଋଣ ଆବେଦନ କରି ନ ଥିବା ବେଳେ ସେମାନଙ୍କ ନାମରେ ଲକ୍ଷାଧିକ ଟଙ୍କାର ଋଣ କରାଯାଇ କୋଷାଗୁମୁଡ଼ା ଲ୍ୟାମ୍ପସ୍ରେ ଚଳୁ କରିଦେଇଥିବା ନେଇ ଅଭିଯୋଗ କରିଥିଲେ। ଏନେଇ ଲ୍ୟାମ୍ସ ଶାଖା ପରିଚାଳକ ପ୍ରଣବ କୁମାର ମହାନ୍ତିଙ୍କୁ ଯୋଗାଯୋଗ ନାହିଁ ବୋଲି କହିଛନ୍ତି। ସମବାୟ ସମିତିରେ
ତାଙ୍କ ନାମରେ କୌଣସି ଋଣ
କେବଳ ୩ ବସ୍ତା ସାର ନେଇଥିଲେ । ଅନୁସନ୍ଧାନକଲେ ଏହିଭଳି ଅନେକ ଦୁର୍ନୀତି