୮ ଦିନ ହେଲ। ବୋରୱେଲ ଅଚଳରୁ ରୋଗୀ ହନ୍ତସନ୍ତ
୮ ଦିନ ହେଲା ବୋରୱେଲ ଅଚଳରୁ ରୋଗୀ ହନ୍ତସନ୍ତ
ପାପଡ଼ାହାଣ୍ଡି,ତା ୧୪/୯
ନଥୁବା ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ସ୍ୱାସ୍ଥ୍ୟକେନ୍ଦ୍ରଠାରେ ୮ଦିନ ହେଲା ସେଠାରେ ଥିବା ବୋରୱେଲ ମୋଟର ଅଚଳ ହେବା ଯୋଗୁପାଣି ସପ୍ଲାଏଠପ୍ ହୋଇଯାଇଛି ଯାହା ଫଳରେ ଦୁର ଦୁରନ୍ତରୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ପାଣି ଟପାଏ ପାଇଁ ନାହିଁ ମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ୮ ଦିନ ହେଲା ଅଭିଯୋଗ ହୋଇଥିଲେ ମଧ୍ୟ ମରାମତି କରାଯାଉନାହିଁ। ଫଳରେ ମେଡିକାଲ ମଧ୍ୟକୁ ପାଣି ଆସୁନାହିଁ। । ବିଶେଷ କ କରି ମା’ ଗୃହରେ ଥିବା ଗର୍ଭବତୀ ମହିଳାମାନେ ନାହିଁ ହିଁ ନଥୁବା ନଥୁବା ଦୁର୍ଦ୍ଦଶା ଦୁ ଭୋଗୁଛନ୍ତି। ମୈଦଲପୁର ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୮ ଖଣ୍ଡ ଗ୍ରାମପଞ୍ଚାଯତ ଓ କଳାହାଣ୍ଡି ଜିଲ୍ଲାର କିଛି ଗାଁ ଏହି ନିଜ ନିର୍ଭର କରୁଛନ୍ତି । ଏଣୁ । ଏଣୁ ଦୈନନ୍ଦିନ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଅନେକ ଚେ ରୋଗୀ ନିର୍ଭର । କରନ୍ତି । ଏବେ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ପାଣି ଗୀମାନେ ପାଣିପାଇଁ ଅସୁବିଧା ହେଉଥୁବା ସପ୍ଲାଏହେଉ ନଥିବାରୁ ରୋଗୀ କହିଛନ୍ତି। ଏ ନେଇ ଆମେ ମେଡିକାଲ ଇନଚାର୍ଜ ଡ. ମାନସ । ରଞ୍ଜନ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ବୋରୱେଲ ମୋଟର ପାଇଁ ଅର୍ଡର ଦିଆଯାଇଛି । ମୋଟର ଆସିନେ ସିଲେ ଶୀଘ୍ର ସଂଯୋଗ କରି ରି ପାଣି ସପ୍ଲାଏ ଦିଆଯିବ ବୋଲି କହିଥିଲେ। । ଏଣୁ ଶୀଘ୍ର ଅଚଳ ବୋରୱେଲକୁ ମରାମତି କରିବା ପାଇଁ ଦାବି ହୋଇଛି।