District

ଡାକ୍ତରଙ୍କ ଗିରଫ ଓ ବିରୋଧ ରେ ଦ।ବି ରେ ସିଡିଏମ୍ଓ ଅଫିସ ଘୋର।ଉ

ଡାକ୍ତରଙ୍କ ଗିରଫ ଦାବିରେ ସିଡିଏମ୍ଓ ଅଫିସ୍ ଘେରାଉ

ନବରଙ୍ଗପୁର, ୧୪/୯

ମୃତ୍ୟୁ ହୋଇଥିବା ଅଭିଯୋଗକରି ଆଶାକର୍ମୀ କରିଛନ୍ତି ବିକିବାରେ ଅବହେଳା ଯୋଗୁ ଗର୍ଭବତୀ ଆଶାକର୍ମୀ ଓ ତାଙ୍କ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ହୋଇଥିବା କହି ତାଲୁଳ ସାପରିକା ସ୍ବାଇଁଙ୍କ ଗିରଫ ଦାବି କରିଥିଲେ। ଏହା ବ୍ୟତୀତ ଅନ୍ୟ ୫ଟି ଦାବି ନେଇ ଶୁକ୍ରବାର କରା ନ ଗଲେ ଶନିବାରଠାରୁ ଆଶା କର୍ମୀ ଜର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ। ଭାରତୀୟ ମଜପୁର ସଂଘ ସହ ଅନୁରସ୍ଥିତ ଆଶାକର୍ମୀ ସଭାପତ୍ରୀ ଜବିତା ପାଇଁ ସମ୍ପତିସ ସଂସ ସଭାପତି ତାଙ୍କହିହାରୀ ବିଷୋୟୀ, ଉପଦେଷ୍ଟା ପରମେଶ୍ଵର ସିଷୋୟୀ, ସମ୍ପାଦକ ବିଷ୍ଣୁପ୍ରସାଦ ରୋଗୀ, ବିଧର୍ମ ସଂସ ସମ୍ପାତିକ ଖଗେଶ୍ବର ନିରୀ ଓ

ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଏ ରୋଷ କୁମାର ପଣ୍ଡାଙ୍କୁ ଦାଦିପତ୍ର ପ୍ରଦାନ କରିଥିଲେ। ଆଶାକର୍ମ ଦରମୟିକ ପରିସରକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ଲକ୍ଷ ଡଙ୍କା ଲେଖାଏ ସମୁଦାୟ ୧୦ ଲଞ୍ଚ ଟଙ୍କା କ୍ଷତିପୂରଣ, ସମସ୍ତ ଆଶାକର୍ମାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବାକୁ ନାହିଁ ପର୍ଯ୍ୟନ୍ତ ଚାଲିଲା ଦେତନ ୨୪ ଡକାଇ, ଆଶାକର୍ମାଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୧୦ଇଞ୍ଚ ଟଙ୍କା ଓ ଶ୍ରୀରାବିକ ମୃତ୍ୟୁ ପାଇଁ ୫ରକ୍ଷ ଟଙ୍କା, ଅବସରକାନ କଇଳା

ବାବଦକୁ ଓ ଗଜାର ଟଙ୍କା ପ୍ରଦାନ କରିବାକୁ ଆଶାକର୍ମୀ ସଂଘ ପକ୍ଷରୁ ଦାବି କରାଯାଇଛି। ଉପଜିଲାପାଳ ପ୍ରକାଶ କୁମାର ମିଶ୍ର ସିଡିଏମଓ, ଏସ୍‌ପି ଆଦିତ୍ୟ ରେଡ, ଏସଡିପିଏ ସ୍ନାନନ୍ଦ୍ର ରାତ୍ରା ଓ ନବରଙ୍ଗପୁର ଥାନାଧୁକତା ସମିତ ବେହେରା ପ୍ରମୁଖ ଆନ୍ଦୋଳନରେ କରିଥିଲେ । ଡାକ୍ତରଙ୍କ ଶିରୋଧାରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନିକ ଅଧୁକାରୀଙ୍କୁ ନେଇ ଏକ କମିଟି ସଠନ କରାଯିବ। ଉକ୍ତ

ଅଧୁକାରୀମାନେ କହିବା ପରେ ଆନ୍ଦୋଳନ ଜଟିଥିଲା ।

ବଡ଼ଦାସିନୀ ଗାଁର ଗର୍ଭଦନା ଆଶାକର୍ମୀ ଦଇମତି ଭତ୍ରାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ସମରକୋଟ ଓ ପରେ ଜିଲା ପୁଣ୍ୟ ନିରିକାଳରକୁ ଆଣିଥରେ । ଭ୍ରମରକୋଟରେ ଡାଲୁର ସଗରିକା ଇଁ ଦରମନ୍ଦିଙ୍କ ଅଧା ଅଟ୍ରୋପକାର କରି ଶେଷ ପୁରିରେ ନଜରଙ୍ଗପୁର ନେବାକୁ

ଗର୍ଭବତୀ ଆଶାକର୍ମୀଙ୍କ ମୃତ୍ୟୁ ଘଟଣା

ଅକାରଣରେ ଚର୍ଭବତୀ ଆଶାକର୍ମୀ ଓ ଗର୍ଭରୁ ଶିଶୁଙ୍କ ଜୀବନ ଚାଲିଯାଇଛି! ଡାକ୍ତରଙ୍କ ଅବହେବାର ପ୍ରତିବାଦକରି ଦରମରିଙ୍କ ମୃତଦେହଙ୍କୁ ରାସ୍ତା ଉପରେ ଜନ୍ମ ୧ ତାରିଖରେ ଆନ୍ଦୋଳନ କରାଯାଇଥିଲା । ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଆଧୁସାରୀମାନେ ପହ ଲିଖୁଳ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ୧୭ଦିନ ତିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ସିଡିଓ ସନ୍ତୋଷ ପଶା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଘଟଣାର ତଦନ୍ତ କରାଯାଇଛି। ଦଇମତି ରକ୍ତହୀନତାର ଶିକାର ହୋଇଥିବାବେଳେ ଡାକ୍ତରଖାନାରେ ଭକ୍ତସ୍ରାବ ହୋଇଥିଲା। ଉମରକୋଟରେ ଗରୁ ଚଢ଼ାଇବା ପରେ ଜିଲ୍ଲା ମୁଖ୍ୟ ନିଭିଯାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପହଞ୍ଚୁବା ପୂର୍ବରୁ ତାଙ୍କର ମୃତ୍ୟୁ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button